ପଣ୍ଡିତମାନେ ଗ୍ଭଲିୟିବାପରେ ପରମେଶ୍ବରଙ୍କର ଜଣେ ଦୂତ ସ୍ବପ୍ନ ରେ ଯୋଷଫଙ୍କେୁ ଦର୍ଶନ ଦଇେ କହିଲେ, ଉଠ, ଶିଶୁଟିକୁ ଓ ତା ମାଆଙ୍କୁ ନଇେ ମିଶର ଦେଶକୁ ପଳାଅ ଏବଂ ମୁଁ ନ କହିବା ପର୍ୟ୍ଯନ୍ତ ସଠାେରେ ରୁହ। କାରଣ େ ହରୋଦ ତାହାକୁ ମାରିଦବୋ ପାଇଁ ଗ୍ଭହୁଁଥିବାରୁ ତାହାଙ୍କୁ ଖାଜେିବ।
Cross references
ତେଣୁ ଫାରୋ ତାଙ୍କର ସମସ୍ତ ଲୋକମାନଙ୍କୁ ଆଜ୍ଞା ଦେଲେ, ଇଶ୍ରାୟେଲର ସମସ୍ତ ନବଜାତ ବାଳକମାନଙ୍କୁ ନୀଳ ନଦୀ ରେ ଫୋପାଡ଼ି ଦିଅ। କିନ୍ତୁ ତୁମ୍ଭେ କନ୍ଯା ସନ୍ତାନଗଣଙ୍କୁ ଜିବୀତ ରଖିପାର।
ସହେି ସ୍ତ୍ରୀଲୋକ ଜଣଙ୍କ ଗର୍ଭବତୀ ହାଇେ ଏକ ପୁତ୍ର ସନ୍ତାନ ଜନ୍ମ ଦେଲେ। ତାଙ୍କ ମାତା ଦେଖିଲେ ତାଙ୍କର ସହେି ପୁତ୍ର ବହୁତ ସୁନ୍ଦର ହଇେଛି। ତେଣୁ ସେ ତାଙ୍କୁ ତିନିମାସ କାଳ ଲୁଚାଇ ରଖିଲେ।
ଯେତବେେଳେ ଯାଜକଗଣ ସମଗ୍ର ଜଗତର ସଦାପ୍ରଭୁଙ୍କର ନିଯମ ସିନ୍ଦକ୍ସ୍ଟକ ବହନ କରି ୟର୍ଦ୍ଦନ ନଦୀ ରେ ପ୍ରବେଶ କରିବେ, ୟର୍ଦ୍ଦନର ପ୍ରବାହ ବନ୍ଦ ହାଇଯେିବ। ୟର୍ଦ୍ଦନର ପାଣିସବୁ ରୋକିବ ଓ ଗୋଟିଏ ରାଶି ହାଇେ ସ୍ଥଗିତ ରହିବ।
ପରମେଶ୍ବରଙ୍କ ନିଯମ ସିନ୍ଦକ୍ସ୍ଟକ ନଇେ ଯାଉଥିବା ଯାଜକଗଣ ଦୃଢ ଭାବରେ ୟର୍ଦ୍ଦନ ନଦୀର ମଝି ରେ ଅଟକି ଗଲେ, ଯେ ପର୍ୟ୍ଯନ୍ତ ଇଶ୍ରାୟେଲର ସମସ୍ତ ଲୋକ ଶକ୍ସ୍ଟଖିଲା ଭୂମିରେ ନଦୀ ପାର ହାଇେ ନାହାନ୍ତି।
ସଦାପ୍ରଭୁ ୟିହୋଶୂଯଙ୍କକ୍ସ୍ଟ ନିର୍ଦ୍ଦେଶ କରିଥିଲେ, ଲୋକମାନଙ୍କୁ କହିବା ପାଇଁ, ଯାହା ମାଶାେ ଯିହାଶୂେୟାଙ୍କକ୍ସ୍ଟ କହିଥିଲେ। ତେଣୁ ଯାଜକମାନେ ଯେଉଁମାନେ ସଦାପ୍ରଭୁଙ୍କର ସିନ୍ଦକ୍ସ୍ଟକ ବହକ୍ସ୍ଟଥିଲେ, ସମାନେେ ସହେି ନଦୀ ଶର୍ୟ୍ଯା ରେ ଠିଆ ହାଇେ ରହିଲେ, ସମସ୍ତ ଇଶ୍ରାୟେଲ ଲୋକମାନେ ନଦୀ ପାର ନ ହବୋ ପର୍ୟ୍ଯନ୍ତ।
