Home Bibles ଯାତ୍ରା ପୁସ୍ତକ 23:2 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 23:2 · ଓଡ଼ିଆ ବାଇବେଲ

ତୁମ୍ଭେ ଲୋକ ଗହଳି ସହିତ ୟୋଗ ଦବୋ ଉଚିତ୍ ନୁହଁ ଏବଂ ନ୍ଯାଯକୁ ଭ୍ରଷ୍ଟ କରିବା ଉଚିତ୍ ନୁହଁ, ଯେତବେେଳେ ତୁମ୍ଭେ ନ୍ଯାଯାଳଯ ରେ ସାକ୍ଷ୍ଯ ଦିଅ।

Cross references

ଆଦି ପୁସ୍ତକ 6:12

ଲୋକମାନେ ସବୁ ମନ୍ଦ ଓ ନିଷ୍ଠୁର ହାଇେଛନ୍ତି। ପୃଥିବୀ ପୁରା ଦୌରାତ୍ମ୍ଯ ରେ ପରିପୂର୍ଣ୍ଣ ହାଇେଛି।

ଆଦି ପୁସ୍ତକ 7:1

ଏହାପରେ ସଦାପ୍ରଭୁ ନୋହଙ୍କୁ କହିଲେ, ମୁଁ ଦେଖିଛି ତୁମ୍ଭେ ଜଣେ ଧାର୍ମିକ ଲୋକ, ଏହି କାଳର ଦୁଷ୍ଟ ଲୋକମାନଙ୍କ ମଧିଅରେ। ତେଣୁ ତୁମ୍ଭର ପରିବାର ଏକତ୍ରିତ ହାଇେ ଜାହା ରେ ପ୍ରବେଶ କଲ।

ଆଦି ପୁସ୍ତକ 19:4

ସହେି ଦୁଇଜଣ ଅତିଥି ବିଛଣାକୁ ୟିବା ପୂର୍ବରୁ, ସଦୋମର ସମସ୍ତ ଲୋକ ୟୁବା ଏବଂ ବୃଦ୍ଧ ପ୍ରେତ୍ୟକକ ଜଣ କୌଣସି ବ୍ଯତିକ୍ରମ ନଥାଇ ଆସିଲେ ଏବଂ ଲୋଟଙ୍କ ଘରକୁ ଘରେିଗଲେ। ତା'ପରେ ସମାନେେ ଲୋଟଙ୍କୁ ଚିତ୍କାର କରି କହିଲେ,

ଆଦି ପୁସ୍ତକ 19:7

ଲୋଟ ସମାନଙ୍କେୁ କହିଲା, ନା! ଭାଇମାନେ ମୁଁ ତୁମ୍ଭଙ୍କୁ ବିନଯ କରୁଅଛି, ଏପରି କୁକାର୍ୟ୍ଯ କର ନାହିଁ।

ଯାତ୍ରା ପୁସ୍ତକ 23:6

ଦରିଦ୍ର ବିଚା ରରେ ତୁମ୍ଭେ ତା ପ୍ରତି ଅନ୍ଯାଯ କରିବ ନାହିଁ। ତାକୁ ଅନ୍ୟ ଲୋକଙ୍କ ପରି ନ୍ଯାଯ ଦବେ।

ଯାତ୍ରା ପୁସ୍ତକ 32:1

ଲୋକମାନେ ଅନୁଭବ କଲେ ଯେ, ମାଶାେ ପର୍ବତ ଉପରୁ ଓହ୍ଲାଇ ଆସିବାକୁ ଡରେି କଲେ। ତେଣୁ ସମାନେେ ହାରୋଣଙ୍କ ନିକଟରେ ରୁଣ୍ଡ ହେଲେ। ସମାନେେ ତାଙ୍କୁ କହିଲେ, ଦେଖ, ମାଶାେ ଆମ୍ଭମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଲେ କିନ୍ତୁ ଆମ୍ଭେ ଜାଣିପାରିଲୁ ନାହିଁ ତାଙ୍କର କ'ଣ ହାଇେଛି। ଆମ୍ଭମାନଙ୍କୁ ଆଗଇେ ନବୋ ପାଇଁ କେତକେ ଦବେତାଗଣ ନିର୍ମାଣ କର।

