ଯିହିଜିକଲ 29:17 · ଓଡ଼ିଆ ବାଇବେଲ
ଅନନ୍ତର ସପ୍ତବିଂଶ ବର୍ଷର ପ୍ରଥମ ମାସର ପ୍ରଥମ ଦିନ ରେ ସଦାପ୍ରଭୁଙ୍କର ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ସେ କହିଲେ,
Cross references
ଯିହିଜିକଲ 1:2
କବାର ନଦୀ କୂଳ ରେ ମୁଁ ନିର୍ବାସିତ ଥିଲା ବେଳେ ଆକାଶ ଖାଲିଗେଲା ଏବଂ ତିରିଶତମ
ଯିହିଜିକଲ 24:1
ଅନନ୍ତର ନବମ ବର୍ଷର ଦଶମ ମାସର ଦଶମ ଦିନ ରେ ମାରେ ପ୍ରଭୁ ସଦାପ୍ରଭୁଙ୍କର ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ସେ କହିଲେ,
ଯିହିଜିକଲ 29:1
ଦଶମ ବର୍ଷର ଦଶମ ମାସର ଦ୍ବାଦଶ ଦିନ ରେ ମାରେ ପ୍ରଭୁ ସଦାପ୍ରଭୁଙ୍କର ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ସେ କହିଲେ,