ଯାତ୍ରା ପୁସ୍ତକ 2:7 · ଓଡ଼ିଆ ବାଇବେଲ
ତା'ପରେ ସହେି ଶିଶୁଟିର ଭଉଣୀ ରାଜାକନ୍ଯାଙ୍କୁ ପଚାରିଲା, ମୁଁ ୟାଇ ଏହି ଶିଶୁଟିକୁ ତା'ର ସ୍ତନ୍ଯପାନ କରାଇବା ପାଇଁ ଜଣେ ଏବ୍ରୀଯା ଧାତ୍ରୀକି ଆଣିପା ରେ କି?
Cross references
ଯାତ୍ରା ପୁସ୍ତକ 2:4
ସହେି ବାଳକର ଜଣେ ଭଉଣୀ ତାକୁ ଦୂରରୁ ଳକ୍ଷ୍ଯ କରୁଥିଲା। ପିଲାଟିର କଣ ହବେ, ଏହା ଜାଣଇବା ପାଇଁ ଲକ୍ଷ୍ଯ ରଖିଲା।
ଯାତ୍ରା ପୁସ୍ତକ 15:20
ଏହାପରେ ହାରୋଣର ଭଉଣୀ, ଭବିଷ୍ଯଦ୍ବକ୍ତୀ ମରିଯମ ଦ୍ବାରା ନେଲେ ଏବଂ ସମସ୍ତ ସ୍ତ୍ରୀ ଲୋକମାନେ ଦାରା ବଜାଇଲେ ଓ ନାଚିଲେ। ମରିଯମ ସମାନଙ୍କେୁ ଗାଇବା ରେ ଅନୁସରଣ କଲେ।
ଗଣନା ପୁସ୍ତକ 12:1
ମାଶାେ ଏକ କୁଶୀଯା ସ୍ତ୍ରୀକି ବିବାହ କରିଥିଲେ, ଏଣୁ ମରିଯମ ଓ ହାରୋଣ ସହେି କୁଶୀଯା ସ୍ତ୍ରୀ ସକାଶୁ ମାଶାଙ୍କେ ବିରୁଦ୍ଧ ରେ କଥା କହିଲେ।
ଗଣନା ପୁସ୍ତକ 26:59
ସହେି ଅମ୍ରମର ସ୍ତ୍ରୀ ୟୋକବଦେ । ସେ ମିଶର ଦେଶ ରେ ଲବେୀର ପରିବାରବର୍ଗରୁ ଜନ୍ମ ହାଇେ ଥିଲା। ଅମ୍ରମ ଔରସ ରେ ୟୋକବଦଠାରୁେ ମାଶାେ, ହାରୋଣ ଓ ସମାନଙ୍କେର ଭଉଣୀ ମରିଯମ ଜନ୍ମ ହାଇେଥିଲେ।