ଯାଜକମାନେ ଯିହାଶୂେୟଙ୍କକ୍ସ୍ଟ ମାନିଲେ। ସମାନେେ ସହେି ପବିତ୍ର ସିନ୍ଦକ୍ସ୍ଟକକକ୍ସ୍ଟ ଧରି ନଦୀରକ୍ସ୍ଟ ନଦୀ କୂଳକକ୍ସ୍ଟ ଆସିଲେ। ଯେତବେେଳେ ଯାଜକମାନଙ୍କର ପାଦ ନଦୀରକ୍ସ୍ଟ ବାହାରି ଆସିଲା, ୟର୍ଦ୍ଦନ ନଦୀ ପୂର୍ବପରି ବହିବାକକ୍ସ୍ଟ ଲାଗିଲା। ଏହି ନଦୀ ପୂର୍ବପରି ତା'ର କୂଳ ଲଙ୍ଘନ କଲା।
ମାତ୍ର ସେତବେେଳେ ହଦଦ୍ ସାନ ପିଲା ଥିଲା। ସେ ତାଙ୍କର ପିତାଙ୍କର କେତକେ ଦାସ ସହିତ ମିଶରକୁ ପଳାଇ ୟାଇଥିଲା।
ପରମେଶ୍ବର ହୁଏତ ଲୋକଙ୍କୁ ସ୍ବପ୍ନ ରେ କହନ୍ତି କିମ୍ବା ରାତି ରେ ଦର୍ଶନ ଦଇେ କହନ୍ତି ଯେତବେେଳେ ସମାନେେ ଗଭୀର ନିଦ୍ରା ୟାଇଥାନ୍ତି।
ପରମେଶ୍ବର ଲୋକଙ୍କୁ ମନ୍ଦ କାର୍ୟ୍ଯରୁ ନିବୃତ କରାଇବାକୁ ଚତାବେନୀ ଶୁଣାନ୍ତି ଏବଂ ଲୋକମାନଙ୍କୁ ଗର୍ବ କରିବାରୁ ବନ୍ଦ କରନ୍ତି।
ରାଜା ଉତ୍ତର କରି କହିଲେ, ଦେଖ, ମୁଁ ଅଗ୍ନି କୁଣ୍ତ ରେ ଗ୍ଭରିଟି ମୁକ୍ତ ଲୋକ ବିଚରଣ କରୁଥିବାର ଦେଖୁଛି। ଆଉ ସମାନେେ ଦଗ୍ଧିଭୂତ ହାଇେ ନାହାଁନ୍ତି ଓ ଚତୁର୍ଥ ଲୋକଟି ଦବପେୁତ୍ର ସଦୃଶ।
କିନ୍ତୁ ଯୋଷଫେ ଯେତବେେଳେ ଏକଥା ଭାବୁଥିଲେ, ସେତବେେଳେ ସ୍ବପ୍ନ ରେ ଦର୍ଶନ ପାଇଲେ ପ୍ରଭୁଙ୍କର ଜଣେ ଦୂତ ତାହାଙ୍କ ପାଖକୁ ଆସି କହିଲେ, ହେ ଦାଉଦଙ୍କ ସନ୍ତାନ ଯୋଷଫେ ତୁମ୍ଭେ ମରିୟମଙ୍କୁ ଆପଣା ସ୍ତ୍ରୀ ରୂପେ ଗ୍ରହଣ କରିବାକୁ ଭୟ କରନାହିଁ। କାରଣ ତାହାଙ୍କ ଗର୍ଭ ରେ ଥିବା ଶିଶୁଟି ପବିତ୍ର ଆତ୍ମାଙ୍କର।
କିନ୍ତୁ ପରମେଶ୍ବର ସମାନଙ୍କେୁ େ ହରୋଦଙ୍କ ପାଖକୁ ଫରେି ନ ୟିବାକୁ ସ୍ବପ୍ନ ରେ ସାବଧାନ କରାଇ ଦେଲେ। ତେଣୁ ସମାନେେ ଅନ୍ୟ ଏକ ପଥ ଦଇେ ନିଜ ଦେଶକୁ ଫରେିଗଲେ।
