ଯାତ୍ରା ପୁସ୍ତକ 18:6 · ଓଡ଼ିଆ ବାଇବେଲ
ଯିଥ୍ରୋ ମାଶାଙ୍କେ ନିକଟକୁ ଏକ ବାର୍ତ୍ତା ପଠାଇଲେ ଯିଥ୍ରୋକହିଲେ, ମୁଁ ତୁମ୍ଭର ଶ୍ବଶୁର ଯିଥ୍ରୋଏବଂ ତୁମ୍ଭର ସ୍ତ୍ରୀ ଓ ତୁମ୍ଭର ଦୁଇପୁତ୍ର ସହିତ ତୁମ୍ଭ ନିକଟକୁ ଆସିଅଛୁ।
Cross references
ଯାତ୍ରା ପୁସ୍ତକ 4:20
ତେଣୁ ମାଶାେ ତାଙ୍କର ପୁତ୍ରକନ୍ଯମାନଙ୍କୁ ଗଧ ରେ ବସାଇ ମିଶର ଅଭିମୁଖେ ବାହାରିଲେ। ମାଶାେ ତାଙ୍କର ଆଶାବାଡ଼ି ସଙ୍ଗ ରେ ନେଲେ ଏବଂ ପରମେଶ୍ବରଙ୍କ ଶକ୍ତି ତାଙ୍କ ସହିତ ଥିଲା।