ଲେବୀୟ ପୁସ୍ତକ 19:15

ତୁମ୍ଭମାନେେ ବିଚାର ରେ ପକ୍ଷପାତ କରିବ ନାହିଁ, ତୁମ୍ଭମାନେେ ଦରିଦ୍ର ପ୍ରତି ସ୍ବତନ୍ତ୍ର ସୁବିଧା ଦବେ ନାହିଁ କିମ୍ବା ବିଚାର ରେ ଧନୀ ପ୍ରତି ଅଦିକ ଗୁରୁତ୍ଯ ଦବେ ନାହିଁ। ତୁମ୍ଭର ପୋଡେଶୀମାନଙ୍କ ପ୍ରତି ନ୍ଯାଯ ବିଚାର କରିବ।

ଗଣନା ପୁସ୍ତକ 14:1

ସମସ୍ତ ମଣ୍ତଳୀ ସହେି ରାତ୍ରି ରେ ଛାଉଣୀ ରେ ଉଚ୍ଚସ୍ବର ରେ ରୋଦନ କଲେ।

ଦିତୀୟ ବିବରଣ 1:17

ତୁମ୍ଭେ ଯେତବେେଳେ ବିଚାର କରୁଛ ସେତବେେଳେ କୌଣସି ଲୋକକୁ ପ୍ରାଧାନ୍ଯ ଦିଅ ନାହିଁ, ସମସ୍ତଙ୍କକ୍ସ୍ଟ ସମାନ ନ୍ଯାଯ ଦିଅ। ତୁମ୍ଭେ କାହାରିକକ୍ସ୍ଟ ଭୟକର ନାହିଁ, କାରଣ ତୁମ୍ଭର ବିଚାର ପରମେଶ୍ବରଙ୍କଠାରକ୍ସ୍ଟ ଆସିଥାଏ। କିନ୍ତୁ କୌଣସି ବିଚାର ଯଦି ତୁମ୍ଭକୁ କଷ୍ଟ ହକ୍ସ୍ଟଏ ବା ଜଟିଳ ହକ୍ସ୍ଟଏ, ତବେେ ସେ ସମସ୍ଯା ମାେ ପାଖକକ୍ସ୍ଟ ଆଣିବ, ମୁ ତା'ର ସମାଧାନ କରି ଦବେି।'

ଦିତୀୟ ବିବରଣ 16:19

ତୁମ୍ଭେ ସର୍ବଦା ନ୍ଯାଯବାନ ହବେ। ନ୍ଯାଯ ରେ ତୁମ୍ଭେ କାହାର ପକ୍ଷପାତ କରିବ ନାହିଁ। ତୁମ୍ଭମାନେେ ଉତ୍କୋଚ ନଇେ ଅନ୍ଯାଯ ବିଗ୍ଭର କରିବ ନାହିଁ। ଟଙ୍କା ଜ୍ଞାନି ଲୋକମାନଙ୍କୁ ଅନ୍ଧ କରିଦିଏ ଓ ଧାର୍ମୀକମାନଙ୍କର ବାକ୍ଯ ଅନ୍ୟଥା କରେ।

ଦିତୀୟ ବିବରଣ 24:17

ତୁମ୍ଭେ ବିଦେଶୀର କି ପିତୃମାତୃହୀନ ବିଗ୍ଭର ରେ ଅନ୍ଯାଯ କରିବ ନାହିଁ। କିଅବା ବିଧବାର ବସ୍ତ୍ର ବନ୍ଧକ ରଖିବ ନାହିଁ।

