ଯଦି ଜଣେ ଲୋକ ଏହି ତୈଳ ପରି ସୁଗନ୍ଧି ତିଆରି କରେ, ଏବଂ ଯଦି ଅୟୋଗ୍ଯ ବ୍ଯକ୍ତିକୁ ଦିଆୟାଏ, ତାକୁ ଏହି ଲୋକମାନଙ୍କଠାରୁ ଅଲଗା କରାୟିବ।
Cross references
ଯେଉଁ ମନୁଷ୍ଯମାନଙ୍କର ସୁନ୍ନତ ହାଇନୋହିଁ, ସମାନଙ୍କେୁ ତା'ର ଲୋକମାନଙ୍କଠାରୁ ବାସନ୍ଦ କରାୟିବ। କାହିଁକି? କାରଣ ସେ ମାରେ ଚୁକ୍ତି ଭଙ୍ଗ କରିଛି।
ଏହି ଉତ୍ସବ ରେ ତୁମ୍ଭମାନେେ ତାଡିଶୂନ୍ଯ ରୋଟୀ ସାତଦିନ ପର୍ୟ୍ଯନ୍ତ ଖାଇବ। ବିଶଷେତଃ ପ୍ରଥମ ଦିନ ରେ ତୁମ୍ଭ ଗୃହରୁ ତାଡି ଦୂର ରେ ରଖିବ। ଏହି ସାତଦିନ ମଧିଅରେ ତୁମ୍ଭମାନେେ କହେି ତାଡି ଖାଇବ ନାହିଁ। ଯଦି କହେି ତାଡି ଭୋଜନ କରେ ତବେେ ସେ ତା'ର ଲୋକମାନଙ୍କ ମଧ୍ଯରୁ ବିଛିନ୍ନ ହବେ।
ସପ୍ତା ହେ ପର୍ୟ୍ଯନ୍ତ ତୁମ୍ଭମାନଙ୍କ ଗୃହ ରେ ଲେଶମାତ୍ର ତାଡି ନ ରହୁ କାରଣ ବିଦେଶୀ ଅବା ସ୍ବଦେଶୀ ଯେଉଁ ଜନ ଏଥିମଧିଅରେ ତାଡି ମିଶ୍ରିତ ଦ୍ରବ୍ଯ ଖାଇବ, ସେ ପ୍ରାଣୀ ଇଶ୍ରାୟେଲ ମସ୍ତକରୁ ଉଚ୍ଛିନ୍ନ ହବେ।
ସମାନଙ୍କେୁ ପଦ ରେ ନିୟୁକ୍ତ ଓ ପ୍ରତିଷ୍ଠା କରିବା ନିମନ୍ତେ ଯାହାଦ୍ବାରା ପ୍ରାଯଶ୍ଚିତ ହେଲା, ତାହା ସମାନେେ ଭୋଜନ କରିବେ। ମାତ୍ର କୌଣସି ଅନ୍ୟ ବଂଶୀଯ ଲୋକ ତାହା ଭୋଜନ କରିବ ନାହିଁକାରଣ ତାହାସବୁ ପବିତ୍ର ବସ୍ତୁ।
ଯଦି କହେି ଆପଣା ଘ୍ରାଣାର୍ଥେ ସହେିପରି ସୁଗନ୍ଧି ଧୂପ ପ୍ରସ୍ତୁତ କରିବ। ତବେେ ସେ ଆପଣା ଲୋକମାନଙ୍କଠାରୁ ଉଚ୍ଛିନ୍ନ କରିବ।
ତୁମ୍ଭମାନେେ ମାରେ ବିଶ୍ରାମ ଦିନ ପାଳନ କରିବା ଉଚିତ୍। କାରଣ ତାହା ତୁମ୍ଭମାନଙ୍କ ପାଇଁ ପବିତ୍ର ଅଟେ। ଯଦି କହେି ଏହାକୁ ଅପବିତ୍ର କରେ ତବେେ ସେ ମୃତ୍ଯୁବରଣ କରିବା ଉଚିତ୍। ଯଦି କହେି ସଦେିନ କାର୍ୟ୍ଯ କରେ, ସେ ଆପଣା ଲୋକମାନଙ୍କଠାରୁ ଅଲଗା ହବୋ ଉଚିତ୍।
ମାତ୍ର ଯଦି କୌଣସି ଅଶୁଚି ବ୍ଯକ୍ତି ସଦାପ୍ରଭୁଙ୍କ ମଙ୍ଗଳାର୍ଥକ ବଳି ଭୋଜନ କରେ ତବେେ ସେ ନିଜେ ଲୋକମାନଙ୍କଠାରୁ ଅଲଗା ରହିବ।
