Home Bibles ଯାତ୍ରା ପୁସ୍ତକ 2:8 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 2:8 · ଓଡ଼ିଆ ବାଇବେଲ

ରାଜାଙ୍କର କନ୍ଯା କହିଲା, ହଁ, ଦୟାକରି ଡାକ।

Cross references

ଯାତ୍ରା ପୁସ୍ତକ 6:20

ଅମ୍ରମ୍ 137 ବର୍ଷ ବଞ୍ଚିଲେ। ଅମ୍ରମ ତାଙ୍କ ପିତାଙ୍କର ଭଉଣୀଙ୍କୁ ବିବାହ କରିଥିଲେ, ତାଙ୍କର ନାମ ଥିଲା ଯୋକବଦେ। ଏଣୁ ଅମ୍ରମ ଆଉ ୟୋକବଦେ ହାରୋଣ ଓ ମାଶାଙ୍କେୁ ଜନ୍ମ ଦେଲେ।

ଗୀତସଂହିତା 27:10

ମାରେ ପିତାମାତା ମାେତେ ଛାଡ଼ି ଚାଲିଗଲେ। କିନ୍ତୁ ସଦାପ୍ରଭୁ ମାେତେ ଲାଳନପାଳନ କରିବେ।

ଯିଶାଇୟ 46:3

ହେ ଯାକୁବର ପରିବାର, ହେ ଇଶ୍ରାୟେଲର ଅବଶିଷ୍ଟାଂଶ ଆମ୍ଭ କଥା ଶୁଣ ! ଆମ୍ଭେ ତୁମ୍ଭମାନଙ୍କୁ ବହନ କରି ଆସୁଅଛୁ। ତୁମ୍ଭମାନେେ ଗର୍ଭସ୍ଥ ହବୋ ଦିନଠାରୁ ଆମ୍ଭଦ୍ବାରା ବାହିତ ହାଇେଅଛ।

ଯିହିଜିକଲ 16:8

ଏବଂ ମୁଁ ଯେତବେେଳେ ତୁମ୍ଭକୁ ଅନାଇଲି, ସେତବେେଳେ ଦେଖିଲି ତୁମ୍ଭେ ପ୍ ରମେ କରିବା ପାଇଁ ରାଜି ହାଇୟୋଇଥିଲ। ତେଣୁ ମୁଁ ତୁମ୍ଭ ଶରୀର ଉପ ରେ ମାରେ ବସ୍ତ୍ର ଆବୃତ କଲି। ମୁଁ ଶପଥ କରି ତୁମ୍ଭ ସଙ୍ଗେ ନିଯମ ସ୍ଥିର କଲି ଏବଂ ତୁମ୍ଭେ ମାରେ ହେଲ।' ଏହା ସଦାପ୍ରଭୁ ମାରେ ପ୍ରଭୁ କହନ୍ତି

Interlinear

Choose Theme