Home Bibles ☰ Books ଯାତ୍ରା ପୁସ୍ତକ 18:16 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 18:16 · ଓଡ଼ିଆ ବାଇବେଲ

ସମାନଙ୍କେର କୌଣସି ବିବାଦ ହେଲ, ମାେ ପାଖକୁ ଆସନ୍ତି। ତହିଁରେ ମୁଁ ବାଦୀ ଓ ପ୍ରତିବାଦୀ ମଧିଅରେ ବିଚାର କରେ। ସମାନଙ୍କେୁ ପରମେଶ୍ବରଙ୍କର ବିଧି ଓ ବ୍ଯବସ୍ଥା ସବୁ ଶିକ୍ଷା ଦିଏ।

Cross references

ଯାତ୍ରା ପୁସ୍ତକ 2:13

ତା'ପର ଦିନ ମାଶାେ ଦୁଇଜଣ ଏବ୍ରୀଯ ଲୋକଙ୍କୁ ଦେଖିଲେ। ସମାନେେ ପରସ୍ପର ମଧିଅରେ କଳି କରୁଥିଲେ। ମାଶାେ ଦେଖିଲେ ସମାନଙ୍କେ ମଧ୍ଯରୁ ଜଣଙ୍କର ଦୋଷ ଥିଲା। ମାଶାେ ସହେି ଦୋଷୀ ଲୋକଟିକୁ କହିଲେ, ତୁମ୍ଭେ ଆପଣା ଭାଇକୁ କାହିଁକି ପ୍ରହାର କରୁଛ?

ଯାତ୍ରା ପୁସ୍ତକ 23:7

କୌଣସି ଲୋକକୁ ଅଯଥା ବଦ୍ନାମ କର ନାହିଁ। ତା ନାମ ରେ ମିଥ୍ଯା ଦାବି କର ନାହିଁ। କୌଣସି ନିରୀହ ଲୋକକୁ ଅନ୍ଯାଯ ରେ ସେ ନ କରିଥିବା କର୍ମ ପାଇଁ ଦଣ୍ଡ ଦିଅ ନାହିଁ। ଯଦି କୌଣସି ଲୋକ ଏକ ନିରୀହ ଲୋକକୁ ହତ୍ଯା କରିଥାଏ ତବେେ ମୁଁ ତାକୁ କ୍ଷମା ଦବେି ନାହିଁ।

ଯାତ୍ରା ପୁସ୍ତକ 24:14

ମାଶାେ ପ୍ରାଚୀନବର୍ଗଙ୍କୁ କହିଲେ, ଆମ୍ଭମାନେେ ଯେ ପର୍ୟ୍ଯନ୍ତ ତୁମ୍ଭମାନଙ୍କ ନିକଟକୁ ଫରେି ନ ଆସିଛୁ ସପେର୍ୟ୍ଯନ୍ତ ତୁମ୍ଭମାନେେ ଏହିଠା ରେ ଥାଅ। ଦେଖ ହାରୋଣ ଓ ହୂର ତୁମ୍ଭମାନଙ୍କ ନିକଟରେ ଅଛନ୍ତି। କାହାର କୌଣସି ବିବାଦର କଥା ଉପସ୍ଥିତ ହେଲେ ସମାନେେ ତାଙ୍କର ନିକଟକୁ ଯିବେ।

ଲେବୀୟ ପୁସ୍ତକ 24:15

ଆଉ ତୁମ୍ଭେ ଇଶ୍ରାୟେଲର ସନ୍ତାନଗଣଙ୍କୁ କୁହ ଯେ କହେି ଆପଣା ପରମେଶ୍ବରଙ୍କୁ ଅଭିଶାପ ଦିଏ, ସେ ଆପଣା ପାପ ବହିବ।

ଗଣନା ପୁସ୍ତକ 15:35

ତା'ପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ସେ ମନୁଷ୍ଯକୁ ଆଇନ ସଂଗତ ଦଣ୍ତ ଦିଆୟିବ। ସମଗ୍ର ମଣ୍ତଳୀ ତାହାକୁ ଛାଉଣୀ ବାହା ରେ ପଥର ପକାଇ ବଧ କରିବେ।

