Home Bibles ☰ Books ଯାତ୍ରା ପୁସ୍ତକ 18:2 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 18:2 · ଓଡ଼ିଆ ବାଇବେଲ

ତେଣୁ ଯିଥ୍ରୋ ମାଶାଙ୍କେ ନିକଟକୁ ଗଲେ। ଯେତବେେଳେ ମାଶାେ ପରମେଶ୍ବରଙ୍କ ପର୍ବତ ସୀନ ରେ ଥିଲେ। ଯିଥ୍ରୋ ମାଶାଙ୍କେର ସ୍ତ୍ରୀ ସିପୋରାକୁ ସାଙ୍ଗ ରେ ନଇଗେଲେ। ସିପୋରା ମାଶାଙ୍କେ ପଖ ରେ ନଥିଲେ କାରଣ ମାଶାେ ତାଙ୍କୁ ତାଙ୍କ ପିତାଙ୍କ ଗୃହକୁ ପଠାଇ ଦଇେଥିଲେ।

Cross references

ଯାତ୍ରା ପୁସ୍ତକ 2:21

ମାଶାେ ସହେି ଲୋକଟି ସହିତ ବାସ କରିବା ପାଇଁ ରାଜି ହେେଲ। ରୁଯଲେ ତାଙ୍କର କନ୍ଯା ସିପ୍ପୋରାକୁ ମାଶାଙ୍କେ ସହିତ ବିବାହ ଦେଲେ।

ଯାତ୍ରା ପୁସ୍ତକ 4:25

କିନ୍ତୁ ସିପ୍ପୋରା ଏକ ତିକ୍ଷ୍ଣ ଅସ୍ତ୍ରଧରି ଆପଣା ପୁତ୍ରକୁ ସୁନ୍ନତ କଲା ଏବଂ ସହେି ଚର୍ମଟି ତାଙ୍କ ଚରଣ ତଳେ ପକାଇ କହିଲା, ତୁମ୍ଭେ ମାହେର ରକ୍ତ ରଂଜିତ ସ୍ବାମୀ।

Interlinear

Choose Theme