Home Bibles ☰ Books ଯାତ୍ରା ପୁସ୍ତକ 22:10 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 22:10 · ଓଡ଼ିଆ ବାଇବେଲ

କୌଣସି ଲୋକ ଯଦି ଅନ୍ୟ କାହାର ଗଧ କି ଗୋରୁ, କି ମଷେ, କିଅବା କୌଣସି ପଶୁ ପ୍ରତିପାଳନାର୍ଥେ ରଖିଥାଏ, ଯଦି ଅ ଦଖାେ ରେ ସେ ପଶୁ ମ ରେ କିମ୍ବା ଅଙ୍ଗହାନି ହୁଏ କିମ୍ବା ତଡ଼ି ଦିଆୟାଏ,

Cross references

ଆଦି ପୁସ୍ତକ 39:8

କିନ୍ତୁ ଯୋଷଫେ ମନା କଲେ ସେ କହିଲେ, ଦେଖ ଏ ଗୃହ ରେ ଯାହା ଅଛି ମାେ ମୁନିବ ତହିଁର ତତ୍ତ୍ବ ନିଅନ୍ତି ନାହିଁ। ସେ ମାେ ହସ୍ତ ରେ ଆପଣାର ସର୍ବସ୍ବ ସମର୍ପଣ କରିଛନ୍ତି।

ଲୂକଲିଖିତ ସୁସମାଚାର 12:48

କିନ୍ତୁ ଯେଉଁ ସବେକ ନିଜ ମାଲିକଙ୍କ ଇଚ୍ଛା ବିଷୟ ରେ କିଛି ଜାଣି ନଥାଏ, ସେ ଦଣ୍ଡନୀୟ କାମ କରିବ ସେ। ତବେେ ତାକୁ ସେଥିପାଇଁ ନିଜ କର୍ତ୍ତବ୍ଯ ବିଷୟ ରେ ଜାଣିଥିବା ଚାକର ଅପେକ୍ଷା କମ୍ ଦଣ୍ଡ ଦିଆୟିବ। କାରଣ ଯେଉଁ ଲୋକକୁ ଅଧିକ ଦିଆଯାଇଛି, ସେ ବିଷୟ ପାଇଁ ଦାଯୀ ହବେ। ଯେଉଁ ଲୋକକୁ ଅଧିକ ଦିଆଯାଇଛି ତାଠାରୁ ବହୁତ ଅଧିକ ଆଶା କରାୟିବ।

ଲୂକଲିଖିତ ସୁସମାଚାର 16:11

ତୁମ୍ଭମାନେେ ଯଦି ସାଂସାରିକ ସମ୍ପତ୍ତି ପାଇଁ ବିଶ୍ବାସ ଯୋଗ୍ଯ ବୋଲି ପ୍ରମାଣିତ ହାଇେ ପାରିବନାହିଁ, ତବେେ ତୁମ୍ଭମାନଙ୍କୁ ସତ୍ଯ ସମ୍ପତ୍ତି ପାଇଁ କିଏ ବିଶ୍ବାସ କରିବ?

ତୀମଥିଙ୍କ ପ୍ରତି ଦ୍ୱିତୀୟ ପତ୍ର 1:12

ସହେି ସୁସମାଚାର କହିଥିବାରୁ ଏବେ ମୁଁ କଷ୍ଟ ପାଉଛି। କିନ୍ତୁ ମୁଁ ଲଜ୍ଜିତ ନୁହେଁ। ମୁଁ ଯାହାଙ୍କୁ ବିଶ୍ବାସ କରିଛି, ତାହାଙ୍କୁ ମୁଁ ଜାଣେ। ମାରେ ପୂର୍ଣ୍ଣ ଆଶା ଅଛି ଯେ, ସେ ସହେି ବିଷୟଗୁଡ଼ିକ ସହେିଦିନ296 ପର୍ୟ୍ଯନ୍ତ ରକ୍ଷା କରିବେ, ଯେଉଁଗୁଡ଼ିକର ଦାଯିତ୍ବ ସେ ମାେ ଉପରେ ନ୍ଯସ୍ତ କରିଥିଲେ।

Interlinear

Choose Theme