ମାଶାେ ସହେି ଲୋକଟି ସହିତ ବାସ କରିବା ପାଇଁ ରାଜି ହେେଲ। ରୁଯଲେ ତାଙ୍କର କନ୍ଯା ସିପ୍ପୋରାକୁ ମାଶାଙ୍କେ ସହିତ ବିବାହ ଦେଲେ।
Cross references
ମୁଁ ତୁମ୍ଭ ପାଇଁ କୋଡ଼ିଏ ବର୍ଷ କଠିନ ପରିଶ୍ରମ କରିଅଛି। ସହେି ସମସ୍ତ ସମୟରେ ତୁମ୍ଭର ମଷେ ଓ ଛଳେିଗୁଡ଼ିକ ଗର୍ଭପାତ ହାଇନୋହିଁ, କିମ୍ବା ମୁଁ ସଗେୁଡ଼ିକୁ ଖାଇୟାଇ ନାହିଁ।
ସହେି ଶିଶୁଟି ବଢିବାକୁ ଲାଗିଲା ଏବଂ କିଛି ଦିନ ପରେ ସହେି ସ୍ତ୍ରୀ ଲୋକଟି ରାଜକନ୍ଯାକୁ ସହେି ଶିଶୁଟିକୁ ଫରୋଇ ଦଲୋ। ରାଜକନ୍ଯା ସହେି ଶିଶୁଟିକୁ ନିଜର ସନ୍ତାନ ଭାବରେ ଗ୍ରହଣ କଲେ। ସେ ତା'ର ନାମ ମାଶାେ ଦେଲେ, କାରଣ ସେ ଜଳରୁ ତାଙ୍କୁ ଉଦ୍ଧାର କରି ଆଣିଥିଲେ।
ଯିଥ୍ରୋ ମାଶାଙ୍କେର ଶ୍ବଶୁର ଥିଲେ। ଯିଥ୍ରୋମିଦିଯନୀଯମାନଙ୍କ ଯାଜକ ଥିଲେ। ମାଶାେ ତାଙ୍କ ଶ୍ବଶୁରଙ୍କର ମଷେପଲମାନଙ୍କର ଯତ୍ନ ନେଉଥିଲେ। ଦିନେ ମାଶାେ ତାଙ୍କ ମଷେପଲଙ୍କୁ ମରୁଭୂମିର ପଶ୍ଚିମପଟକୁ ଆଗଇେ ନେଲେ। ମାଶାେ ହାରେବେ ନାମକ ଏକ ପର୍ବତକୁ ଗଲେ, ଯାହାକି ପରମେଶ୍ବରଙ୍କର ପର୍ବତ ଥିଲା।
ତେଣୁ ମାଶାେ ତାଙ୍କର ପୁତ୍ରକନ୍ଯମାନଙ୍କୁ ଗଧ ରେ ବସାଇ ମିଶର ଅଭିମୁଖେ ବାହାରିଲେ। ମାଶାେ ତାଙ୍କର ଆଶାବାଡ଼ି ସଙ୍ଗ ରେ ନେଲେ ଏବଂ ପରମେଶ୍ବରଙ୍କ ଶକ୍ତି ତାଙ୍କ ସହିତ ଥିଲା।
କିନ୍ତୁ ସିପ୍ପୋରା ଏକ ତିକ୍ଷ୍ଣ ଅସ୍ତ୍ରଧରି ଆପଣା ପୁତ୍ରକୁ ସୁନ୍ନତ କଲା ଏବଂ ସହେି ଚର୍ମଟି ତାଙ୍କ ଚରଣ ତଳେ ପକାଇ କହିଲା, ତୁମ୍ଭେ ମାହେର ରକ୍ତ ରଂଜିତ ସ୍ବାମୀ।
ତେଣୁ ଯିଥ୍ରୋ ମାଶାଙ୍କେ ନିକଟକୁ ଗଲେ। ଯେତବେେଳେ ମାଶାେ ପରମେଶ୍ବରଙ୍କ ପର୍ବତ ସୀନ ରେ ଥିଲେ। ଯିଥ୍ରୋ ମାଶାଙ୍କେର ସ୍ତ୍ରୀ ସିପୋରାକୁ ସାଙ୍ଗ ରେ ନଇଗେଲେ। ସିପୋରା ମାଶାଙ୍କେ ପଖ ରେ ନଥିଲେ କାରଣ ମାଶାେ ତାଙ୍କୁ ତାଙ୍କ ପିତାଙ୍କ ଗୃହକୁ ପଠାଇ ଦଇେଥିଲେ।
