Home Bibles ☰ Books ଯାତ୍ରା ପୁସ୍ତକ 22:15 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 22:15 · ଓଡ଼ିଆ ବାଇବେଲ

କିନ୍ତୁ ଯଦି ପଶୁ ନିକଟରେ ତା'ର ମୁନିବ ଥାଏ, ତବେେ ତା'ର ପଡ଼ୋଶୀକୁ କିଛି ଦବୋକୁ ନାହିଁ। କିମ୍ବା ଯଦି ତା'ର ପଡ଼ୋଶୀ ସହେି ପଶୁକୁ ବ୍ଯବହାର କରି ପଇସା ଦେଉଥାଏ, ତବେେ ତାକୁ ପଇସା ଦବୋକୁ ପଡିବ ନାହିଁ। ଯବେେ ସହେି ପଶୁଟି ମରିୟାଏ, ବ୍ଯବହାର ସମୟରେ ଯେତିକି ଅର୍ଥ ଦଇେଥିବ ତାହା ୟଥେଷ୍ଟ।

Cross references

ଆଦି ପୁସ୍ତକ 34:12

ମୁଁ ତୁମ୍ଭକୁ ସବୁ କିଛି ଉପହାର ଦବେି ଏବଂ ସବୁ ଟଙ୍କା ଦବେି, ଯାହା ତୁମ୍ଭେ ମାଗୁଛ। ମାତ୍ର ଏହି କନ୍ଯାକୁ ମାେତେ ବିବାହ ଦିଅ।

ଦିତୀୟ ବିବରଣ 22:29

ତବେେ ତାହା ସହିତ ଶଯନକାରୀ ସହେି ପୁରୁଷ କନ୍ଯାର ପିତାକକ୍ସ୍ଟ ପଗ୍ଭଶ ଶକେଲ ରୂପା ଦବେ ଓ ସେ ତାହାକକ୍ସ୍ଟ ଭ୍ରଷ୍ଟ କରିବାରକ୍ସ୍ଟ ସେ ତାହାର ଭାର୍ୟ୍ଯା ହବେ। ସହେି ପୁରୁଷ ତାହାକକ୍ସ୍ଟ ୟାବଜ୍ଜୀବନ ତ୍ଯାଗ କରିପାରିବ ନାହିଁ।

ଯିଖରିୟ 8:10

ସହେିଦିନ ପୂର୍ବରୁ ମନୁଷ୍ଯ ପାଇଁ ବତନେ ନଥିଲା, ପଶୁ ପାଇଁ ଆଯ ନଥିଲା, ବାହାରକୁ ୟିବା ଓ ଭିତରକୁ ଆସିବା ଲୋକମାନଙ୍କ ପାଇଁ ଶତୃମାନଙ୍କଠାରୁ କୌଣସି ନିରାପତ୍ତା ନଥିଲା, କାରଣ ଆମ୍ଭେ ପ୍ରେତ୍ୟକକ ଲୋକଙ୍କୁ ତାଙ୍କ ପଡ଼ୋଶୀଙ୍କ ବିପକ୍ଷ କରାଇଥିଲୁ।

Interlinear

Choose Theme