Home Bibles ଯାତ୍ରା ପୁସ୍ତକ 28:6 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 28:6 · ଓଡ଼ିଆ ବାଇବେଲ

ସମାନେେ ନୀଳ, ଧୁମ୍ର, ସିନ୍ଦୁର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷୋମ ସୁତ୍ର ରେ ନିପୁଣ ଶିଳ୍ପକାରର କର୍ମ ଦ୍ବାରା ସହେି ଏଫୋଦ ବସ୍ତ୍ର ପ୍ରସ୍ତୁତ କରନ୍ତୁ।

Cross references

ଯାତ୍ରା ପୁସ୍ତକ 26:1

ସଦାପ୍ରଭୁ ମାଶାଙ୍କେୁ କହିଲେ, ପବିତ୍ର ତମ୍ବୁଟି ମାଟେ ନାଇଲନ ସୂତାର ଦଶଟି କପଡା ରେ ନିର୍ମିତ ହବେ। ସହେି କପଡା ସବୁ ନୀଳ, ବାଇଗଣୀ ଓ ଲାଲ ସୂତା ରେ ନିର୍ମିତ ହବେ ଏବଂ ତହିଁରେ କିରୂବଦୂତଗଣଙ୍କର ଛବି ସିଲଇେ କରାୟିବ।

ଯାତ୍ରା ପୁସ୍ତକ 39:2

ସମାନେେ ସୁବର୍ଣ୍ଣ, ନୀଳ ଓ ଧୂମ୍ର ଓ ସିନ୍ଦୁର ବର୍ଣ୍ଣ ବଳା ଶୂଭ୍ର ଦ୍ବାରା ଏଫୋଦ ବସ୍ତ୍ର ପ୍ରସ୍ତୁତ କଲେ।

ପ୍ରଥମ ଶାମୁୟେଲ 23:6

ଯେତବେେଳେ ଅହୀମଲକରେ ପକ୍ସ୍ଟତ୍ର ଅବିଯାଥର କିଯୀଲାକକ୍ସ୍ଟ ଦାଉଦଙ୍କ ନିକଟକକ୍ସ୍ଟ ପଳାଇ ଆସିଲା, ସେତବେେଳେ ଏକ ଏଫୋଦ ହାତ ରେ ଆଣିଥିଲା।

ପ୍ରଥମ ଶାମୁୟେଲ 30:7

ଦାଉଦ ଅହୀମଲକରେ ପକ୍ସ୍ଟତ୍ର ଅବିଯାଥର ଯାଜକକକ୍ସ୍ଟ କହିଲେ, ମାେ ପାଖକକ୍ସ୍ଟ ଏଫୋଦ ଆଣ।

ହୋଶେୟ 3:4

ସହେିପରି ଭାବରେ ଇଶ୍ରାୟେଲର ଲୋକମାନେ ବିନା ରାଜା ଓ ନେତା ରେ ଦୀର୍ଘଦିନ ଚଳିବେ। ସମାନେେ ବଳିଦାନ କି ସ୍ମରଣାର୍ଥକ ପଥର ବିନା ରହିବେ। ସମାନେେ ଯାଜକିଯ ବସ୍ତ୍ର ବିନା ଓ ଗୃହ ମୂର୍ତ୍ତି ବିନା ରହିବେ।

Interlinear

Choose Theme