ଯିହୋଶୂୟ 24:15

ଯଦି ସଦାପ୍ରଭୁଙ୍କ ସବୋ ତକ୍ସ୍ଟମ୍ଭ ଦୃଷ୍ଟି ରେ ମନ୍ଦ ଦିଶେ। ତବେେ ତୁମ୍ଭମାନେେ କାହାର ସବୋ କରିବ ଆଜି ମନୋନୀତ କର। ତୁମ୍ଭମାନଙ୍କୁ ଆଜି ନିଷ୍ପତ୍ତି ନବୋକକ୍ସ୍ଟ ପଡିବ ଯେ ତୁମ୍ଭେ କାହାର ସବୋ କରିବ। ତୁମ୍ଭେ କ'ଣ ତକ୍ସ୍ଟମ୍ଭ ପୂର୍ବପୁରୁଷଗଣ ଇଉଫ୍ ରଟେିସ୍ ନଦୀ ସପୋରୀ ରେ ଥିବା ଦବେତାଗଣଙ୍କକ୍ସ୍ଟ ପୂଜା କରିବ? କିମ୍ବା ସହେି ଦେଶ ରେ ବାସ କରିଥିବା ଇ ମାରେୀଯମାନଙ୍କର ଦବେତାଙ୍କୁ ପୂଜା କରିବ କି? ତୁମ୍ଭମାନେେ ତୁମ୍ଭମାନଙ୍କ ପାଇଁ ଆଜି ଏହାର ନିଷ୍ପତ୍ତି ନିଅ। କିନ୍ତୁ ମୁ ଓ ମାରେପରିବାରବର୍ଗ ସହେି ସଦାପ୍ରଭୁ ପରମେଶଓରଙ୍କୁ ସବୋ କରିବକ୍ସ୍ଟ!

ପ୍ରଥମ ଶାମୁୟେଲ 15:9

ଯାହା ହେଉ ଶାଉଲ ଓ ତାଙ୍କର ଲୋକମାନେ ସବୁଠକ୍ସ୍ଟ ଭଲ ମଷେ, ବଳଦ ଓ ହୃଷ୍ଟପୃଷ୍ଟ ମଷେ ଶାବକଗୁଡିକୁ ଓ ସମସ୍ତ ରଖିବା ପାଇଁ ଉପ ଯୋଗୀ ସାମଗ୍ରି ସମାନେେ ରଖିଲେ। ସମାନେେ ସହେି ଦ୍ରବ୍ଯଗକ୍ସ୍ଟଡିକ ନଷ୍ଟ କରିବା ପାଇଁ ଚାହିଁଲେ ନାହିଁ। ସମାନେେ କବଳେ ରଖିବା ଉପଯୋଗୀ ନ ହବୋ ଜିନିଷକକ୍ସ୍ଟ ନଷ୍ଟ କଲେ।

ପ୍ରଥମ ଶାମୁୟେଲ 15:24

ତା'ପରେ ଶାଉଲ ଶାମୁୟେଲଙ୍କୁ କହିଲେ, ମୁ ପାପ କରିଅଛି। କାରଣ ମୁ ସଦାପ୍ରଭୁଙ୍କ ଆଜ୍ଞା ଓ ତକ୍ସ୍ଟମ୍ଭ ଆଜ୍ଞା ଉଲ୍ଲଘଂନ କରିଅଛି। ମୁ ଲୋକମାନଙ୍କୁ ଭୟକରି ସମାନଙ୍କେ କଥା ଶକ୍ସ୍ଟଣିଲି।

ପ୍ରଥମ ରାଜାବଳୀ 19:10

ଏଲିଯ ଉତ୍ତର କଲେ, ସଦାପ୍ରଭୁ ସର୍ବଶକ୍ତିମାନ ପରମେଶ୍ବର, ମୁଁ ମାରେ ସମସ୍ତ ଶକ୍ତି ସାମର୍ଥ୍ଯ ଦଇେ ତୁମ୍ଭର ସବୋ କଲି। ମାତ୍ର ଇଶ୍ରାୟେଲ ଲୋକମାନେ ତୁମ୍ଭର ନିଯମ ଭଂଗ କଲେ ଓ ତୁମ୍ଭର ୟଜ୍ଞବଦେୀକୁ ଧ୍ବଂସ କଲେ। ତୁମ୍ଭର ସମସ୍ତ ଭବିଷ୍ଯଦ୍ବକ୍ତାଗଣଙ୍କୁ ବଧ କଲେ। ମୁଁ କବଳେ ଅବଶିଷ୍ଟ ରହିଲି। ସମାନେେ ମାେ ପ୍ରାଣ ନବୋକୁ ମଧ୍ଯ ଅନ୍ବଷେଣ କରୁଛନ୍ତି।