ତା'ପରେ ମାଶାେ ଆପଣା ଶ୍ବଶୁର ମିଦିଯନୀଯ ରୁଯଲରେ ପୁତ୍ର ହୋବବକୁ କହିଲେ, ଆମ୍ଭମାନେେ ସହେି ସ୍ଥାନକୁ ୟାଯଅଛୁ, ଯାହା ସଦାପ୍ରଭୁ କହିଥିଲେ, ସେ ଆମ୍ଭମାନଙ୍କୁ ଦବେେ, ଆମ୍ଭମାନଙ୍କ ସାଙ୍ଗ ରେ ଆସ। ଆମ୍ଭମାନେେ ତୁମ୍ଭର ମଗଂଳ କରିବା। କାରଣ ସଦାପ୍ରଭୁ ଇଶ୍ରାୟେଲ ବିଷଯ ରେ ମଙ୍ଗଳ ପ୍ରତିଜ୍ଞା କରିଛନ୍ତି।
ମାଶାେ ଏକ କୁଶୀଯା ସ୍ତ୍ରୀକି ବିବାହ କରିଥିଲେ, ଏଣୁ ମରିଯମ ଓ ହାରୋଣ ସହେି କୁଶୀଯା ସ୍ତ୍ରୀ ସକାଶୁ ମାଶାଙ୍କେ ବିରୁଦ୍ଧ ରେ କଥା କହିଲେ।
ମୁଁ ଏପରି କହିବାର କାରଣ ନୁହେଁ ଯେ ମୁଁ କୌଣସି ବିଷୟ ଚାହୁଁଛି। କାରଣ ମାରେବର୍ତ୍ତମାନ ଯାହା ଅଛି ଏବଂ ଯାହା ମାେ ପାଇଁ ଘଟୁଛି, ସେଥି ରେ ସନ୍ତୁଷ୍ଟ ରହିବାକୁ ମୁଁ ଶିଖିଛି।
ଯଦି ଜଣେ ଲୋକ ତା ପାଖ ରେ ଯାହା ଅଛି, ସତେିକି ରେ ସନ୍ତୁଷ୍ଟ ରହେ, ତା ହେଲେ ପ୍ରକୃତ ରେ ପରମେଶ୍ବରଙ୍କ ସବୋ ଦ୍ବାରା ସହେି ଲୋକ ବହୁତ ଧନୀ ହାଇଯୋଏ।
ସେ ପାପର କ୍ଷଣକ ସୁଖଭୋଗ କରିବା ପାଇଁ ଚାହିଁଲେ ନାହିଁ। ତା' ପରିବର୍ତେ ସେ ଈଶ୍ବରଙ୍କ ଲୋକମାନଙ୍କ ସହ୍ଯ ହେଉଥିବା ଦୁର୍ବ୍ଯବହାର ସହିବା ପସନ୍ଦ କଲେ। ନିଜର ବିଶ୍ବାସ ହତେୁ ସେ ଏପରି କଲେ।
ନିଜ ଜୀବନକୁ ଧନର ଲୋଭରୁ ମୁକ୍ତ ରଖ। ତୁମ୍ଭମାନଙ୍କ ପାଖ ରେ ଯାହା ଅଛି, ସେଥି ରେ ସନ୍ତାଷେ ଲାଭ କର। ପରମେଶ୍ବର କହିଛନ୍ତି :
ସହେିପରି ଜଣେ ଧନୀ ବିଶ୍ବାସୀ ଯେ ଆତ୍ମିକ ଭାବରେ ଗରିବ, ତାହା ପରମେଶ୍ବର ତାହାକୁ ଦଖାଇେ ଦଇେଥିବାରୁ, ସେ ଗର୍ବ କରିବା ଉଚିତ। ଧନୀଲୋକ ଜଣକ ଘାସର ଫୁଲ ଭଳି ଝଡ଼ିପଡ଼ି ମରିୟିବ।