ଏହାର ମଧ୍ଯ ସ୍ଥଳ ରେ ମସ୍ତକ ପ୍ରବେଶ ନିମନ୍ତେ ଏକ ଛିଦ୍ର ରହିବ। ସାଞ୍ଚୁଆର ଗଳଦେଶ ନ୍ଯାଯ ସହେି ଛିଦ୍ରର ଚତୁର୍ଦ୍ଦିଗ ରେ ବୁଣା କର୍ମ ହବେ। ତହିଁରେ ତାହା ଛିଣ୍ଡି ୟିବ ନାହିଁ।
Cross references
ସୂକ୍ଷ୍ମ କ୍ଷୋମସୂତ୍ର ନିର୍ମିତ ପଗଡି ଓ ସୂକ୍ଷ୍ମ କ୍ଷୋମ ସୂତ୍ର ନିର୍ମିତ ଶିରୋ ବନ୍ଧନୀ ଓ ସୂକ୍ଷ୍ମ କ୍ଷୋମସୂତ୍ର ନିର୍ମିତ ଶୁକ୍ଲ ଜଙ୍ଘିଆ ପ୍ରସ୍ତୁତ କଲେ।
ଉଷିୟ ସୈନ୍ଯଦଳକୁ ଢ଼ାଲ, ବର୍ଚ୍ଛା, ଟୋପର, ସାଞ୍ଜୁଆ, ଧନୁ ଓ ଛାଟଣେୀ ପାଇଁ ପଥର ଦେଲେ।
ଆଉ ସହେି ଦିନଠାରୁ ଆମ୍ଭ ଦାସଗଣର ଅର୍ଦ୍ଧକେ କର୍ମ କଲେ ଓ ସମାନଙ୍କେର ଅର୍ଦ୍ଧକେ ବର୍ଚ୍ଛା, ଢାଲ, ଧନୁ, ସାଞ୍ଚୁଆ ଧରି ରହିଲେ। ପୁଣି ଅଧିକାରୀମାନେ ଯିହୁଦାର ସମସ୍ତ ପରିବରର ପଛ ରେ ରହିଲେ।
ଖଣ୍ଡା, ବର୍ଚ୍ଛା, ଏବଂ ଶୂଳ ଲିବିଯାଥନକୁ ବାଜେ, କିନ୍ତୁ କବଳେ ସେସବୁ ଡ଼ଇେଁ ପଡ଼ି ଫରେି ଆ ସେ। ସହେି ଅସ୍ତ୍ର ତାହାକୁ ଟିକେ ବି ଆଘାତ କରେ ନାହିଁ।
ଯୀଶୁଙ୍କୁ କୃଶବିଦ୍ଧ କଲାପରେ ସୈନିକମାନେ ତାହାଙ୍କର ଲୁଗାପଟା ନଇଗେଲେ। ସମାନେେ ତାହାଙ୍କର ବସ୍ତ୍ର ଚାରି ଭାଗ କଲେ। ପ୍ରେତ୍ୟକକ ସୈନିକ ଗୋଟିଏ ଭାଗ ରଖିଲେ। ସମାନେେ ତାହାଙ୍କର ପିନ୍ଧା ପୋଷାକ ମଧ୍ଯ ନଇଗେଲେ। ଏହା ତଳୁ ଉପର ପର୍ୟ୍ଯନ୍ତ ବିନା ସିଲଇେ ରେ ଗୋଟିଏ ପୋଷାକ ଥିଲା।
ତୁମ୍ଭେ ସମସ୍ତେ ପବିତ୍ର ଆତ୍ମାଙ୍କ ଦ୍ବାରା ଶାନ୍ତିର ବନ୍ଧନ ରେ ଏକତ୍ର ହାଇେ ରୁହ। ଏହିଭଳି ରହିବା ପାଇଁ ପାରୁ ପର୍ୟ୍ଯନ୍ତ ଚେଷ୍ଟା କର। ଆତ୍ମାଦତ୍ତ ଶାନ୍ତି ତୁମ୍ଭକୁ ବାନ୍ଧି ରଖୁ।