Home Bibles ଯାତ୍ରା ପୁସ୍ତକ 35:4 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 35:4 · ଓଡ଼ିଆ ବାଇବେଲ

ମାଶାେ ସମସ୍ତ ଇଶ୍ରାୟେଲ ଲୋକମାନଙ୍କ ସମଗ୍ର ସଭା ରେ ଏହା କହିଲେ, ସଦାପ୍ରଭୁ ଏହିସବୁ ଆଜ୍ଞା ଦଇେଛନ୍ତି।

Cross references

ଯାତ୍ରା ପୁସ୍ତକ 25:1

ସଦାପ୍ରଭୁ ମାଶାଙ୍କେୁ କହିଲେ,

ଯାତ୍ରା ପୁସ୍ତକ 31:6

ଅହଲୀଯାବକୁ ସାହାୟ୍ଯ କରିବା ପାଇଁ ମୁଁ ତାକୁ ବାଛିଅଛି। ସେ ହେଉଛି ଦାନ ପରିବାରବର୍ଗର ଅହୀଷାମକର ପୁତ୍ର। ଆମ୍ଭେ ତାଙ୍କୁ ଏବଂ ସମସ୍ତ ଜ୍ଞାନମନା ଲୋକମାନଙ୍କୁ ଜ୍ଞାନ ରେ ଭରପୁର କଲୁ। ମୁଁ ସମାନଙ୍କେର ସମସ୍ତଙ୍କୁ କୌଶଳ ପ୍ରଦାନ କରିଅଛିଏବଂ ସମାନେେ ମାେ ପାଇଁ କାର୍ୟ୍ଯ କରିବେ।

ଯାତ୍ରା ପୁସ୍ତକ 39:32

ସମାଗମ ତମ୍ବୁ ରୂପେ ପବିତ୍ର ତମ୍ବୁର ସମସ୍ତ କାର୍ୟ୍ଯ ଇଶ୍ରାୟେଲ ଲୋକମାନଙ୍କ ସମାପ୍ତ ହେଲା। ମାଶାଙ୍କେ ପ୍ରତି ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ସମାନେେ ସମସ୍ତ କର୍ମ କଲେ।

ଯାତ୍ରା ପୁସ୍ତକ 40:3

ତା' ମଧିଅରେ ସାକ୍ଷ ସିନ୍ଦୁକ ରଖି ବିଚ୍ଛଦେ ବସ୍ତ୍ର ଟଙ୍ଗାଇ ସହେି ସିନ୍ଦୁକ ଆଚ୍ଛାଦନ କରିବ।

Interlinear

Choose Theme