ଦେଖିଲେ ଯେ, ପଣ୍ଡିତମାନେ ତାହାଙ୍କୁ ବୋକା ବନଇେ ଦଇଛନ୍ତି। ସେ ଖୁବ୍ ରାଗିଗଲେ। ସେ ପଣ୍ଡିତମାନଙ୍କ ଠାରୁ ଶିଶୁପୁତ୍ରଟିର ଜନ୍ମ ସମୟ ଜାଣିଥିଲେ। ତାହା ଦୁଇବର୍ଷ ତଳର କଥା ହାଇେଥିବାରୁ ସେ ବେଥ୍ଲହେିମ ଓ ତା' ଆଖପାଖ ଅଞ୍ଚଳର ଦୁଇବର୍ଷ ବା ତାଠାରୁ କମ୍ ବୟସର ସବୁ ଶିଶୁପୁତ୍ରଙ୍କୁ ହତ୍ଯା କରିବାକୁ ଆଦେଶ ଦେଲେ।
େ ହରୋଦଙ୍କ ମୃତ୍ଯୁ ପରେ ମିସର ରେ ୟୋସାଫଙ୍କୁ ସ୍ବପ୍ନ ରେ ପ୍ରଭୁ ପରମେଶ୍ବରଙ୍କର ଜଣେ ଦୂତ ଦଖାଦେେଲେ।
କିନ୍ତୁ ୟୋ ସଫେ ଶୁଣିଲେ ଯେ, େ ହରୋଦଙ୍କ ମୃତ୍ଯୁ ପରେ ତାହାଙ୍କ ପୁଅ ଆର୍ଖିଲାୟ ୟିହୂଦା ରେ ରାଜା ହାଇେଛନ୍ତି। ତେଣୁ ସେ ସଠାେକୁ ୟିବାକୁ ଭୟ କଲେ। କିନ୍ତୁ ପରମେଶ୍ବରଙ୍କ ଠାରୁ ସ୍ବପ୍ନ ରେ ଆଦେଶ ପାଇ ୟୋ ସଫେ ଗାଲିଲୀ ପ୍ରଦେଶକୁ ଗଲେ।
ଗୋଟିଏ ନଗର ରେ ସମାନେେ ତୁମ୍ଭକୁ ଯାତନା ଦେଲେ ତୁମ୍ଭେ ଅନ୍ୟ ନଗରକୁ ପଳାଅ। ମୁଁ ତୁମ୍ଭକୁ ସତ୍ଯ କହୁଛି ଇଶ୍ରାୟେଲ ସମସ୍ତ ନଗରୀ ରେ ତୁମ୍ଭର ଭ୍ରମଣ ସରିବା ପୂର୍ବରୁ ମନୁଷ୍ଯ ପୁତ୍ର ପୁନର୍ବାର ଆସିବେ।
କିନ୍ତୁ ପ୍ରଭୁଙ୍କର ଜଣେ ଦୂତ ରାତି ରେ ସହେି କାରାଗାରର କବାଟ ଖାଲିେ ସମାନଙ୍କେୁ ବାହାର କରି ଦେଲେ ଓ କହିଲେ,
ସେ ନୂଆ ରାଜା ଆମ୍ଭ ଲୋକଙ୍କ ପ୍ରତି ନିଷ୍ଠୁର ଥିଲେ। ସେ ଆମ୍ଭ ପୂର୍ବପୁରୁଷମାନଙ୍କ ପ୍ରତି ଦୁର୍ବ୍ଯବହାର କଲେ। ରାଜା ସମାନଙ୍କେର ଶିଶୁମାନଙ୍କୁ ମାରିବା ପାଇଁ ବାହା ରେ ପକଇଦେବୋକୁ ସମାନଙ୍କେୁ ବଧ୍ଯ କଲେ।
ଏହା କହି ସ୍ବର୍ଗଦୂତ ଚ଼ାଲିଗଲେ। ଏହାପରେ କର୍ଣ୍ଣୀଲିୟ ନିଜର ବ୍ଯକ୍ତିଗତ ସହକାରୀ ମଧ୍ଯରୁ ତାହାଙ୍କର ଦୁଇଜଣ ସବେକ ଓ ଜଣେ ନିଷ୍ଠାପର ସୈନିକକୁ ଡାକିଲେ।
