Home Bibles ☰ Books ଯାତ୍ରା ପୁସ୍ତକ 31:9 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 31:9 · ଓଡ଼ିଆ ବାଇବେଲ

ହାମବେଳି ବଦେୀ ଓ ତହିଁର ସମସ୍ତ ପାତ୍ର, ପ୍ରକ୍ଷାଳନ ପାତ୍ର ଓ ତହିଁର ବୈଠକି,

Cross references

ଯାତ୍ରା ପୁସ୍ତକ 27:1

ସଦାପ୍ରଭୁ ମାଶାଙ୍କେୁ କହିଲେ, ଏକ ୟଜ୍ଞବଦେୀ ନିର୍ମାଣ କରିବାକୁ ଶିଟୀମ୍ କାଠ ବ୍ଯବହାର କର। ଏହା ଏକ ବର୍ଗ କ୍ଷେତ୍ର ହବୋ ଉଚିତ୍। ଏହାର ର୍ଦୈଘ୍ଯ ଓ ପ୍ରସ୍ଥ ପାଞ୍ଚ ହାତ ଲଖାଏଁେ ହବୋ ଉଚିତ୍। ଏବଂ ଏହାର ଉଚ୍ଚତା ତିନି ହାତ ହବୋ ଉଚିତ୍।

ଯାତ୍ରା ପୁସ୍ତକ 30:18

ପ୍ରକ୍ଷାଳନ କୁଣ୍ଡ ଏବଂ ଏହାର ଆଧାର ସବୁ କଂସା ରେ ତିଆରି କର। ପୁଣି ସମାଗମ ତମ୍ବୁ ଓ ୟଜ୍ଞବଦେୀ ମଧିଅରେ ପ୍ରକ୍ଷାଳନ କୁଣ୍ଡ ରଖ ଓ ତହିଁ ମଧିଅରେ ଜଳ ପୂର୍ଣ୍ଣ କର।

ଯାତ୍ରା ପୁସ୍ତକ 38:1

ଏହାପରେ ନବୈେଦ୍ଯ ଦଗ୍ଧ କରିବା ପାଇଁ ବତ୍ସଲଲେ ଶିଟୀମ୍ କାଠ ରେ ଏକ ୟଜ୍ଞବଦେୀ ନିର୍ମାଣ କଲେ। ଏହି ହାମବଦେେୀଟି ବର୍ଗାକାର ଥିଲା। ଏହାର ର୍ଦୈଘ୍ଯ ପାଞ୍ଚହାତ, ପ୍ରସ୍ଥ ପାଞ୍ଚହାତ ଏବଂ ଉଚ୍ଚତା ତିନିହାତ ଥିଲା।

ଯାତ୍ରା ପୁସ୍ତକ 40:11

ଆଉ ତୁମ୍ଭେ ପ୍ରକ୍ଷାଳନ ପାତ୍ର ଓ ତହିଁର ବୈଠକି ଅଭିଷକେ କରି ପବିତ୍ର କରିବ।

Interlinear

Choose Theme