Home Bibles ଯାତ୍ରା ପୁସ୍ତକ 39:4 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 39:4 · ଓଡ଼ିଆ ବାଇବେଲ

ସମାନେେ ଏଫୋଦ୍ ପାଇଁ ସ୍କନ୍ଦ ପଟି ତିଆରି କଲେ। ଏହାପରେ ସମାନେେ ପ୍ରେତ୍ୟକକର କାନିକୁ ଏଫୋଦ୍ର ଦୁଇ ମୁଣ୍ଡ ସହିତ ୟୋଡ ଦେଲେ।

Cross references

ଯାତ୍ରା ପୁସ୍ତକ 28:7

ଏହାର ଦୁଇ ମୁଣ୍ଡ ରେ ପରସ୍ପର ସଂୟୁକ୍ତ ଦୁଇ ସ୍କନ୍ଧପଟି ରହିବ। ଏହିପରି ଭାବରେ ତାହା ୟୁକ୍ତ ହବେ।

ଯାତ୍ରା ପୁସ୍ତକ 28:25

ଦୁଇ ସୁବର୍ଣ୍ଣ ହାରର ଦୁଇ ମୁଣ୍ଡକୁ ଏଫୋଦର ସ୍କନ୍ଧ ପଟି ରେ ବାନ୍ଧ।

Interlinear

Choose Theme