ସମାନେେ ତାହାଙ୍କୁ କହିଲେ, ଆମ୍ଭମାନଙ୍କେୁ ସୈନ୍ଯବାହିନୀର ଅଧିକାରୀ କର୍ଣ୍ଣୀଲିୟ ପଠାଇଛନ୍ତି। ସେ ପରମେଶ୍ବରଙ୍କୁ ଭୟ କରୁଥିବା ଜଣେ ଉତ୍ତମ ବ୍ଯକ୍ତି। ତାହାଙ୍କୁ ଯିହୂଦୀମାନେ ବହୁତ ସମ୍ମାନ ଦିଅନ୍ତି। ଜଣେ ପବିତ୍ର ସ୍ବର୍ଗଦୂତ କର୍ଣ୍ଣୀଲିୟଙ୍କୁ ଦର୍ଶନ ଦଇେ ତୁମ୍ଭକୁ ତାହାଙ୍କ ଘରକୁ ନିମନ୍ତ୍ରଣ କରିବା ପାଇଁ କହିଛନ୍ତି, ଯେପରି ସେ ତୁମ୍ଭ ନିକଟରୁ କଥା ଶୁଣିପାରନ୍ତି।
ତା'ପରେ ପିତର ଜାଣିପାରିଲେ ତାହାଙ୍କୁ ଯାହା ସବୁ ଘଟିଗଲା ଏବଂ କହିଲେ, ମୁଁ ବର୍ତ୍ତମାନ ଜାଣିଲି, ଏହା ପ୍ରକୃତ ରେ ସତ୍ଯ ଅଟେ। ପ୍ରଭୁ ପ୍ରକୃତ ରେ ତାହାଙ୍କ ସ୍ବର୍ଗଦୂତଙ୍କୁ ପଠାଇ େ ହରୋଦଙ୍କ କବଳରୁ ମାେତେ ଉଦ୍ଧାର କଲେ ଓ ଯିହୂଦୀୟମାନଙ୍କ ସମସ୍ତ ମନ୍ଦ ଆଶାକୁ ବ୍ଯର୍ଥ କଲେ।
କାରାଧ୍ଯକ୍ଷ ପାଉଲଙ୍କୁ କହିଲେ ଯେ, ବିଚ଼ାରକର୍ତ୍ତାମାନେ ଆପଣମାନଙ୍କୁ ଛାଡ଼ି ଦବୋପାଇଁ କହି ପଠାଇଛନ୍ତି। ତେଣୁ ଆପଣମାନେ ବର୍ତ୍ତମାନ ବାହାରକୁ ଶାନ୍ତି ରେ ଯାଇପାରନ୍ତି।
ପରମେଶ୍ବର କବେେ ହେଲେ କୌଣସି ସ୍ବର୍ଗଦୂତକୁ କହିଛନ୍ତି କି ଯେ :
ତାହାର ଲାଙ୍ଗୁଳ ଆକାଶର ତାରାଗଣ ମଧ୍ଯରୁ ଏକତୃତୀଯାଂଶ ତାରାକୁ ଟାଣିଆଣି ପୃଥିବୀ ରେ ନିକ୍ଷପେ କଲା। ସହେି ସାପ, ପ୍ରସବ କରିବାକୁ ଯାଇଥିବା ସହେି ନାରୀଙ୍କ ସାମନା ରେ ଠିଆ ହାଇେ ରହିଲା। ତାହାଙ୍କର ସନ୍ତାନ ଜନ୍ମ ହବୋ ମାତ୍ ରେ ତାହାକୁ ଖାଇବା ଉଦ୍ଦେଶ୍ଯ ରେ ସେ ପ୍ରସ୍ତୁତ ହାଇଗେଲା।
ସହେି ସ୍ତ୍ରୀଲୋକଟି, ପରମେଶ୍ବର ତା' ପାଇଁ ପ୍ରସ୍ତୁତ କରି ରଖିଥିବା ମରୁଭୂମିର ଗୋଟିଏ ସ୍ଥାନକୁ ଚାଲିଗଲା। ସଠାେରେ ତା'ର ଯତ୍ନ 1260 ଦିନ ପର୍ୟ୍ଯନ୍ତ ନିଆୟିବ।
କିନ୍ତୁ ସହେି ନାରୀକୁ ବୃହତ୍ ଉତ୍କ୍ରୋଶ ପକ୍ଷୀର ଦୁଇଟି ପକ୍ଷ ଦିଆଗଲା। ତେଣୁ ସେ ମରୁଭୂମିରେ ତା'ପାଇଁ ପ୍ରସ୍ତୁତ ହାଇେଥିବା ସ୍ଥାନକୁ ଉଡ଼ିଯାଇ ପାରିଲା। ସଠାେରେ ସାପଠାରୁ ସୁରକ୍ଷା ପାଇଁ ସାଢ଼େ ତିନି ବର୍ଷ ପର୍ୟ୍ଯନ୍ତ ତାହାଙ୍କର ଯତ୍ନ ନିଆୟିବ।