Home Bibles ଯାତ୍ରା ପୁସ୍ତକ 36:31 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 36:31 · ଓଡ଼ିଆ ବାଇବେଲ

ଏହାପରେ ଶିଳ୍ପୀମାନେ ପବିତ୍ର ତମ୍ବୁ ପାଇଁ ଶିଟୀମ୍ କାଠ ରେ ଅର୍ଗଳ ପ୍ରସ୍ତୁତ କଲେ। ସମାନେେ ପବିତ୍ର ତମ୍ବୁର ଗୋଟିଏ ପାଶର୍‌ବ ରେ ପାଞ୍ଚଟି ଅର୍ଗଳ ତିଆରି କଲେ।

Cross references

ଯାତ୍ରା ପୁସ୍ତକ 25:28

ମଜେକୁ ବୋହିବା ପାଇଁ ଶିଟୀମ୍ କାଠ ରେ ସାଙ୍ଗୀ ତିଆରି କରି ସେଥି ରେ ସୁବର୍ଣ୍ଣ ମଡାଇ ଦିଅ।

ଯାତ୍ରା ପୁସ୍ତକ 26:26

ଅର୍ଗଳ ତିଆରି କରିବାପାଇଁ ତୁମ୍ଭମାନେେ ଶିଟୀମ୍ କାଠ ବ୍ଯବହାର କରିବ। ପବିତ୍ର ତମ୍ବୁ ପାଇଁ ପାଞ୍ଚଟି ଅର୍ଗଳ ତିଆରି କରିବ ଏକ ପାଶର୍‌ବ ରେ।

ଯାତ୍ରା ପୁସ୍ତକ 30:5

ଏହି ସାଙ୍ଗୀ ମଧ୍ଯ ଶିଟୀମ୍ କାଠ ରେ ତିଆରି କରିବ। ଏହି ସାଙ୍ଗୀଗୁଡିକ ସୁବର୍ଣ୍ଣ ରେ ଛାଉଣୀ କରାୟିବ।

Interlinear

Choose Theme