ଆୟୁବ ପୁସ୍ତକ 31:34

ଅନ୍ୟ ଲୋକମାନେ କ'ଣ କହିବେ ତାହାକୁ ମୁଁ କବେେ ଭୟ କରି ନାହିଁ। ସହେି ଭୟ ମାେତେ କବେେ ନିରବ କରାଇ ନାହିଁ। ବାହାରକୁ ୟିବା ପାଇଁ ମାେତେ କବେେ ପ୍ରତି ରୋଧ କରି ନାହିଁ। ଅନ୍ୟ ଲୋକର ଘୃଣାକୁ ମୁଁ କବେେ ଭୟ କରି ନାହିଁ।

ଗୀତସଂହିତା 72:2

ରାଜାଙ୍କୁ ସାହାୟ୍ଯ କର, ୟପରେି ସମାନେେ ତୁମ୍ଭର ଲୋକମାନଙ୍କୁ ସୁବିଚାର ଦଇେ ପାରିବେ। ତାଙ୍କୁ ସାହାୟ୍ଯ କର, ୟପରେି ସମାନେେ ଗରିବ ଲୋକମାନଙ୍କୁ ଉଚିତ୍ ବ୍ଯବହାର କରିବେ।

ହିତୋପଦେଶ 1:10

ହେ ମାରେ ପୁତ୍ର, ପାପୀମାନେ ପାପକର୍ମ କରିବାକୁ ଭଲ ପାଆନ୍ତି ଏବଂ ସହେିପରି ଲୋକମାନେ ତୁମ୍ଭକୁ କୁକାର୍ୟ୍ଯ କରାଇବାକୁ ପ୍ରବର୍ତ୍ତାଇବେ। ସମାନଙ୍କେୁ ତୁମ୍ଭର ସମ୍ମତି ଦିଅ ନାହିଁ।

ହିତୋପଦେଶ 1:15

ହେ ମାରେ ପୁତ୍ର, ଏପରି ଲୋକମାନଙ୍କୁ ଅନୁସରଣ କର ନାହିଁ। ଏପରି ପଥରେ ତୁମ୍ଭେ ପାଦ ଦିଅ ନାହିଁ।

ହିତୋପଦେଶ 4:14

ମନ୍ଦ ଲୋକମାନଙ୍କର ପଥ ଅନୁସରଣ କର ନାହିଁ। ସମାନଙ୍କେ ପରି ବାସ କର ନାହିଁ। ସମାନଙ୍କେ ପରି ହବୋକୁ ଚେଷ୍ଟା କର ନାହିଁ।

ହିତୋପଦେଶ 18:5

ଦୁଷ୍ଟର କଥାକୁ ଅପେକ୍ଷା କରିବା ଅବା ବିଚାର ରେ ଧାର୍ମିକ ପ୍ରତି ଅନ୍ଯାଯ କରିବା ଭଲ ନୁହେଁ।

ଯିରିମିୟ 37:15

ଆଉ ସହେି ଅଧିପତିମାନେ ଯିରିମିୟଙ୍କ ଉପ ରେ ଅତ୍ଯନ୍ତ କ୍ ରୋଧାନ୍ବିତ ହାଇେ ତାଙ୍କୁ ପ୍ରହାର କଲେ ଓ ଯୋନାଥନ୍ ଲେଖକ ଗୃହସ୍ଥିତ କାରାଗାର ରେ ରଖିଲେ। କାରଣ ସମାନେେ ଯୋନାଥନ୍ ଗୃହକୁ କାରାଗାର ରେ ପରିଣତ କରିଥିଲେ।

ଯିରିମିୟ 37:21

ତେଣୁ ସିଦିକିଯ ରାଜାଙ୍କ ଆଜ୍ଞାନୁସା ରେ ଲୋକମାନେ ଯିରିମିୟଙ୍କୁ ପ୍ରହରୀ ପ୍ରାଙ୍ଗଣ ରେ ରଖିଲେ। ପୁଣି ନଗର ରେ ସବୁ ରୋଟୀ ଶଷେ ନ ହବୋ ପର୍ୟ୍ଯନ୍ତ ରୋଟୀବାଲାଙ୍କ ପଲୀରୁ ଗୋଟିଏ ଲଖାଏଁେ ରୋଟୀ ପ୍ରତିଦିନ ତାହାଙ୍କୁ ଦେଲେ। ଏହିପ୍ରକାର ଯିରିମିୟ ପ୍ରହରୀ ପ୍ରାଙ୍ଗଣ ରେ ରହିଲେ।

