Home Bibles ଯାତ୍ରା ପୁସ୍ତକ 2:3 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 2:3 · ଓଡ଼ିଆ ବାଇବେଲ

ଯେତବେେଳେ ସେ (ସ୍ତ୍ରୀ) ତାକୁ ଦୀର୍ଘ ସମୟ ଲୁଚାଇ ପାରିଲା ନାହିଁ, ସେସ ଏକ ଟୋକଇେ ତିଆରି କରି ତଲେ ଓ ରାଳ ଲପନେ କଲା। ସେ ସହେି ବାଳକଟିକୁ ଟୋକଇେ ରେ ରଖିଲା ଏବଂ ନଦୀ ରେ ନଳବନ ମଝି ରେ ରଖିଲା।

Cross references

ଆଦି ପୁସ୍ତକ 6:14

ତୁମ୍ଭେ ଗୋଫର କାଠର ଗୋଟିଏ ଜାହାଜ ନିର୍ମାଣ କର। ତା' ମଧିଅରେ ନାନା କଠାେରୀ ବନାଇ ତହିଁର ଭିତର ଓ ବାରାର ଝୁଣା ଦ୍ବାରା ଲପନେ କର।

ଆଦି ପୁସ୍ତକ 11:3

ଲୋକମାନେ କହିଲେ, ଆସ ଆମେ ଇଟା ପୋଡ଼ି ଟାଣ କରିବା। ତେଣୁ ଲୋକମାନେ ପଥର ବ୍ଯବହାର ନ କରି ଇଟାକୁ ଘର କରିବା ପାଇଁ ବ୍ଯବହାର କଲେ। ଏବଂ ସମାନେେ ମାଟିଆ ତଲକେୁ ଚୂନ ସ୍ବରୂପ ବ୍ଯବହାର କଲେ।

ଆଦି ପୁସ୍ତକ 14:10

ସହେି ସୀଦ୍ଦୀମ ପଦା ରେ ମାଟିଆତୈଳର ଅନକେ ଗାତ ଥିଲା ଏବଂ ସଦୋମର ରାଜା ଓ ଗ ମାରୋର ରାଜା ପଳାଯନ କଲେ ଓ ସଠାେରେ ପଡ଼ିଗଲେ ଏବଂ ଅବଶିଷ୍ଟ ସୈନ୍ଯମାନେ ପର୍ବତକୁ ପଳାଇ ଗଲେ।

ଯାତ୍ରା ପୁସ୍ତକ 1:22

ତେଣୁ ଫାରୋ ତାଙ୍କର ସମସ୍ତ ଲୋକମାନଙ୍କୁ ଆଜ୍ଞା ଦେଲେ, ଇଶ୍ରାୟେଲର ସମସ୍ତ ନବଜାତ ବାଳକମାନଙ୍କୁ ନୀଳ ନଦୀ ରେ ଫୋପାଡ଼ି ଦିଅ। କିନ୍ତୁ ତୁମ୍ଭେ କନ୍ଯା ସନ୍ତାନଗଣଙ୍କୁ ଜିବୀତ ରଖିପାର।

ଯିଶାଇୟ 18:2

ସେ ସମୁଦ୍ର ପଥରେ ନଳ ନିର୍ମିତ ନେ ୗକା ରେ ଦୂତମାନଙ୍କୁ ପ୍ ରରଣେ କରିବେ, କ୍ଷିପ୍ର ଗତି ରେ ଚାଲୁଥିବା ଦୂତମାନଙ୍କୁ,

ଯିଶାଇୟ 19:6

ସମସ୍ତ ନଦୀ ଦୁର୍ଗନ୍ଧ ହବେ। ମିଶରର ସମସ୍ତ ନାଳ ଶୁଷ୍କ ହାଇେ ଜଳଶୂନ୍ଯ ହବେ। ସମସ୍ତ ଜଳଜ ଉଦ୍ଭିଦ ଶୁଖି ମରିଯିବେ।

ମାଥିଉଲିଖିତ ସୁସମାଚାର 2:13

ପଣ୍ଡିତମାନେ ଗ୍ଭଲିୟିବାପରେ ପରମେଶ୍ବରଙ୍କର ଜଣେ ଦୂତ ସ୍ବପ୍ନ ରେ ଯୋଷଫଙ୍କେୁ ଦର୍ଶନ ଦଇେ କହିଲେ, ଉଠ, ଶିଶୁଟିକୁ ଓ ତା ମାଆଙ୍କୁ ନଇେ ମିଶର ଦେଶକୁ ପଳାଅ ଏବଂ ମୁଁ ନ କହିବା ପର୍ୟ୍ଯନ୍ତ ସଠାେରେ ରୁହ। କାରଣ େ ହରୋଦ ତାହାକୁ ମାରିଦବୋ ପାଇଁ ଗ୍ଭହୁଁଥିବାରୁ ତାହାଙ୍କୁ ଖାଜେିବ।

ମାଥିଉଲିଖିତ ସୁସମାଚାର 2:16

ଦେଖିଲେ ଯେ, ପଣ୍ଡିତମାନେ ତାହାଙ୍କୁ ବୋକା ବନଇେ ଦଇଛନ୍ତି। ସେ ଖୁବ୍ ରାଗିଗଲେ। ସେ ପଣ୍ଡିତମାନଙ୍କ ଠାରୁ ଶିଶୁପୁତ୍ରଟିର ଜନ୍ମ ସମୟ ଜାଣିଥିଲେ। ତାହା ଦୁଇବର୍ଷ ତଳର କଥା ହାଇେଥିବାରୁ ସେ ବେଥ୍ଲହେିମ ଓ ତା' ଆଖପାଖ ଅଞ୍ଚଳର ଦୁଇବର୍ଷ ବା ତାଠାରୁ କମ୍ ବୟସର ସବୁ ଶିଶୁପୁତ୍ରଙ୍କୁ ହତ୍ଯା କରିବାକୁ ଆଦେଶ ଦେଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 7:19

ସେ ନୂଆ ରାଜା ଆମ୍ଭ ଲୋକଙ୍କ ପ୍ରତି ନିଷ୍ଠୁର ଥିଲେ। ସେ ଆମ୍ଭ ପୂର୍ବପୁରୁଷମାନଙ୍କ ପ୍ରତି ଦୁର୍ବ୍ଯବହାର କଲେ। ରାଜା ସମାନଙ୍କେର ଶିଶୁମାନଙ୍କୁ ମାରିବା ପାଇଁ ବାହା ରେ ପକଇଦେବୋକୁ ସମାନଙ୍କେୁ ବଧ୍ଯ କଲେ।

Interlinear

Choose Theme