ଯାତ୍ରା ପୁସ୍ତକ 22:16 · ଓଡ଼ିଆ ବାଇବେଲ
ଯଦି କୌଣସି ଲୋକର କୌଣସି ଅବିବାହିତା ୟିବତୀ ସହ ୟୋନ ସଂପର୍କ ଥାଏ, ତବେେ ସେ ତାକୁ ବିବାହ କରିବାକୁ ବାଧ୍ଯ। ଏବଂ ତାକୁ ମଧ୍ଯ ସେ ଝିଅର ପିତାକୁ ୟୌତୁକ ଦବୋକୁ ପଡିବ।
Cross references
ଆଦି ପୁସ୍ତକ 34:2
ସହେି ଦେଶର ରାଜା ଥିଲେ ହମାରେ। ତାଙ୍କର ପୁତ୍ର ଶିଖିମ ଦୀଣାକୁ ଦେଖିଲା। ଶିଖିମ ଦୀଣାକୁ ବଳପୂର୍ବକ ନଇଗେଲା ଏବଂ ତାକୁ ଧର୍ଷଣ କଲା।
ଦିତୀୟ ବିବରଣ 22:28
ଯଦି କୌଣସି ପୁରୁଷ ଅବାଗ୍ଦତ୍ତା କକ୍ସ୍ଟମାରୀତ୍ବ କନ୍ଯାକକ୍ସ୍ଟ ପାଇ ତାହାକକ୍ସ୍ଟ ଧରି ତାହା ସଙ୍ଗେ ଶଯନ କରେ ଓ ସମାନେେ ଧରା ପଡନ୍ତି।
ହିତୋପଦେଶ 30:19
ଆକାଶ ରେ ଉତ୍କ୍ରୋଶ ପକ୍ଷୀର ଗତି, ପ୍ରସ୍ତର ରେ ସର୍ପର ଗତି, ସମୁଦ୍ର ମଧିଅରେ ଜାହାଜର ଗତି, ୟୁବତୀଠା ରେ ପୁରୁଷର ଗତି।