Home Bibles ଯାତ୍ରା ପୁସ୍ତକ 30:34 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 30:34 · ଓଡ଼ିଆ ବାଇବେଲ

ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ତୁମ୍ଭେ ଆପଣା ନିକଟରେ ସୁଗନ୍ଧ ଦ୍ରବ୍ଯ ଅର୍ଥାତ୍ ଗୁଗ୍ଗୁଳ ଓ ନଖୀ, କୁନ୍ଦୁରୁ ଓ ନିର୍ମଳ ଲୋବାନ୍। ଏହି ପ୍ରେତ୍ୟକକ ସୁଗନ୍ଧି ଦ୍ରବ୍ଯ ସମଭାବରେ ସଂଗ୍ରହ କର।

Cross references

ଯାତ୍ରା ପୁସ୍ତକ 25:6

ଦୀପ ନିମନ୍ତେ ତୈଳ ପୁଣି ଅଭିଷକୋର୍ଥ ତୈଳ ଓ ସୁଗନ୍ଧି ଧୂପ ନିମନ୍ତେ ଗନ୍ଧ ଦ୍ରବ୍ଯ।

ଯାତ୍ରା ପୁସ୍ତକ 30:7

ହାରୋଣ ସୁଗନ୍ଧିତ ଧୂପ ଜଳାଇବ। ସେ ପ୍ରତି ପ୍ରଭାତ ରେ ପ୍ରଦୀପ ପରିଷ୍କାର କରିବା ବେଳେ ସହେି ଧୂପ ଜଳାଇବ।

ଯାତ୍ରା ପୁସ୍ତକ 30:23

ଏହି ଅତ୍ଯୁତ୍ତମ ସୁଗନ୍ଧି ଦ୍ରବ୍ଯ, ଅର୍ଥାତ୍ ପବିତ୍ରସ୍ଥାନର ଶକେଲ ଅନୁସାରେ ପାଞ୍ଚଶତ ଶକେଲ ନିର୍ମଳ ଗନ୍ଧରସ ଓ ତା'ର ଅଧା ଅର୍ଥାତ୍ ଅଢାଇଶ ଶକେଲ ସୁଗନ୍ଧି ବାରୁଚିନୀ ଓ ଅଢାଇଶତ ଶକେଲ ସୁଗନ୍ଧି ବଚ ସଂଗ୍ରହ କର।

ଯାତ୍ରା ପୁସ୍ତକ 37:29

ଏହାପରେ ସେ ବିଶଷେ ଅଭିଷକୋର୍ଥକ ତୈଳ ତିଆରି କଲେ ଏବଂ ଖାଣ୍ଟି ଧୂପ ନିମନ୍ତେ ଗନ୍ଧ ବଣିକର କ୍ରିଯାନୁୟାଯୀ ସୁଗନ୍ଧି ଦ୍ରବ୍ଯ ପ୍ରସ୍ତୁତ କଲେ।

ଲେବୀୟ ପୁସ୍ତକ 2:1

ଆଉ କହେି ସଦାପ୍ରଭୁ ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ଶସ୍ଯ ନବୈେଦ୍ଯ ଆଣିଲେ, ତାହା ଅତି ସୂକ୍ଷ୍ମ ମଇଦା ରେ ନବୈେଦ୍ଯ ହବେ। ପୁଣି ସେଥି ରେ ସେ ତୈଳ ଢାଳିବ ଓ ତା'ଉପରେ ଲୋବାନି ରଖିବ।

ଲେବୀୟ ପୁସ୍ତକ 2:15

ପୁଣି ତାହା ଉପରେ ତୈଳ ଦବେ ଓ ଲୋବାନି ରଖିବ। ତାହା ଶସ୍ଯ ନବୈେଦ୍ଯ ହବେ।

ଲେବୀୟ ପୁସ୍ତକ 5:11

ଯଦି ସେ ଦୁଇଟି କପୋତ ଛୁଆ କିମ୍ବା ଦୁଇଟି ପାରା ଛୁଆ ଆଣିବାକୁ ଅସମର୍ଥ ହୁଏ ତବେେ ସେ ପାପାର୍ଥକ ନବୈେଦ୍ଯ ପାଇଁ ଐଫାର ଦଶମାଂଶ ସରୁ ମଇଦା ଆଣିବା ଉଚିତ୍, ସେଥି ରେ ତୈଳ ଦବୋ ଉଚିତ୍ ନୁହେଁ କି ସୁଗନ୍ଧି ହବୋ ଉଚିତ୍ ନୁହଁ କାରଣ ତାହା ପାପାର୍ଥକ ନବୈେଦ୍ଯ ।