ଯିରିମିୟ 38:5

ତେଣୁ ରାଜା ସିଦିକିଯ ସହେି ଅଧିପତିମାନଙ୍କୁ କହିଲେ, ଦେଖ, ଯିରିମିୟ ବର୍ତ୍ତମାନ ତୁମ୍ଭମାନଙ୍କ ଅଧୀନ ରେ ଅଛି। ତୁମ୍ଭମାନେେ ତା' ବିରୁଦ୍ଧ ରେ ଯାହା କରିବ ମୁଁ ବାରଣ କରିବି ନାହିଁ।

ଯିରିମିୟ 38:9

ସେ ଯେଉଁଠା ରେ ଅଛନ୍ତି ଦୁର୍ଭିକ୍ଷ ସକାଶୁ ସଠାେ ରେ ମଲାପରି ଅଛନ୍ତି। କାରଣ ନଗର ରେ ଆଉ ରୋଟୀ ନାହିଁ।

ଯିହିଜିକଲ 9:9

ସେ କହିଲେ, ଇଶ୍ରାୟେଲ ଓ ଯିହୁଦା ପରିବାର ବହୁତ ଜଘନ୍ଯ ପାପ କଲେ ଓ ଦେଶ ରକ୍ତପାତ ରେ ପରିପୂର୍ଣ୍ଣ ହାଇଗେଲା। ଆଉ ନଗର ଅନ୍ଯାଯ ରେ ପରିପୂର୍ଣ୍ଣ ହାଇେଅଛି। କାରଣ ସମାନେେ କହିଛନ୍ତି, ସଦାପ୍ରଭୁ ଦେଶ ତ୍ଯାଗ କରିଛନ୍ତି ଓ ସେ କିଛି ଲକ୍ଷ୍ଯ କରନ୍ତି ନାହିଁ।'

ହଗୟ 1:4

ତୁମ୍ଭମାନେେ ଭାବୁଛ ଯେ ସୁନ୍ଦର ଘ ରେ ବାସ କରିବାକୁ ଠିକ୍ ସମୟ ଆସିୟାଇଛି। ସୁନ୍ଦର କାନ୍ଥ ରେ କାଠ ଫଳକ ଲାଗିଥିବା ଘ ରେ ବାସ କରୁଛ। କିନ୍ତୁ ସଦାପ୍ରଭୁଙ୍କର ଗୃହ ତଥାପି ଭଗ୍ନ ଅବସ୍ଥା ରେ ଅଛି।

ମାଥିଉଲିଖିତ ସୁସମାଚାର 27:24

ପୀଲାତ ଦେଖିଲେ ଯେ, ସେ ଲୋକମାନଙ୍କ ମତ ବଦଳଇବୋକୁ କିଛି କରିପାରିବେ ନାହିଁ ବରଂ ଲୋକେ ବଳକେୁ ବଳେ ଉତ୍ତଜେିତ ହାଇେ ଉଠୁଛନ୍ତି। ପୀଲାତ କିଛି ପାଣି ନେଲେ ଓ ସମସ୍ତେ ଦେଖି ପାରିବା ଭଳି ତାହାଙ୍କର ଦୁଇହାତ ଧୋଇଲେ। ସେ କହିଲେ, ଏ ଲୋକର ମୃତ୍ଯୁ ପାଇଁ ମୁଁ ତାଯୀ ନୁହେଁ। ତୁମ୍ଭମାନେେ କବଳେ ଏସବୁ କରୁଛ।

ମାର୍କଲିଖିତ ସୁସମାଚାର 15:15

ପୀଲାତ ଲୋକମାନଙ୍କୁ ଖୁସି କରିବାକୁ ଚାହିଁଲେ, ତେଣୁ ସେ ସମାନଙ୍କେ ପାଇଁ ବାରବ୍ବାକୁ ମୁକ୍ତ କରି ଦେଲେ ଏବଂ ଯୀଶୁଙ୍କୁ କୋରଡା ରେ ପିଟିବା ପାଇଁ ସୈନ୍ଯମାନଙ୍କୁ ଆଦେଶ ଦେଲେ। ତା'ପରେ ସେ ଯୀଶୁଙ୍କୁ କୃଶ ରେ ଚଢାଇ ମାରିଦବୋ ପାଇଁ ତାହାଙ୍କୁ ସୈନ୍ଯମାନଙ୍କ ହାତ ରେ ଦଇେ ଦେଲେ।

