Home Bibles ଗଣନା ପୁସ୍ତକ 26:59 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 26:59 · ଓଡ଼ିଆ ବାଇବେଲ

ସହେି ଅମ୍ରମର ସ୍ତ୍ରୀ ୟୋକବଦେ । ସେ ମିଶର ଦେଶ ରେ ଲବେୀର ପରିବାରବର୍ଗରୁ ଜନ୍ମ ହାଇେ ଥିଲା। ଅମ୍ରମ ଔରସ ରେ ୟୋକବଦଠାରୁେ ମାଶାେ, ହାରୋଣ ଓ ସମାନଙ୍କେର ଭଉଣୀ ମରିଯମ ଜନ୍ମ ହାଇେଥିଲେ।

Cross references

ଯାତ୍ରା ପୁସ୍ତକ 2:1

ଲବେୀ ବଂଶର ଜଣେ ଲୋକ ଥିଲେ। ୟିଏକି ସହେି ଲବେୀ ବଂଶର ଜଣେ କନ୍ଯାଙ୍କୁ ବିବାହ କଲେ।

ଯାତ୍ରା ପୁସ୍ତକ 2:2

ସହେି ସ୍ତ୍ରୀଲୋକ ଜଣଙ୍କ ଗର୍ଭବତୀ ହାଇେ ଏକ ପୁତ୍ର ସନ୍ତାନ ଜନ୍ମ ଦେଲେ। ତାଙ୍କ ମାତା ଦେଖିଲେ ତାଙ୍କର ସହେି ପୁତ୍ର ବହୁତ ସୁନ୍ଦର ହଇେଛି। ତେଣୁ ସେ ତାଙ୍କୁ ତିନିମାସ କାଳ ଲୁଚାଇ ରଖିଲେ।

ଯାତ୍ରା ପୁସ୍ତକ 2:4

ସହେି ବାଳକର ଜଣେ ଭଉଣୀ ତାକୁ ଦୂରରୁ ଳକ୍ଷ୍ଯ କରୁଥିଲା। ପିଲାଟିର କଣ ହବେ, ଏହା ଜାଣଇବା ପାଇଁ ଲକ୍ଷ୍ଯ ରଖିଲା।

ଯାତ୍ରା ପୁସ୍ତକ 6:20

ଅମ୍ରମ୍ 137 ବର୍ଷ ବଞ୍ଚିଲେ। ଅମ୍ରମ ତାଙ୍କ ପିତାଙ୍କର ଭଉଣୀଙ୍କୁ ବିବାହ କରିଥିଲେ, ତାଙ୍କର ନାମ ଥିଲା ଯୋକବଦେ। ଏଣୁ ଅମ୍ରମ ଆଉ ୟୋକବଦେ ହାରୋଣ ଓ ମାଶାଙ୍କେୁ ଜନ୍ମ ଦେଲେ।

ଯାତ୍ରା ପୁସ୍ତକ 15:20

ଏହାପରେ ହାରୋଣର ଭଉଣୀ, ଭବିଷ୍ଯଦ୍ବକ୍ତୀ ମରିଯମ ଦ୍ବାରା ନେଲେ ଏବଂ ସମସ୍ତ ସ୍ତ୍ରୀ ଲୋକମାନେ ଦାରା ବଜାଇଲେ ଓ ନାଚିଲେ। ମରିଯମ ସମାନଙ୍କେୁ ଗାଇବା ରେ ଅନୁସରଣ କଲେ।

ଲେବୀୟ ପୁସ୍ତକ 18:12

ତୁମ୍ଭେ ନିଜର ପିଉସୀ ସହିତ ୟୌନ ସଂପର୍କ ରଖିବ ନାହିଁ। କାରଣ ସେ ତୁମ୍ଭ ପିତାଙ୍କ ଅତି ନିକଟ ସଂପର୍କୀଯ।

ଗଣନା ପୁସ୍ତକ 12:1

ମାଶାେ ଏକ କୁଶୀଯା ସ୍ତ୍ରୀକି ବିବାହ କରିଥିଲେ, ଏଣୁ ମରିଯମ ଓ ହାରୋଣ ସହେି କୁଶୀଯା ସ୍ତ୍ରୀ ସକାଶୁ ମାଶାଙ୍କେ ବିରୁଦ୍ଧ ରେ କଥା କହିଲେ।

ଗଣନା ପୁସ୍ତକ 20:1

ଇଶ୍ରାୟେଲର ଲୋକମାନଙ୍କର ସମସ୍ତ ମଣ୍ତଳୀ ପ୍ରଥମ ମାସ ରେ ସୀନ୍ ମରୁଭୂମିରେ ଉପସ୍ଥିତ ହେଲେ। ସମାନେେ କାଦେଶ ରେ ବାସ କଲେ। ମରିଯମ ସହେି ସ୍ଥାନ ରେ ମୃତ୍ଯୁବରଣ କଲେ ଓ ତାଙ୍କୁ ସଠାେରେ କବର ଦିଆଗଲା।

Interlinear

Choose Theme