ଯାତ୍ରା ପୁସ୍ତକ 28:7 · ଓଡ଼ିଆ ବାଇବେଲ
ଏହାର ଦୁଇ ମୁଣ୍ଡ ରେ ପରସ୍ପର ସଂୟୁକ୍ତ ଦୁଇ ସ୍କନ୍ଧପଟି ରହିବ। ଏହିପରି ଭାବରେ ତାହା ୟୁକ୍ତ ହବେ।
Cross references
ଯାତ୍ରା ପୁସ୍ତକ 39:4
ସମାନେେ ଏଫୋଦ୍ ପାଇଁ ସ୍କନ୍ଦ ପଟି ତିଆରି କଲେ। ଏହାପରେ ସମାନେେ ପ୍ରେତ୍ୟକକର କାନିକୁ ଏଫୋଦ୍ର ଦୁଇ ମୁଣ୍ଡ ସହିତ ୟୋଡ ଦେଲେ।