Home Bibles ଯାତ୍ରା ପୁସ୍ତକ 39:5 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 39:5 · ଓଡ଼ିଆ ବାଇବେଲ

ସମାନେେ କଟୀବନ୍ଧନୀ ବୁଣିଲେ ଏଫୋଦ୍ ରେ ବାନ୍ଧିଲେ। ଯେପରି ଏଫୋଦ୍ ତିଆରି ହାଇେଥିଲା, ସହେିପରି ଏହାକୁ ତିଆରି କରାଗଲା। ତାହା ମଧ୍ଯ ସହେି କର୍ମ ଅନୁସାରେ ସୁବର୍ଣ୍ଣ ଦ୍ବାରା ନୀଳ, ବାଇଗଣୀ ଓ ଲାଲ ରଂଗ ରେ ସୂକ୍ଷ୍ମ କ୍ଷୋମସୂତ୍ର ଦ୍ବାରା ତିଆରି କଲେ ଯେପରି ସଦାପ୍ରଭୁ ମାଶାଙ୍କେୁ କରିବା ପାଇଁ ଆଜ୍ଞା ଦଇେଥିଲେ।

Cross references

ଯାତ୍ରା ପୁସ୍ତକ 28:8

ଏଫୋଦର ଯେଉଁ ଚିତ୍ରିତ ପଟୁକା ତହିଁ ଉପରେ ରହିବ, ତହିଁର ଚିତ୍ରିତ କର୍ମ ସହେି ବସ୍ତ୍ର ଅନୁସାରେ ହବେ। ଅର୍ଥାତ୍ ସ୍ବର୍ଣ୍ଣ ରେ ନୀଳ ଓ ଧୂମ୍ର ଓ ସିନ୍ଦୁରବର୍ଣ୍ଣ ଓ ବଳା ଶୁଭ୍ର କ୍ଷୋମ ସୂତ୍ର ରେ ହବେ।

ଯାତ୍ରା ପୁସ୍ତକ 29:5

ହାରୋଣକୁ ସହେି ସ୍ବତନ୍ତ୍ର ବସ୍ତ୍ର ପିନ୍ଧାଅ। ଶୁକ୍ଲ ସୂତ୍ର ରେ ବୁଣା ୟାଇଥିବା ଚୋଗା ଏବଂ ଏଫୋଦର ଚୋଗା ଓ ବୁକୁପଟା ସହିତ ପରିଧାନ କରାଇବ। ଆଉ ଚିତ୍ରିତ କଟୀବନ୍ଧନ ତାହାର କଟୀ ରେ ବନ୍ଧ।

ଲେବୀୟ ପୁସ୍ତକ 8:7

ସେ ହାରୋଣଙ୍କୁ ଜାମା ପିନ୍ଧାଇଲେ, କଟୀ ରେ ତାଙ୍କର ବେଲ୍ଟ ବାନ୍ଧିଲେ, ତାଙ୍କୁ ଚୋଗା ପିନ୍ଧାଇଲେ, ତାଙ୍କୁ ଏଫୋଦ ପିନ୍ଧାଇଲେ, ତା'ପରେ ଏଫୋଦକୁ ସିନ୍ଦୁର ବେଲ୍ଟ ରେ ବାନ୍ଧିଲେ।

ଯିଶାଇୟ 11:5

ପୁଣି ଯେତବେେଳେ ଦୁଷ୍ଟାଚାରୀମାନଙ୍କୁ ସଂହାର କରିବାକୁ ଆଦେଶ ଦବେେ, ସେତବେେଳେ ସମାନେେ ନିହତ ହବେେ। ଧର୍ମ ଓ ନ୍ଯାଯ ସେ ପିଲାକୁ ଶକ୍ତି ଦବେ। ସଗେୁଡ଼ିକ ତା'ର ଅଣ୍ଟାର ବଳଯ ସଦୃଶ ହବେ।

ମାଥିଉଲିଖିତ ସୁସମାଚାର 28:20

ମୁଁ ତୁମ୍ଭମାନଙ୍କୁ ଯାହା ସବୁ କହିଛି, ସେ ସବୁ କଥା ପାଳନ କରିବ ପାଇଁ ଲୋକମାନଙ୍କୁ ଶିକ୍ଷା ଦିଅ। ମୁଁ ତୁମ୍ଭମାନଙ୍କ ସହିତ ସଦାସର୍ବଦା ରହିବି ବୋଲି ତୁମ୍ଭମାନେେ ଦୃଢ଼ ବିଶ୍ବାସ ରଖ। ଜଗତର ଶଷେ ସମୟ ପର୍ୟ୍ଯନ୍ତ ମଧ୍ଯ ମୁଁ ତୁମ୍ଭ ସଙ୍ଗେ ସଙ୍ଗେ ରହିବି।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 11:23

ଯେଉଁ ଶିକ୍ଷା ମୁଁ ପ୍ରଭୁଙ୍କ ଠାରୁ ଗ୍ରହଣ କରିଥିଲି, ସହେି ସମାନ ଶିକ୍ଷା ତୁମ୍ଭମାନଙ୍କୁ ଦଲେି। ଯେଉଁ ରାତ୍ରି ରେ ଯୀଶୁଙ୍କୁ ହତ୍ଯା କରିବା ପାଇଁ ଧରାଇ ଦିଆଯାଇଥିଲା। ସହେି ରାତ୍ରି ରେ ସେ ରୋଟୀ ନେଲେ ଓ ତା' ପାଇଁ ଧନ୍ଯବାଦ ଦଇେଥିଲେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 1:13

ସହେି ସାତାଟେି ସୁନାର ଦୀପରୁଖା ମଝି ରେ: ମନୁଷ୍ଯ ପୁତ୍ରଙ୍କ ପରି ଜଣେ ଠିଆ ହାଇେଛନ୍ତି। ସେ ଗୋଟିଏ ଲମ୍ବା ପୋଷାକ ପିନ୍ଧିଥିଲେ। ସେ ତାହାଙ୍କ ଛାତି ରେ ଗୋଟିଏ ସୁନାର ପଟୁକା ପିନ୍ଧିଲେ।

Interlinear

Choose Theme