ଯଦି କୌଣସି ବ୍ଯକ୍ତି ଅଶୁଚି ବସ୍ତୁ କିମ୍ବା ଅଶୁଚି ପ୍ରାଣୀ କିମ୍ବା କୌଣସି ଘୃଣା ଯୋଗ୍ଯ ଅଶୁଚି ବସ୍ତୁ ସ୍ପର୍ଶ କରେ ତବେେ ସେ ଅପବିତ୍ର ହୁଏ ଓ ଯଦି ସେ ସଦାପ୍ରଭୁଙ୍କ ସମ୍ବନ୍ଧୀଯ ମଙ୍ଗଳାର୍ଥକ ବଳିର ମାଂସ ଭୋଜନ କରେ ତବେେ ସହେି ବ୍ଯକ୍ତି ଆପଣା ଲୋକମାନଙ୍କଠାରୁ ପୃଥକ୍ ରହିବ।
ସହେି ଲୋକ ସହେି ପ୍ରାଣୀକୁ ସମାଗମ ତମ୍ବୁର ଦ୍ବାର ନିକଟକୁ ଆଣିବ ଓ ସହେି ପ୍ରାଣୀର ଏକ ଅଂଶ ଉପହାର ସ୍ବରୂପ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଉତ୍ସର୍ଗ କରିବ। ସେ ଯଦି ତାହା ନକରେ ତବେେ ରକ୍ତପାତର ଅପରାଧ ରେ ଅପରାଧୀ ହବେ। ସେ ରକ୍ତପାତ ଅପରାଧ ଯୋଗୁଁ ନିଜ ଲୋକମାନଙ୍କଠାରୁ ଅଲଗା ରହିବ।
ତବେେ ସେ ସହେି ବଳିଦାନ ସମାଗମ ତମ୍ବୁର ଦ୍ବାର ନିକଟକୁ ଆଣି ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବ। ଯଦି ସେ ତାହା ନକରିବ ତବେେ ସେ ନିଜ ଲୋକମାନଙ୍କଠାରୁ ପୃଥକ୍ ରହିବ।
ଆଉ କୌଣସି ଇଶ୍ରାୟେଲୀୟ କିମ୍ବା ସମାନଙ୍କେ ମଧିଅରେ ପ୍ରବାସୀ କୌଣସି ବିଦେଶୀ ଲୋକ, ଯଦି କୌଣସି ପ୍ରକାର ରକ୍ତ ଭୋଜନ କରେ, ତବେେ ଆମ୍ଭେ ସହେି ରକ୍ତ ଭୋଜି ପ୍ରାଣୀର ବିରୁଦ୍ଧ ରେ ଆପଣା ମୁଖ ରଖିବା ଓ ତାହାର ଲୋକମାନଙ୍କଠାରୁ ତାକୁ ପୃଥକ୍ ରଖିବା।
କାରଣ ସବୁ ପ୍ରାଣୀର ପ୍ରାଣ ରକ୍ତ ରେ ହିଁ ଥାଏ। ଏଣୁ ଆମ୍ଭେ ଇଶ୍ରାୟେଲର ସନ୍ତାନଗଣଙ୍କୁ କହିଲୁ, ତୁମ୍ଭମାନେେ କୌଣସି ପ୍ରାଣୀର ରକ୍ତ ଭୋଜନ କରିବ ନାହିଁ। ଯେ ହତେୁ ସକଳ ପ୍ରାଣୀର ରକ୍ତ ହିଁ ତା'ର ପ୍ରାଣ। ଯେ କହେି ତାହା ଭୋଜନ କରେ, ସେ ନିଜ ଲୋକମାନଙ୍କଠାରୁ ଅଲଗା ରହିବ।
ତେଣୁ ଯେଉଁମାନେ ଏହି ଘୃଣା ଯୋଗ୍ଯ କର୍ମ ମଧ୍ଯରୁ କୌଣସି କର୍ମ କରିବେ, ତବେେ ସହେି କର୍ମକାରୀ ପ୍ରାଣୀମାନେ ନିଜ ନିଜ ଲୋକମାନଙ୍କଠାରୁ ପୃଥକ୍ ରହିବେ।