ଲୂକଲିଖିତ ସୁସମାଚାର 23:23

କିନ୍ତୁ ଲୋକମାନେ ଚିତ୍କାର କରିବାକୁ ଲାଗିଲେ। ସମାନେେ ଦାବି କଲେ ଯେ ଯୀଶୁଙ୍କୁ କୃଶ ରେ ଚଢାଇ ମାରିଦିଅ। ସମାନଙ୍କେର ପାଟିତୁଣ୍ଡ ଏତେ ତୀବ୍ର ହେଲା ଯେ,

ଲୂକଲିଖିତ ସୁସମାଚାର 23:51

ଅନ୍ୟ ଯିହୂଦୀ ନେତାମାନେ ଯୀଶୁଙ୍କୁ ହତ୍ଯା କରିବାକୁ ସ୍ଥିର କଲା ବେଳେ ସେ ସେଥି ରେ ରାଜି ହାଇନେଥିଲେ।

ଯୋହନଲିଖିତ ସୁସମାଚାର 7:50

କିନ୍ତୁ ସହେି ଦଳ ରେ ନୀକଦୀମ ଥିଲେ। ସେ ଏହା ପୂର୍ବରୁ ଯୀଶୁଙ୍କୁ ଦେଖିବା ପାଇଁ ଯାଇଥିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 24:27

କିନ୍ତୁ ଏହିପରି ଦୁଇ ବର୍ଷ ବିତିଗଲାପରେ ପର୍କିୟ ଫେଷ୍ଟ ରାଜ୍ଯପାଳ ହେଲେ। ଫଲେୀକ୍ସ୍ ଆଉ ରାଜ୍ଯପାଳ ପଦ ରେ ରହିଲେ ନାହିଁ। ତେଣୁ ଫଲେୀକ୍ସ୍ ଯିହୂଦୀୟମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ପାଉଲଙ୍କୁ ବନ୍ଦୀ ଅବସ୍ଥା ରେ କାରାଗାର ରେ ରଖି ଚ଼ାଲିଗଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 25:9

କିନ୍ତୁ ଫେଷ୍ଟ ଯିହୂଦୀମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ପଚ଼ାରିଲେ, ତୁମ୍ଭେ ମାେ ଦ୍ବାରା ଏହି ଅଭିଯୋଗ ସମ୍ବନ୍ଧ ରେ ବିଚ଼ାର କରାୟିବା ପାଇଁ ୟିରୂଶାଲମ ୟିବା ପାଇଁ ଚ଼ାହୁଁଛ କି?

ରୋମୀୟଙ୍କ ପ୍ରତି ପତ୍ର 1:32

ସମାନେେ ପରମେଶ୍ବରଙ୍କ ବ୍ଯବସ୍ଥା ଜାଣନ୍ତି। ସମାନେେ ଜାଣନ୍ତି ଯେ ପରମେଶ୍ବରଙ୍କ ବ୍ଯବସ୍ଥା କୁ ହେ, ଯେଉଁ ଲୋକ ଏହି ଭଳି ଜୀବନ ଯାପନ କରୁଛି, ସେ ମରିବା ଉଚ଼ିତ। କିନ୍ତୁ ସମାନେେ ଏହି ମନ୍ଦକାର୍ୟ୍ଯ ଗୁଡ଼ିକ କରି ଚ଼ାଲନ୍ତି। ଯେଉଁ ଲୋକମାନେ ଏହିଭଳି କାମ କରନ୍ତି, ସମାନଙ୍କେୁ ମଧ୍ଯ ସମାନେେ ସମର୍ଥନ କରନ୍ତି।

ଗାଲାତୀୟଙ୍କ ପ୍ରତି ପତ୍ର 2:11

ପିତର ଆନ୍ତିୟଖିଆ ନଗରକୁ ଆସିଲଲ।ସସସସଠାଲର କିଛି ଭୂଲ୍ କାମ କଲଲ। ମୁଁ ତାଙ୍କ ବିସରାଧସର ସିଧାସଳଖ କହିଲି, କାରଣସସସଦାଷୀ ଥିଲଲ। ଘଟଣାଟି ଏହା :

Interlinear

Choose Theme