Home Bibles ଯିହିଜିକଲ 1:16 · ଓଡ଼ିଆ ବାଇବେଲ
ଯିହିଜିକଲ 1:16 · ଓଡ଼ିଆ ବାଇବେଲ

ସମାନେେ ମଣିପରି ଉଜ୍ବଳ ଥିଲେ ଏବଂ ସମାନଙ୍କେର ଆକୃତି ସମାନ ଥିଲା ଏବଂ ପ୍ରେତ୍ୟକକ ଗୋଟିଏ ଚକ ମଧିଅରେ ଗୋଟିଏ ଚକ ସଦୃଶ ଦଖାଗେଲା।

Cross references

ଯାତ୍ରା ପୁସ୍ତକ 39:13

ଏବଂ ଚତୁର୍ଥ ପଂକ୍ତି ରେ ବୈଦୁର୍ୟ୍ଯ, ଗୋମଦେକ ମଣି, ସୂର୍ୟ୍ଯକାନ୍ତ ମଣି ଥିଲା। ଏହିସବୁ ମଣି ସ୍ବର୍ଣ୍ଣ ଧାର ରେ ବସାଗଲା।

ପ୍ରଥମ ରାଜାବଳୀ 7:33

ଆଉସସହି ଚକଗୁଡିକ ରଥର ଚକ ସଦୃଶ ଥିଲା। ତାହାର ଅଖ, ନଲମି, ନାଭି ଓ ଅର ସବୁ ଢଳା ପିତ୍ତଳସର ନିର୍ମିତସହାଇଥିଲା।

ଆୟୁବ ପୁସ୍ତକ 9:10

ପରମେଶ୍ବର ଅନକେ ଆଶ୍ଚର୍ୟ୍ଯଜନକ କାର୍ୟ୍ଯ କରନ୍ତି, ଯାହା ଲୋକେ ବୁଝି ପାରନ୍ତି ନାହିଁ। ପରମେଶ୍ବରଙ୍କ ଆଶ୍ଚର୍ୟ୍ଯ କାର୍ୟ୍ଯର କୌଣସି ଶଷେ ନାହିଁ।

ଗୀତସଂହିତା 36:6

ହେ ସଦାପ୍ରଭୁ, ତୁମ୍ଭର ମହାନୁଭବତା ସବୁଠାରୁ ଉଚ୍ଚ ପର୍ବତଠାରୁ ମଧ୍ଯ ଅଧିକ ଉଚ୍ଚ ତୁମ୍ଭର ନ୍ଯାଯପ୍ରିଯତା ସମୁଦ୍ରଠାରୁ ଅଧିକ ଗଭୀର। ହେ ସଦାପ୍ରଭୁ, ତୁମ୍ଭେ ମନୁଷ୍ଯ ଓ ପଶୁମାନଙ୍କୁ ରକ୍ଷା କର।

ଗୀତସଂହିତା 40:5

ହେ ସଦାପ୍ରଭୁ, ଆମ୍ଭମାନଙ୍କର ପରମେଶ୍ବର, ତୁମ୍ଭେ ଅନକେ ଆଶ୍ଚର୍ୟ୍ଯଜନକ କାର୍ୟ୍ଯ କରିଛ। ତୁମ୍ଭେ ଆମ୍ଭମାନଙ୍କ ପାଇଁ ଅନକେ ଆଶ୍ଚର୍ୟ୍ଯ ଯୋଜନାମାନ ରଖିଛ। କୌଣସି ବ୍ଯକ୍ତି ତାହା କବେେ ଗଣି ପାରିବ ନାହିଁ। ମୁଁ ବାରମ୍ବାର ସହେିସବୁ କଥା କହିବି ୟାହାକୁ ଗଣିବା ଅସମ୍ଭବ।

ଯିହିଜିକଲ 10:9

ତା'ପ ରେ ମୁଁ ଅନାଇ ଦେଖିଲି ଏକ କିରୂବର ପାଶର୍‌ବ ରେ ଏକ ଚକ ଓ ଅନ୍ୟ କିରୂବର ପାଶର୍‌ବ ରେ ଅନ୍ୟ ଚକ, ଏହିରୂପେ କିରୂବମାନଙ୍କ ପାଶର୍‌ବ ରେ ଏକାଠି ଚାରି ଚକ ଥିଲା। ଏବଂ ସହେି ଚକମାନର ଆଭା ବୈଦୁର୍ୟ୍ଯମଣିର ଆଭା ତୁଲ୍ଯ ଥିଲା।

ଦାନିଏଲ 7:9

ମୁଁ ଗୋଟିଏ ସିଂହାସନ ସ୍ଥାପିତ ହେଉଥିବାର ଦେଖିଲି। ଅତି ବୃଦ୍ଧାଲୋକ ସହେି ଉପ ରେ ବସିଲେ। ତାଙ୍କର ବସ୍ତ୍ର ହିମତୁଲ୍ଯ ଶୁକ୍ଲବର୍ଣ୍ଣ ଓ ତାଙ୍କର ମସ୍ତକର କେଶ ମଷେଲୋମ ସଦୃଶ ଶୁଭ୍ର ଥିଲା। ତାଙ୍କର ସିଂହାସନ ଅଗ୍ନିମଯପରି ଓ ସିଂହାସନର ଚକସବୁ ଜ୍ବଳନ୍ତା ଅଗ୍ନି ଶିଖା, ସଦୃଶ ଥିଲା।

ଦାନିଏଲ 10:6

ତାହାଙ୍କ ଶରୀର ମଣି ତୁଲ୍ଯ ଚକମକ କରୁଥିଲା, ତାଙ୍କର ମୁଖ ଉଜ୍ଜ୍ବଳ ବୁଦ୍ଯୁତ୍ର ଆଲୋକ ତୁଲ୍ଯ, ଚକ୍ଷୁ ଜ୍ବଳନ୍ତ ମଶାଲ ତୁଲ୍ଯ ଓ ତାହାଙ୍କ ହସ୍ତ ଓ ପାଦ ପରିସ୍କୃତ ପିତ୍ତଳର ଆଭା ତୁଲ୍ଯ ଥିଲା। ଆଉ ତାଙ୍କର ସ୍ବର ଜନଗହଳିର ରବତୁଲ୍ଯ ଉଚ୍ଚ ଥିଲା।

ରୋମୀୟଙ୍କ ପ୍ରତି ପତ୍ର 11:33

ପରମେଶ୍ବରଙ୍କ ଧନ ବହୁତ ମହାନ୍! ତାଙ୍କ ବୁଦ୍ଧି ଓ ଜ୍ଞାନର ସୀମା ନାହିଁ! ସେ ନିଷ୍ପତ୍ତିକିପରି ନିଅନ୍ତି କହେି ବୁଝାଇ ପାରିବ ନାହିଁ।

ଏଫିସୀୟଙ୍କ ପ୍ରତି ପତ୍ର 3:10

ମଣ୍ଡଳୀ ଦ୍ବାରା ପରମେଶ୍ବରଙ୍କ ବହୁବିଧ ଜ୍ଞାନ, ସ୍ବର୍ଗର କର୍ତ୍ତାପଣ ଓ ଅଧିକାର ପ୍ରାପ୍ତ ବ୍ଯକ୍ତିମାନଙ୍କୁ ବର୍ତ୍ତମାନ ଜଣାଇବା ପରମେଶ୍ବରଙ୍କର ଉଦ୍ଦେଶ୍ଯ ଥିଲା। ସମାନେେ ମଣ୍ଡଳୀ ୟୋଗୁ ଏହା ଜାଣି ପାରିବେ।

Interlinear

Choose Theme