Home Bibles ପ୍ରଥମ ଶାମୁୟେଲ 15:9 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 15:9 · ଓଡ଼ିଆ ବାଇବେଲ

ଯାହା ହେଉ ଶାଉଲ ଓ ତାଙ୍କର ଲୋକମାନେ ସବୁଠକ୍ସ୍ଟ ଭଲ ମଷେ, ବଳଦ ଓ ହୃଷ୍ଟପୃଷ୍ଟ ମଷେ ଶାବକଗୁଡିକୁ ଓ ସମସ୍ତ ରଖିବା ପାଇଁ ଉପ ଯୋଗୀ ସାମଗ୍ରି ସମାନେେ ରଖିଲେ। ସମାନେେ ସହେି ଦ୍ରବ୍ଯଗକ୍ସ୍ଟଡିକ ନଷ୍ଟ କରିବା ପାଇଁ ଚାହିଁଲେ ନାହିଁ। ସମାନେେ କବଳେ ରଖିବା ଉପଯୋଗୀ ନ ହବୋ ଜିନିଷକକ୍ସ୍ଟ ନଷ୍ଟ କଲେ।

Cross references

ଯିହୋଶୂୟ 6:18

ତୁମ୍ଭମାନେେ ସହେି ଦ୍ରବ୍ଯରକ୍ସ୍ଟ କିଛି ନଦବୋ ପାଇଁ ସାବଧାନ ହବୋ ଉଚିତ୍, ଯାହାକି ନଷ୍ଟ କରାୟିବ। ଯଦି ତୁମ୍ଭମାନେେ ସହେି ଦ୍ରବ୍ଯଗୁଡିକୁ ଇଶ୍ରାୟେଲର ଛାଉଣୀ ଭିତରକକ୍ସ୍ଟ ନିଅ, ତୁମ୍ଭମାନେେ ଏହା ଆପଣା ଉପରକକ୍ସ୍ଟ ବିପଦ ଆଣିବ ଏବଂ ତୁମ୍ଭମାନେେ ଇଶ୍ରାୟେଲ ଛାଉଣୀ ଧ୍ବଂସ କରିବାର କାରଣ ହବେ।

ଯିହୋଶୂୟ 7:21

ମୁ ଲକ୍ସ୍ଟଟିତ ଦ୍ରବ୍ଯ ମଧିଅରେ ଖଣ୍ତିଏ ସକ୍ସ୍ଟନ୍ଦର ବାବିଲୀଯ କୋଟ ଓ 200 ଶକେଲ ରୂପା ଓ ଏକ ପାଉଣ୍ତ ଓଜନର ସକ୍ସ୍ଟନାମକ୍ସ୍ଟଣ୍ତା ଦେଖି ଲୋଭ କରି ତାହା ନଲେି। ଏବଂ ସଗେୁଡିକୁ ମାେ ତମ୍ବୁ ମଧିଅରେ ପୋତି ଅଛି। ଆଉ ରୂପା ତହିଁ କୋଟ ତଳେ ଅଛି।

ପ୍ରଥମ ଶାମୁୟେଲ 15:3

ବର୍ତ୍ତମାନ ଅମାଲକେୀଯ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ ଘାଷେଣା କର। ତୁମ୍ଭେ ନିଶ୍ଚିତଭାବେ ଅମାଲକେୀଯମାନଙ୍କର ସର୍ବସ୍ବ ଧ୍ବଂସ କରିପାରିବ। ତୁମ୍ଭେ କିଛି ଜୀବନ୍ତ ଛାଡି ଆସିବ ନାହିଁ। ତୁମ୍ଭେ ସମସ୍ତ ପୁରୁଷ, ସ୍ତ୍ରୀ, େଛାଟପିଲା ଏପରିକି ଶିଶକ୍ସ୍ଟଛକ୍ସ୍ଟଆକକ୍ସ୍ଟ ମଧ୍ଯ ହତ୍ଯା କରିବ। ଆହକ୍ସ୍ଟରି ମଧ୍ଯ ସମାନଙ୍କେର ଗାଈ, ମେଣ୍ତା, ଓଟ ଓ ଗଧମାନଙ୍କୁ ହତ୍ଯା କରିବ।'

