ତେଣୁ ମାଶାେ ତାଙ୍କର ପୁତ୍ରକନ୍ଯମାନଙ୍କୁ ଗଧ ରେ ବସାଇ ମିଶର ଅଭିମୁଖେ ବାହାରିଲେ। ମାଶାେ ତାଙ୍କର ଆଶାବାଡ଼ି ସଙ୍ଗ ରେ ନେଲେ ଏବଂ ପରମେଶ୍ବରଙ୍କ ଶକ୍ତି ତାଙ୍କ ସହିତ ଥିଲା।
Cross references
ସିପ୍ପୋରା ଗର୍ଭବତୀ ହେଲା, ଏବଂ ଏକ ପୁତ୍ର ସନ୍ତାନ ଜନ୍ମ ଦଲୋ। ମାଶାେ ତାଙ୍କର ନାମ ଗେର୍ଶୋମ ଦେଲେ, କାରଣ ସେ କହିଲେ, ମୁଁ ବିଦେଶ ରେ ବାସ କରି ଆସୁଅଛି।
କିନ୍ତୁ ପରମେଶ୍ବର ମାଶାଙ୍କେୁ କହିଲେ, ତୁମ୍ଭ ହାତ ରେ କ'ଣ ଅଛି?
ତେଣୁ ତୁମ୍ଭେ ୟାଅ ଓ ତୁମ୍ଭେ ତୁମ୍ଭର ଆଶାବାଡ଼ିଟିକୁ ସାଙ୍ଗ ରେ ନଇୟୋଅ। ତୁମ୍ଭେ ଅଦ୍ଭୁତ କାର୍ୟ୍ଯ କରିବାକୁ ଏହି ଆଶାବାଡ଼ି ବ୍ଯବହାର କରିବ।
ତେଣୁ ମାଶାେ ଯିହାଶୂେୟଙ୍କୁ କହିଲେ, ଶତୃ ବିରୁଦ୍ଧ ରେ ୟୁଦ୍ଧ କରିବା ପାଇଁ କେତକେ ଲୋକଙ୍କୁ ବାଛ। ଆସନ୍ତାକାଲି ପର୍ବତ ଉପରେ ଠିଆ ହାଇେ ତାହା ଦେଖିବି। ପରମେଶ୍ବରଙ୍କ ଆଶାବାଡିଟିକୁ ମାେ ସହିତ ନଇୟିବେି।
ଯିଥ୍ରୋମଧ୍ଯ ମାଶାଙ୍କେର ଦୁଇପୁତ୍ରଙ୍କୁ ସାଙ୍ଗ ରେ ନଇେଥିଲେ। ତାଙ୍କର ପ୍ରଥମ ପୁତ୍ରର ନାମ ଥିଲା ଗେର୍ଶୋମ। ତାଙ୍କର ଏପରି ନାମକରଣ କରାୟାଇଥିଲା କାରଣ ମାଶାେ କହିଲେ, ମୁଁ ବିଦେଶ ରେ ପ୍ରବାସୀ ହଲିେ।
ଯିଥ୍ରୋ ମାଶାଙ୍କେ ନିକଟକୁ ଏକ ବାର୍ତ୍ତା ପଠାଇଲେ ଯିଥ୍ରୋକହିଲେ, ମୁଁ ତୁମ୍ଭର ଶ୍ବଶୁର ଯିଥ୍ରୋଏବଂ ତୁମ୍ଭର ସ୍ତ୍ରୀ ଓ ତୁମ୍ଭର ଦୁଇପୁତ୍ର ସହିତ ତୁମ୍ଭ ନିକଟକୁ ଆସିଅଛୁ।
ତୁମ୍ଭେ ଆଶାବାଡି ନିଅ, ତୁମ୍ଭେ ଓ ତୁମ୍ଭ ଭାଇ ହାରୋଣ ସମସ୍ତ ମଣ୍ତଳୀକି ଏକତ୍ର କରିବା ଉଚିତ୍। ଆଉ ତୁମ୍ଭମାନେେ ସମାନଙ୍କେ ସମ୍ମୁଖ ରେ ସହେି ଶୈଳକୁ ଜଳ ଦବୋ ପାଇଁ ଆଜ୍ଞା ଦିଅ। ତହିଁରେ ସହେି ଶୈଳରୁ ଜଳ ବାହାର କରି ଲୋକମାନଙ୍କୁ ଓ ସମାନଙ୍କେର ପଶୁଗଣଙ୍କୁ ଜଳ ପାନ କରାଇବ।
ଏହାପରେ ମାଶାେ ହସ୍ତ ଉତ୍ତୋଳନ କରି ଆପଣା ଆଶାବାଡି ରେ ସହେି ଶୈଳକୁ ଦୁଇଥର ଆଘାତ କଲେ। ଶୈଳରୁ ପ୍ରଚୁର ଜଳ ବାହାରିଲା। ତହୁଁ ମଣ୍ତଳୀ ଓ ସମାନଙ୍କେର ପଶୁଗଣ ଜଳପାନ କଲେ।