ଆଉ ତହିଁର ଭୋକ୍ତା ନିଜ ଅପରାଧ ବହନ କରିବ। କାରଣ ସେ ସଦାପ୍ରଭୁଙ୍କ ପବିତ୍ର ବସ୍ତୁ ଅପବିତ୍ର କଲା। ତେଣୁ ନିଜ ଲୋକମାନଙ୍କଠାରୁ ପୃଥକ୍ ରହିବ।
ମୁଁ ମଧ୍ଯ ତା' ବିରୁଦ୍ଧ ରେ ଛିଡା ହବେି। ତା'ର ଦେଶର ଲୋକମାନଙ୍କଠାରୁ ପୃଥକ୍ ରଖିବି। କାରଣ ସେ ମାରେ ପବିତ୍ର ସ୍ଥାନକୁ ଅପବିତ୍ର କରିଛି ଓ ମାରେ ପବିତ୍ର ନାମକୁ ଅପବିତ୍ର କରିବାକୁ ମାେଲକ୍ ଦବେତା ଉଦ୍ଦେଶ୍ଯ ରେ ନିଜର ସନ୍ତାନମାନଙ୍କୁ ଦଇେଅଛି।
ଯଦି କହେି ନିଜର ଭଗିନୀକି ଅର୍ଥାତ୍ ପିତୃକନ୍ଯା କି ମାତୃକନ୍ଯାକୁ ବିବାହ କରେ ଓ ଉଭୟଙ୍କ ମଧିଅରେ ୟୌନ ସଂପର୍କ ହୁଏ, ତବେେ ତାହା ଲଜ୍ଜାଜନକ। ସମାନେେ ସର୍ବସାଧାରଣ ରେ ଦଣ୍ଡିତ ହବୋ ଉଚିତ୍ ଓ ନିଜ ଲୋକମାନଙ୍କ ଠାରୁ ପୃଥକ୍ ରହିବେ। ଯେଉଁ ଲୋକ ତା'ର ନିଜର ଭଉଣୀ ସହିତ ଶାରୀରିକ ସଂପର୍କ ଥିଲା ଏବଂ ସେ ନିଜେ ତା'ର ପରିଣାମ ଭୋଗ କରିବ।
ଯଦି କହେି ରଜସ୍ବଳା ନାରୀ ସହିତ ୟୌନ ସଂପର୍କ ରେଖ, ତବେେ ଉଭୟେ ପୁରୁଷ ଓ ସ୍ତ୍ରୀ ନିଜ ଲୋକମାନଙ୍କଠାରୁ ପୃଥକ୍ ରହିବା ଉଚିତ୍। ସମାନେେ ଅପରାଧୀ କାରଣ ସମାନେେ ତା'ର ମାସିକ କ୍ଷରଣ ଅନାବୃତ କରିଛନ୍ତି।
ତୁମ୍ଭର ସମସ୍ତ ବଂଶଧରମାନଙ୍କ ମଧ୍ଯରୁ କହେି ଯଦି ସେ ଦ୍ରବ୍ଯକୁ ଛୁଁଏ ସେ ଲୋକ ଅପବିତ୍ର ହବେ ଓ ସେ ମାଠାରୁେ ପୃଥକ୍ ରହିବ। କାରଣ ଇଶ୍ରାୟେଲର ସନ୍ତାନଗଣ ଆମ୍ଭ ଉଦ୍ଦେଶ୍ଯ ରେ ସେ ସବୁ ଉତ୍ସର୍ଗ କରିଛନ୍ତି। ଆମ୍ଭେ ସଦାପ୍ରଭୁ ଅଟୁ।
ଯବେେ କୌଣସି ଲୋକ ସହେିଦନି ଉପବାସ କରିବାକୁ ବିରତ ହୁଏ, ତବେେ ସେ ତା'ର ଲୋକମାନଙ୍କଠାରୁ ପୃଥକ୍ ରହିବ।
ତୁମ୍ଭମାନେେ ଲବେୀୟମାନଙ୍କ ମଧ୍ଯରୁ କହାତ ବଂଶୀଯ ଗୋଷ୍ଠୀକି ଅଲଗା କରିଦିଅ ନାହିଁ।
