Home Bibles ପିତରଙ୍କ ପ୍ରଥମ ପତ୍ 1:16 · ଓଡ଼ିଆ ବାଇବେଲ
ପିତରଙ୍କ ପ୍ରଥମ ପତ୍ 1:16 · ଓଡ଼ିଆ ବାଇବେଲ

ଶାସ୍ତ୍ର ରେ ଲଖାେଅଛି : ପବିତ୍ର ହୁଅ, କାରଣ ମୁଁ ହେଉଛି ପବିତ୍ର।338

Cross references

ଲେବୀୟ ପୁସ୍ତକ 11:44

କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟୁ। ଏଣୁ ତୁମ୍ଭମାନେେ ନିଜକୁ ପବିତ୍ର କର ଓ ତୁମ୍ଭମାନେେ ପବିତ୍ର ହୁଅ। ଯେ ହତେୁ ଆମ୍ଭେ ପବିତ୍ର, ତୁମ୍ଭମାନେେ ଭୂମିରେ ଗମନକାରୀ କୌଣସି ଉରୋଗାମୀ ଜୀବ ଦ୍ବାରା ନିଜକୁ ଅଶୁଚି କରିବ ନାହିଁ।

ଲେବୀୟ ପୁସ୍ତକ 19:2

ଇଶ୍ରାୟେଲର ସମସ୍ତ ସନ୍ତାନଗଣଙ୍କୁ କୁହ, ତୁମ୍ଭମାନେେ ପବିତ୍ର ହବେ। କାରଣ ଆମ୍ଭେ ସଦାପ୍ରଭୁ କୁମ୍ଭମାନଙ୍କର ପରମେଶ୍ବର ପବିତ୍ର ଅଟୁ।

ଲେବୀୟ ପୁସ୍ତକ 20:7

ଏଣୁ ତୁମ୍ଭମାନେେ ନିଜକୁ ପବିତ୍ର କର ଓ ପବିତ୍ର ହୁଅ। କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟୁ।

ଆମୋଷ 3:3

ଏକମତ ନ ହେଲେ ଦୁଇଜଣ ଏକତ୍ର ଗମନ କରିବେ ନାହିଁ।

Interlinear

Choose Theme