ଯାତ୍ରା ପୁସ୍ତକ 36:32 · ଓଡ଼ିଆ ବାଇବେଲ
ପାଞ୍ଚଟି ଅର୍ଗଳ ଅନ୍ୟ ପାଶର୍ବ ପାଇଁ ତିଆରି କଲେ ଏବଂ ପବିତ୍ର ତମ୍ବୁର ପଛ ପାଖ ପାଇଁ ଅର୍ଥାତ୍ ପଶ୍ଚିମ ଦିଗ ପାଇଁ ପାଞ୍ଚଟି ଅର୍ଗଳ ତିଆରି କଲେ।
Cross references
ଯାତ୍ରା ପୁସ୍ତକ 26:26
ଅର୍ଗଳ ତିଆରି କରିବାପାଇଁ ତୁମ୍ଭମାନେେ ଶିଟୀମ୍ କାଠ ବ୍ଯବହାର କରିବ। ପବିତ୍ର ତମ୍ବୁ ପାଇଁ ପାଞ୍ଚଟି ଅର୍ଗଳ ତିଆରି କରିବ ଏକ ପାଶର୍ବ ରେ।