ମାତ୍ର ଯେ କହେି ଶୁଚି ଥାଇ ଓ ପଥିକ ନ ହାଇେ ନିସ୍ତାର ପର୍ବ ପାଳନ କରେ ନାହିଁ, ତାକୁ ତା'ର ଆପଣା ଲୋକମାନଙ୍କ ମଧ୍ଯରୁ ବହିଷ୍କାର କରାୟିବ, ସେ ନିରୂପିତ ସମୟରେ ସଦାପ୍ରଭୁଙ୍କ ଉବ୍ଦେଶ୍ଯ ରେ ଉପହାର ଉତ୍ସର୍ଗ କଲା ନାହିଁ, ଏଥି ପାଇଁ ସହେି ମନୁଷ୍ଯ ଆପଣା ପାପ ବହିବ।
ଯଦି ଯେଉଁ ବ୍ଯକ୍ତି ଉବ୍ଦେଶ୍ଯମୂଳକ ଭାବରେ ପାପକର୍ମ କରେ ସେ ଇଶ୍ରାୟେଲୀୟ କି ବିଦେଶୀ ମୂଳ ସ୍ଥାଯୀ ବାସୀନ୍ଦା ହେଉ, ଯଦି ସଦାପ୍ରଭୁଙ୍କର ନିନ୍ଦା କରେ, ତବେେ ସେ ବ୍ଯକ୍ତି ଆପଣା ଲୋକଙ୍କଠାରୁ ବହିସ୍କାର ହବେ।
କାରଣ ସେ ସଦାପ୍ରଭୁଙ୍କର ବାକ୍ଯ ଅବଜ୍ଞା କଲା ଓ ତାଙ୍କର ଆଜ୍ଞା ଭଂଗ କଲା, ତେଣୁ ସେ ବ୍ଯକ୍ତି ନିଶ୍ଚିତ ବହିସ୍କାର ହବେ ଓ ତା'ର ପାପ ସେ ବହନ କରିବ।
ଯଦି କହେି ଶବ ଛୁଇଁ ନିଜକୁ ଶୁଚି ନ କରେ ତବେେ ସେ ସଦାପ୍ରଭୁଙ୍କ ପବିତ୍ର ତମ୍ବୁକୁ ଅଶୁଚି କରେ। ସହେି ମନୁଷ୍ଯ ଇଶ୍ରାୟେଲର ଲୋକମାନଙ୍କ ମଧ୍ଯରୁ ବହିଷ୍କାର ରହିବ। ତାହା ଉପରେ ଶୁଚି ନିମନ୍ତେ ଜଳ ଛିଞ୍ଚା ୟାଇ ନ ଥିବାରୁ ସେ ଅଶୁଚି ହବେ। ତା'ର ଅଶୌଚ ତାହାଠା ରେ ରହିବ।
ମାତ୍ର ଯେଉଁ ଲୋକ ଅଶୁଚି ହାଇେ ନିଜକୁ ପରିଷ୍କାର ନ କରିବ ସହେି ପ୍ରାଣୀ ସମାଜ ମଧ୍ଯରୁ ପୃଥକ ରହିବ। କାରଣ ସେ ସଦାପ୍ରଭୁଙ୍କର ପବିତ୍ର ସ୍ଥାନ ଅଶୁଚି କଲା। ତାହା ଉପରେ ଅ େଶୗଚାର୍ଥକ ଜଳ ସଚେିତ ହେଲା ନାହିଁ। ତେଣୁ ସେ ଅଶୁଚି।
ହଜାର ହଜାର ଲୋକ ଆସି ଜମା ହାଇଗେଲେ। ଲୋକେ ଜଣେ ଜଣକୁ ମାଡି ପକାଉ ଥିଲେ। ଲୋକମାନଙ୍କୁ କହିବା ପୂର୍ବରୁ ଯୀଶୁ ପ୍ରଥମେ ନିଜ ଶିଷ୍ଯମାନଙ୍କୁ କହିଲେ, ଫାରୂଶୀମାନଙ୍କ ଖମୀରଠାରୁ ଦୂର ରେ ରୁହ। ମାେ କହିବାର ଅଭିପ୍ରାୟ ହେଉଛି ଯେ, ସମାନେେ କପଟୀ।
ସତ୍ଯକୁ ଜାଣିଲା ପରେ ମଧ୍ଯ ଯଦି ଆମ୍ଭେ ପାପକାମ କରି ଚାଲିବା ପାଇଁ ଇଚ୍ଛା କରିବା, ତା' ହେଲେ ସିଦ୍ଧାନ୍ତ ନେଉ, ପାପ ହରଣ କରିବା ପାଇଁ ଆଉ କୌଣସି ବଳିଦାନ ନାହିଁ।