ପ୍ରଥମ ଶାମୁୟେଲ 15:15

ଶାଉଲ କହିଲେ, ସୈନ୍ଯମାନେ ସମାନଙ୍କେୁ ଅମାଲକେୀୟମାନଙ୍କଠାରୁ ଆଣିଛନ୍ତି। ସୈନ୍ଯମାନେ ଉତ୍ତମ ଗୋରୁ ଓ ମଷେମାନଙ୍କୁ ସଦାପ୍ରଭୁ ତୁମ୍ଭର ପରମେଶଓରଙ୍କୁ ବଳିଦବୋ ନିମନ୍ତେ ରଖିଲେ ଓ ଅନ୍ୟମାନଙ୍କୁ ବିନାଶ କଲେ।

ପ୍ରଥମ ଶାମୁୟେଲ 15:19

କିନ୍ତୁ ତୁମ୍ଭେ ସଦାପ୍ରଭୁଙ୍କ ବାକ୍ଯ ଶକ୍ସ୍ଟଣିଲ ନାହିଁ କାହିଁକି? ତୁମ୍ଭେ ଚାହିଁଲ ସେ ଲକ୍ସ୍ଟଟଦ୍ରବ୍ଯ ଗକ୍ସ୍ଟଡିକ ରଖିବା ପାଇଁ ଯାହା ସଦାପ୍ରଭୁଙ୍କ ଦୃଷ୍ଟି ରେ ମନ୍ଦ ଅଟେ।

ପ୍ରଥମ ଶାମୁୟେଲ 28:18

ତୁମ୍ଭେ ସଦାପ୍ରଭୁଙ୍କୁ ଅମାନ୍ଯ କରିଅଛ। ତୁମ୍ଭେ ଅମାଲକେୀଯମାନଙ୍କୁ ଧ୍ବଂସ କଲନାହିଁ ଏବଂ ସମାନଙ୍କେୁ ଘଟକ୍ସ୍ଟଥିବା ପରମେଶ୍ବରଙ୍କ କୋପଦୃଷ୍ଟି ସମାନଙ୍କେୁ ତୁମ୍ଭେ ଦଖାଇେଲ ନାହିଁ। ସେଥିପାଇଁ ଆଜି ସଦାପ୍ରଭୁ ତୁମ୍ଭକୁ ଏପରି କରୁଛନ୍ତି।

ଦିତୀୟ ଶାମୁୟେଲ 6:13

ଯେଉଁ ଲୋକମାନେ ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକ ବହିଥିଲେ ସମାନେେ ଛଅ ପାହକ୍ସ୍ଟଣ୍ତ ଆସିଲା ପରେ ସଠାେରେ ଅଟକିଲେ ଓ ଦାଉଦ ସଠାେରେ ଏକ ଗୋରୁ ବଳି ଦେଲେ ଓ ଏକ ମାଟୋ ବାଛକ୍ସ୍ଟରୀ ମଧ୍ଯ ବଳି ଦେଲେ।

ପ୍ରଥମ ରାଜାବଳୀ 20:34

ସେତବେେଳେ ବିନ୍ହଦଦ୍ ଆହାବ୍ଙ୍କୁ କହିଲେ, ମାରେ ପିତା ଯେଉଁ ନଗରଗୁଡିକ ତୁମ୍ଭ ପିତାଙ୍କଠାରୁ ନଇେ ଥିଲେ ମୁଁ ତୁମ୍ଭକୁ ସଗେୁଡିକ ଫରୋଇ ଦବୋକୁ ଯାଉଛି। ଯେ ହତେୁ ମାରେ ପିତା ଯେପରି ଶମରିଯା ରେ ବଜାର ଓ ଦୋକାନମାନ କରିଥିଲେ ଆପଣ ଦମ୍ମେଶକରେ ସହେିପରି କରିବେ।

ମାଥିଉଲିଖିତ ସୁସମାଚାର 26:9

ଏ ଅତରତକ ଅନକେ ଟଙ୍କା ରେ ବିକାଯାଇ ସେଥିରୁ ମିଳିବା ଟଙ୍କା ଗରୀବମାନଙ୍କ ମଧିଅରେ ବଣ୍ଟା ଯାଇ ପାରିଥାନ୍ତା।

Interlinear

Choose Theme