Home Bibles ଦିତୀୟ ବଂଶାବଳୀ 26:14 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 26:14 · ଓଡ଼ିଆ ବାଇବେଲ

ଉଷିୟ ସୈନ୍ଯଦଳକୁ ଢ଼ାଲ, ବର୍ଚ୍ଛା, ଟୋପର, ସାଞ୍ଜୁଆ, ଧନୁ ଓ ଛାଟଣେୀ ପାଇଁ ପଥର ଦେଲେ।

Cross references

ଯାତ୍ରା ପୁସ୍ତକ 28:32

ଏହାର ମଧ୍ଯ ସ୍ଥଳ ରେ ମସ୍ତକ ପ୍ରବେଶ ନିମନ୍ତେ ଏକ ଛିଦ୍ର ରହିବ। ସାଞ୍ଚୁଆର ଗଳଦେଶ ନ୍ଯାଯ ସହେି ଛିଦ୍ରର ଚତୁର୍ଦ୍ଦିଗ ରେ ବୁଣା କର୍ମ ହବେ। ତହିଁରେ ତାହା ଛିଣ୍ଡି ୟିବ ନାହିଁ।

ବିଚାରକର୍ତାମାନଙ୍କ ବିବରଣ 20:16

ଏହି ଲୋକମାନଙ୍କ ମଧିଅରେ 700ବଚ୍ଛା ଲୋକ ବାଁହାତିଆ ଥିଲେ। ଲକ୍ଷ୍ଯ ନହରାଇ ସମାନେେ ଗୋଟିଏ କେଶକକ୍ସ୍ଟ ମଧ୍ଯ ବାଟକ୍ସ୍ଟଳି ଦ୍ବାରା ମଧ୍ଯ ଲକ୍ଷ୍ଯଭଦେ କରିପାରନ୍ତି।

ପ୍ରଥମ ଶାମୁୟେଲ 17:49

ଦାଉଦ ଆପଣା ଥଳି ରେ ହାତ ପକ୍ସ୍ଟରାଇ ତହିଁରକ୍ସ୍ଟ ଗୋଟିଏ ପଥର କାଢି ଛାଟିଣି ରେ ମାରି ସହେି ପଲେଷ୍ଟୀୟର କପାଳକକ୍ସ୍ଟ ଆଘାତ କଲେ। ତହିଁରେ ସେ ପଥର ତା'ର କପାଳ ରେ ପଶିଯାନ୍ତେ ସେ ମକ୍ସ୍ଟହଁ ମାଡି ଭୂମିରେ ପଡିଲା।

Interlinear

Choose Theme