Home Bibles ☰ Books ଲୂକଲିଖିତ ସୁସମାଚାର 16:11 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 16:11 · ଓଡ଼ିଆ ବାଇବେଲ

ତୁମ୍ଭମାନେେ ଯଦି ସାଂସାରିକ ସମ୍ପତ୍ତି ପାଇଁ ବିଶ୍ବାସ ଯୋଗ୍ଯ ବୋଲି ପ୍ରମାଣିତ ହାଇେ ପାରିବନାହିଁ, ତବେେ ତୁମ୍ଭମାନଙ୍କୁ ସତ୍ଯ ସମ୍ପତ୍ତି ପାଇଁ କିଏ ବିଶ୍ବାସ କରିବ?

Cross references

ହିତୋପଦେଶ 8:18

ମାେ ସହିତ ଧନସମ୍ପଦ ଓ ସମ୍ମାନ ଅଛି। ମୁଁ ସତ୍ଯର ସମ୍ପତ୍ତି ଓ ଧାର୍ମିକତା ଦେଉଛି।

ଲୂକଲିଖିତ ସୁସମାଚାର 12:33

ତେଣୁ ତୁମ୍ଭମାନେେ ନିଜର ସମସ୍ତ ସମ୍ପତ୍ତି ବିକି ଦଇେ ସହେି ଟଙ୍କା ଗରିବ ଲୋକଙ୍କ ମଧ୍ଯ ବାଣ୍ଟି ଦିଅ। ଏ ସଂସାରର ଧନସମ୍ପତ୍ତି ସବୁଦିନ ପାଇଁ ରହିବନାହିଁ। ତେଣୁ ସବୁଦିନ ରହୁ ପାରୁଥିବା ଧନସମ୍ପତ୍ତି ସଂଗ୍ରହ କରା ନିଜ ପାଇଁ ସ୍ବର୍ଗ ରେ ଧନସମ୍ପତ୍ତି ସଂଗ୍ରହ କର। ଏହା ଚିରକାଳ ରହିବ। ସ୍ବର୍ଗ ରେ ତୁମ୍ଭମାନଙ୍କ ସମ୍ପତ୍ତିକୁ କହେି ଚୋ ରଇେ ନଇେ ପାରିବନାହିଁ କି ତାକୁ କୀଟ ନଷ୍ଟ କରି ପାରିବ ନାହିଁ।

ଲୂକଲିଖିତ ସୁସମାଚାର 16:9

ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ତୁମ୍ଭମାନଙ୍କର ଯାହାସବୁ ଅଛି ସେଥି ରେ ପରମେଶ୍ବରଙ୍କ ସହିତ ମିତ୍ରତା ସ୍ଥାପନ କର। ତେଣୁ ଯେତବେେଳେ ଏ ଜାଗତିକ ଧନ ସରିୟିବ, ସେତବେେଳେ ଚିରନ୍ତନ ନିବାସ ରେ ତୁମ୍ଭମାନଙ୍କୁ ସ୍ବାଗତ କରାୟିବ।

ଲୂକଲିଖିତ ସୁସମାଚାର 18:22

ଏକଥା ଶୁଣି ଯୀଶୁ ସହେି ନେତାଙ୍କୁ କହିଲେ, ତଥାପି ଏ ପର୍ୟ୍ଯନ୍ତ ଆଉ ଗୋଟିଏ କଥା ତୁମ୍ଭର କରିବାକୁ ବାକିଅଛି। ତୁମ୍ଭର ଯାହା ଅଛି ସବୁ ବିକି ଦଇେ ଗରିବଙ୍କୁ ବାଣ୍ଟିଦିଅ। ତୁମ୍ଭକୁ ସ୍ବର୍ଗ ରେ ପୁରସ୍କାର ମିଳିବ। ତା'ପରେ ତୁମ୍ଭେ ଆସ ଓ ମାରେ ଅନୁସରଣ କର।

ଏଫିସୀୟଙ୍କ ପ୍ରତି ପତ୍ର 3:8

ପରମେଶ୍ବରଙ୍କ ଲୋକମାନଙ୍କ ଭିତ ରେ ମୁଁ ଅତି କ୍ଷୁଦ୍ର ଲୋକ ଥିଲି, କିନ୍ତୁ ପରମେଶ୍ବର ମାେତେ ଏହି ଅନୁଗ୍ରହଦାନ ଦେଲେ ଯେପରି ମୁଁ ଅଣଯିହୂଦୀମାନଙ୍କୁ ଖ୍ରୀଷ୍ଟଙ୍କ ଐଶ୍ବର୍ୟ୍ଯପୂର୍ଣ୍ଣ ସୁସମାଚାର କହିବି। ସହେି ଐଶ୍ବର୍ୟ୍ଯଗୁଡ଼ିକ ଏତେ ମହାନ ଯେ ତାହାକୁ ସମ୍ପୂର୍ଣ୍ଣରୂପେ ବୁଝିବା ସମ୍ଭବପର ନୁହେଁ।

ଯାକୁବଙ୍କ ପତ୍ 2:5

ମାେ ପ୍ରିୟ ଭାଇ ଓ ଭଉଣୀମାନେ, ଶୁଣ ! ପରମେଶ୍ବର ବିଶ୍ବାସ ରେ ଧନୀ ହବୋ ପାଇଁ ପୃଥିବୀର ଗରିବ ଲୋକମାନଙ୍କୁ ବାଛିଛନ୍ତି। ଯେଉଁମାନେ ପରମେଶ୍ବରଙ୍କୁ ପ୍ ରମେ କରନ୍ତି, ସମାନଙ୍କେୁ ସେ ଯେଉଁ ରାଜ୍ଯ ଦବୋ ପାଇଁ ପ୍ରତିଜ୍ଞା କରିଥଇଲେ, ସେଥିପାଇଁ ସମାନଙ୍କେୁ ବାଛିଛନ୍ତି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 3:18

ସେଥିପାଇଁ ମୁଁ ତୁମ୍ଭକୁ ପରାମର୍ଶ ଦେଉଛି ଯେ, ତୁମ୍ଭେ ମାଠାରୁେ ଅଗ୍ନି ରେ ଖାଣ୍ଟି ହାଇେଥିବା ସୁନା କିଣ। ତା'ପରେ ତୁମ୍ଭେ ପ୍ରକୃତ ରେ ଧନୀ ହାଇଯେିବ। ମୁଁ ତୁମ୍ଭକୁ ଏହା କହୁଛି : ଧଳା ବସ୍ତ୍ର କିଣ। ତବେେ ତୁମ୍ଭେ ନିଜର ଲଜ୍ଜାପୂର୍ଣ୍ଣ ଉଲଗ୍ନତାକୁ ଘାଡ଼ଇେେ ରଖିପାରିବ। ମୁଁ ତୁମ୍ଭକୁ ଔଷଧ କିଣି ଆଖି ରେ ଲଗାଇବା ପାଇଁ ମଧ୍ଯ କହୁଛି। ତାହାହେଲେ ତୁମ୍ଭେ ପ୍ରକୃତ ରେ ଦେଖିପାରିବ।

Interlinear

Choose Theme