Home Bibles ☰ Books ଯାତ୍ରା ପୁସ୍ତକ 40:24 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 40:24 · ଓଡ଼ିଆ ବାଇବେଲ

ଏହାପରେ ମାଶାେ ଦୀପରୂଖା ସହେି ସମାଗମ ତମ୍ବୁ ରେ ରଖିଥିଲେ। ଏହାର ମୁହଁ ଟବେୁଲ ଆଡକୁ କରି ସେ ଦକ୍ଷିଣ ପାଶର୍‌ବ ରେ ଏହାକୁ ରଖିଥିଲେ।

Cross references

ଯାତ୍ରା ପୁସ୍ତକ 25:31

ଏହାପରେ ତୁମ୍ଭମାନେେ ଏକ ଦୀପ ବୃକ୍ଷ ତିଆରି କରିବ। ଏହା ନିର୍ମଳ ସୁପର୍ଣ୍ଣ ରେ ପିଟା କର୍ମ ରେ ଏହାର ଗଣ୍ଡି ଓ ଶାଖା ନିର୍ମାଣ କର। ଆଉ ଗୋଲାଧାର ଓ କଳିକା ଓ ପୁଷ୍ପ ତହିଁରେ ସଂଲଗ୍ନ ରହିବ।

ଯାତ୍ରା ପୁସ୍ତକ 26:35

ପରଦାର ବାହାର ପାଶର୍‌ବ ରେ ମଜେ ରଖିବା ଉଚିତ୍ ଏବଂ ମଜେର ବିପରୀତ ପାଶର୍‌ବ ରେ ପବିତ୍ର ତମ୍ବୁର ଦକ୍ଷିଣକୁ ଦୀପ ରଖିବା ଉଚିତ୍। ପବିତ୍ର ତମ୍ବୁର ଉତ୍ତର ପାଶର୍‌ବକୁ ମଜେ ରଖ।

ଯାତ୍ରା ପୁସ୍ତକ 37:17

ଏହାପରେ ସେ ଶୁଦ୍ଧ ସୁବର୍ଣ୍ଣ ରେ ଦୀପବୃକ୍ଷ ତିଆରି କଲେ। ସେ ଦୀପରୂଖା ରେ ବୃନ୍ତ ଓ ଶାଖା କରିବା ପାଇଁ ସୁବର୍ଣ୍ଣକୁ ପିଟିଲେ। ତା'ପରେ ସେ ଫୁଲ, ପାଖୁଡା, କଢିମାନ ତିଆରି କଲେ। ସେ ଏହି ଜିନିଷଗୁଡିକୁ ଏକାଠି ୟୋଡି ଗୋଟିଏ ଜିନିଷ ତିଆରି କଲେ।

ଗୀତସଂହିତା 119:105

ସଦାପ୍ରଭୁ ତୁମ୍ଭର ବାକ୍ଯ ମାରେ ପାପ ପାଇଁ ବତୀ ସଦୃଶ, ଓ ମାରେ ପଥ ପାଇଁ ଆ ଲୋକ ଅଟେ।

ଯୋହନଲିଖିତ ସୁସମାଚାର 1:1

ଜଗତ ଆରମ୍ଭର ପୂର୍ବରୁ ବାକ୍ଯ ଥିଲେ। ସହେି ବାକ୍ଯ ପରମେଶ୍ବରଙ୍କ ସହିତ ଥିଲେ। ସହେି ବାକ୍ଯ ପରମେଶ୍ବର ଥିଲେ।

ଯୋହନଲିଖିତ ସୁସମାଚାର 1:5

ସହେି ଆଲୋକ ଅନ୍ଧକାର ରେ ଆଲୋକିତ ହୁଏ। କିନ୍ତୁ ଅନ୍ଧକାର ଆଲୋକକୁ ଲୋପ କରି ପାରିନାହିଁ।

ଯୋହନଲିଖିତ ସୁସମାଚାର 1:9

ଏହି ପ୍ରକୃତ ଆଲୋକ ଜଗତକୁ ଆସୁଥିଲେ। ଏହି ପ୍ରକୃତ ଆଲୋକ ସବୁ ଲୋକମାନଙ୍କୁ ଆଲୋକ ଦିଅନ୍ତି।

ଯୋହନଲିଖିତ ସୁସମାଚାର 8:12

ପରେ, ଯୀଶୁ ପୁଣି ଲୋକମାନଙ୍କୁ ଉପଦେଶ ଦେଲେ। ସେ କହିଲେ, ମୁଁ ଜଗତର ଆଲୋକ, ମାେତେ ଯେଉଁ ଲୋକ ଅନୁସରଣ କରେ, ସେ କବେେ ଅନ୍ଧକାର ରେ ଚାଲିବ ନାହିଁ। ସେ ଲୋକ ଜୀବନ ପ୍ରଦାନକାରୀ ଆଲୋକ ପାଇବ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 1:20

ମାରେ ଡ଼ାହାଣ ହାତ ରେ ଯେଉଁ ସାତାଟେି ନକ୍ଷତ୍ର ଦେଖିଲ, ତାହାର ଓ ସାତଟି ସୁନାର ଦୀପରୁଖାର ନିଗୂଢ଼ ଅର୍ଥ ଏହିପରି ଅଟେ : ସାତ ଦୀପରୁଖା ହେଉଛି ସାତାଟେି ମଣ୍ଡଳୀ। ସାତ ନକ୍ଷତ୍ର ହେଉଛନ୍ତି ସାତାଟେି ମଣ୍ଡଳୀର ଦୂତ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 2:5

ତେଣୁ କେଉଁଠାରୁ ତୁମ୍ଭର ପତନର ଆରମ୍ଭ ହାଇେଅଛି, ତାହା ମନେ ପକାଅ। ହୃଦୟ ପରିବର୍ତ୍ତନ କରି ଅନୁତାପ କର ଓ ପୂର୍ବରୁ କରୁଥିବା କାର୍ୟ୍ଯଗୁଡ଼ିକ କର। ତୁମ୍ଭେ ଯଦି ବଦଳିବ ନାହିଁ ତବେେ ମୁଁ ଆସି ତୁମ୍ଭର ଦୀପରୁଖାକୁ ତା'ର ସ୍ଥାନରୁ ଅଲଗା କରି ଦବେି।

Interlinear

Choose Theme