ଯଦି ତାଙ୍କର ପିତା ଦୁହିଁଙ୍କୁ ବିବାହ ଦବୋକୁ ମନା କରେ ତଥାପି ମଧ୍ଯ ସହେି ୟୁବକକୁ ଅର୍ଥ ଦବୋକୁ ପଡିବ। ସେ ତାଙ୍କୁ ସଂପୂର୍ଣ୍ଣ ଅର୍ଥ ଦବୋକୁ ପଡିବ।
Cross references
ଅବ୍ରହାମ ବୁଝି ପାରିଲେ ଯେ ଇଫ୍ରୋଣ ଜମିର ମୂଲ୍ଯ ବିଷଯ ରେ କଥା କହୁଛନ୍ତି। ତେଣୁ ଅବ୍ରହାମ ତାଙ୍କୁ ଜମିର ମୂଲ୍ଯ ଦେଲେ। ଯାହା ହତେୀଯମାନଙ୍କର ଥିଲା। ଅବ୍ରହାମ ଅଢ଼ଇେ ପାଉଣ୍ଡ ରୂପା ଏବଂ ସମସ୍ତଙ୍କ ସମ୍ମୁଖ ରେ ଇଫ୍ରୋଣକୁ ଦେଲେ।
ମୁଁ ତୁମ୍ଭକୁ ସବୁ କିଛି ଉପହାର ଦବେି ଏବଂ ସବୁ ଟଙ୍କା ଦବେି, ଯାହା ତୁମ୍ଭେ ମାଗୁଛ। ମାତ୍ର ଏହି କନ୍ଯାକୁ ମାେତେ ବିବାହ ଦିଅ।
ଯେଉଁ ଲୋକ ଭୁତୁଡିଆ ଓ ଗୁଣିଆଁମାନଙ୍କୁ ବ୍ଯଭିଚାର କରିବାକୁ ଅନୁସରଣ କରେ, ସହେି ପ୍ରଣୀ ବିରୁଦ୍ଧ ରେ ଆମ୍ଭେ ୟିବା। ଯେ ହତେୁ ସେ ଆମ୍ଭ ପ୍ରତି ଅବିଶ୍ବସ୍ତ, ଆମ୍ଭେ ତାକୁ ତାହାର ଲୋକମାନଙ୍କ ମଧ୍ଯରୁ ପୃଥକ୍ ରଖିବା।
ତୁମ୍ଭମାନେେ ସମାନଙ୍କେ ବିବାହ ସମ୍ବନ୍ଧ ରଖିବ ନାହିଁ। ତୁମ୍ଭମାନେେ ସମାନଙ୍କେ ପକ୍ସ୍ଟତ୍ରମାନଙ୍କ ସହିତ ଆପଣା କନ୍ଯାମାନଙ୍କୁ ବିବାହ ଦବନୋହିଁ। କିଅବା ଆପଣା ପକ୍ସ୍ଟତ୍ରମାନଙ୍କୁ ସମାନଙ୍କେ କନ୍ଯାମାନଙ୍କ ସହିତ ବିବାହ ଦବେ ନାହିଁ।
ତୁମ୍ଭର ପକ୍ସ୍ଟତ୍ର କନ୍ଯାମାନଙ୍କୁ ୟଜ୍ଞବଦେୀ ଅଗ୍ନି ରେ ଦଗ୍ଧକରି ଉତ୍ସର୍ଗ କରିବ ନାହିଁ। ମନ୍ତ୍ରଜ୍ଞ, ଶକ୍ସ୍ଟଭାଶକ୍ସ୍ଟଭ ବାଦୀ, ଗଣକ କି ମାଯାବିଙ୍କଠାରକ୍ସ୍ଟ କିଛି ଶିକ୍ଷା କରିବ ନାହିଁ।
ତବେେ ତାହା ସହିତ ଶଯନକାରୀ ସହେି ପୁରୁଷ କନ୍ଯାର ପିତାକକ୍ସ୍ଟ ପଗ୍ଭଶ ଶକେଲ ରୂପା ଦବେ ଓ ସେ ତାହାକକ୍ସ୍ଟ ଭ୍ରଷ୍ଟ କରିବାରକ୍ସ୍ଟ ସେ ତାହାର ଭାର୍ୟ୍ଯା ହବେ। ସହେି ପୁରୁଷ ତାହାକକ୍ସ୍ଟ ୟାବଜ୍ଜୀବନ ତ୍ଯାଗ କରିପାରିବ ନାହିଁ।
ଶାଉଲ ସମାନଙ୍କେୁ କହିଲେ, ତୁମ୍ଭେ ଦାଉଦଙ୍କକ୍ସ୍ଟ ଏକଥା କକ୍ସ୍ଟହ, 'ରାଜା ଗ୍ଭହାଁନ୍ତି ନାହିଁ ତୁମ୍ଭେ ତାଙ୍କର ଝିଅପାଇଁ ଅର୍ଥ ଦିଅ, ସେ ପଲେଷ୍ଟୀୟମାନଙ୍କଠାରକ୍ସ୍ଟ ପ୍ରତିଶୋଧ ନବୋକକ୍ସ୍ଟ ଗ୍ଭହାନ୍ତି ଏବଂ ସେ ପଲେଷ୍ଟୀୟମାନଙ୍କର 100 ସକ୍ସ୍ଟନ୍ନତ ଚର୍ମ ଗ୍ଭହାଁନ୍ତି।' ପଲେଷ୍ଟୀୟମାନଙ୍କ ଦ୍ବାରା ଦାଉଦକକ୍ସ୍ଟ ନିପାତ କରିବା ପାଇଁ ଶାଉଲଙ୍କର ବିଗ୍ଭର ଥିଲା।
ଶାମକ୍ସ୍ଟଯଲେ ମରି ୟାଇଥିଲେ, ସମସ୍ତ ଇଶ୍ରାୟେଲୀୟବାସୀ ଶାମୁୟେଲଙ୍କର ମୃତକ୍ସ୍ଟ୍ଯ ପ୍ରତି ଦକ୍ସ୍ଟଃଖର ସହ ସମବଦନୋ ଜଣାଇ ଶାେକ କରି ତାଙ୍କର ନିଜ ସ୍ଥାନ ରାମାଠା ରେ କବର ଦେଉଥିଲେ।