ଲେବୀୟ ପୁସ୍ତକ 16:12

ଆଉ ସେ ସାଦାପ୍ରଭୁଙ୍କ ସମ୍ମୁଖସ୍ଥ ୟଜ୍ଞବଦେୀରୁ ପ୍ରଜ୍ଜ୍ବଳିତ ଅଙ୍ଗାର ଉହ୍ନଇେ ରେ ପୂର୍ଣ୍ଣ କରି ଓ ମୁଠିଏ ଚୁର୍ଣ୍ଣ ସୁଗନ୍ଧିଧୂପ ନଇେ ବିଚ୍ଛଦେ ବସ୍ତ୍ର ରେ ଭିତରକୁ ୟିବ।

ଲେବୀୟ ପୁସ୍ତକ 24:7

ଆଉ ରୋଟୀ ପରିବର୍ତେ ସ୍ମରଣାର୍ଥକ ନବୈେଦ୍ଯରୂପେ ପ୍ରତି ଧାଡିର ଉପରେ ନିର୍ମଳ ସୁବାସିତ ଲୋବାନ୍ ଦବେ।

ଗଣନା ପୁସ୍ତକ 7:14

ପ୍ରତ୍ୟେକ ପାତ୍ର ଏବଂ ପ୍ରତ୍ୟେକ ଗିନା ତୈଳମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ ଥିଲା।

ପ୍ରଥମ ବଂଶାବଳୀ 9:29

ଅନ୍ୟ ଦ୍ବାରପାଳମାନେ କାଠ ଆସବାବପତ୍ର ଓ ବିଶଷେ ପାତ୍ରଗୁଡ଼ିକର ଯତ୍ନ ନବୋ ନିମନ୍ତେ ମନୋନୀତ ହାଇେଥିଲେ। ଆହୁରି ମଧ୍ଯ ସମାନେେ ମଇଦା, ଦ୍ରାକ୍ଷାରସ, ତୈଳ, ସୁଗନ୍ଧଦ୍ରବ୍ଯ ଓ ବିଶଷେ ତୈଳର ଯତ୍ନ ନେଉଥିଲେ।

ନିହିମିୟା 13:5

ତେଣୁ ସେ ତାକୁ ଏକ ବଡ କଠାେରୀ ଦଲୋ। ସହେି କଠାେରୀକୁ ପୂର୍ବେ ଲୋକମାନେ ସହେି ସ୍ଥାନ ରେ ଶସ୍ଯ ନବୈେଦ୍ଯ, ସୁଗନ୍ଧ ଏବଂ ଅନ୍ଯାନ୍ଯ ସାମଗ୍ରୀ, ଲବେୀୟ ଓ ଗାଯକ ଓ ଦ୍ବାରପାଳମାନଙ୍କ ନିମନ୍ତେ ଶସ୍ଯ, ଦ୍ରାକ୍ଷାରସ ଓ ତୈଲର ଦଶମାଂଶ, ଆଉ ଯାଜକମାନଙ୍କ ନିମନ୍ତେ ଉପହାର ରଖିବା ରେ ବ୍ଯବହୃତ ହେଉଥିଲା।

ପରମଗୀତ 3:6

ସିଏ କିଏ ଅଟେ। ଯେଉଁ ସ୍ତ୍ରୀ ଲୋକ ଧୂମ୍ର ସ୍ତମ୍ଭ ତୁଲ୍ଯ ପ୍ରାନ୍ତରରୁ ଆସୁଅଛି। ଗନ୍ଧରସ ଓ କୁନ୍ଦୁରୁ ରେ, ଗନ୍ଧବଣିକର ସର୍ବପ୍ରକାର ସୁଗନ୍ଧି ଚୂର୍ଣ୍ଣ ରେ ସୁବାସିତା ହାଇେ।

ମାଥିଉଲିଖିତ ସୁସମାଚାର 2:11

ସମାନେେ ଘର ଭିତରକୁ ଗଲେ। ମା ମରିୟମଙ୍କ ପାଖ ରେ ପିଲାଟିକୁ ଦେଖିଲେ। ତାହାଙ୍କୁ ଭୂମିଷ୍ଠ ପ୍ରଣାମ କରି ତାହାଙ୍କର ଉପାସନା କଲେ। ତା'ପରେ ସମାନେେ ଶିଶୁ ପାଇଁ ଆଣିଥିବା ଉପହାର ପଡେିଟି ଖାଲିେଲେ। ସମାନେେ ଶିଶୁକୁ ସୁନା, କୁନ୍ଦୁରୁ ଓ ଗନ୍ଧରସ ଉପହାର ଦେଲେ।

Interlinear

Choose Theme