ଗଣନା ପୁସ୍ତକ 27:6

ତହୁଁ ସଦାପ୍ରଭୁ ମାଶାଙ୍କେୁ କହିଲେ,

ଗଣନା ପୁସ୍ତକ 36:6

ସଦାପ୍ରଭୁ ସଲଫାଦରଙ୍କ କନ୍ଯାମାନଙ୍କ ସମ୍ବନ୍ଧ ରେ ଏହି ନିଷ୍ପତ୍ତି ଦଇେ, ତୁମ୍ଭେ ନିଜ ଇଚ୍ଛା ଅନୁସାରେ କହେି ଜଣଙ୍କୁ ବିବାହ କରିପାର, କିନ୍ତୁ ନିଜ ପିତୃ ପରିବାରବର୍ଗର କୌଣସି ବ୍ଯକ୍ତିଙ୍କୁ ବିବାହ କରିବା ଉଚିତ୍।

ଦିତୀୟ ବିବରଣ 4:5

ହିଁ ଦେଖ, ସଦାପ୍ରଭୁ ମାରେ ପରମେଶ୍ବର ମାେତେ ଯେପରି ଆଜ୍ଞା ଦେଲେ, ମୁ ସହେି ବ୍ଯବସ୍ଥାସବୁ ଶିକ୍ଷା ଦଲେି। ମୁ ତୁମ୍ଭମାନଙ୍କୁ ସହେିପରି ବ୍ଯବସ୍ଥା ଓ ବିଧି ଶିକ୍ଷା ଦଇେଅଛି, ଯେପରି ତୁମ୍ଭମାନେେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ, ସହେି ଦେଶ ରେ ତୁମ୍ଭମାନେେ ସମାନଙ୍କେ ଅନକ୍ସ୍ଟସା ରେ ବାସ କରିବ।

ଦିତୀୟ ବିବରଣ 5:1

ମାଶାେ ସମସ୍ତ ଇଶ୍ରାୟେଲ ଲୋକମାନଙ୍କୁ ଡାକି ଏକତ୍ରିତ କଲେ ଏବଂ ସମାନଙ୍କେୁ କହିଲେ, ହେ ଇଶ୍ରାୟେଲୀୟ ଲୋକମାନେ ଶକ୍ସ୍ଟଣ ମୁ ତୁମ୍ଭକୁ ସଦାପ୍ରଭୁଙ୍କର ବ୍ଯବସ୍ଥା ଓ ବିଧି ସବୁ କହକ୍ସ୍ଟଅଛି। ଏହି ବିଧିସବୁ ଗ୍ରହଣ କର ଓ ପାଳନ କର।

ଦିତୀୟ ବିବରଣ 6:1

ଏହିସବୁ ଆଜ୍ଞା, ବ୍ଯବସ୍ଥା ଓ ବିଧି ତୁମ୍ଭମାନଙ୍କୁ ଶିକ୍ଷା ଦବୋପାଇଁ, ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ମାେତେ କହିଲେ। ତୁମ୍ଭମାନେେ ଯେଉଁ ଦେଶ ଅଧିକାର କରିବାକୁ ପାର ହାଇେ ଯାଉଅଛ, ସଦେି ଦେଶ ରେ ତୁମ୍ଭମାନେେ ଏହି ବ୍ଯବସ୍ଥା ପାଳନ କରିବା ଉଚିତ୍।

ଦିତୀୟ ବିବରଣ 17:8

ଏପରି କେତକେ ଘଟିପା ରେ ଯାହାକି ତୁମ୍ଭମାନଙ୍କ ବିଗ୍ଭରପାଇଁ ତୁମ୍ଭମାନଙ୍କୁ କଷ୍ଟ ହାଇପୋ ରେ। ଏପରିକି ରକ୍ତପାତ, ଚକ୍ସ୍ଟକ୍ତି ବିବାଦ, ମଧିଅରେ ଆଘାତ ଦଖାୟୋଏ। ଏପରି ଘଟଣାମାନ ବିଗ୍ଭର ପାଇଁ ଯଦି ତୁମ୍ଭମାନଙ୍କୁ କଠିନ ହକ୍ସ୍ଟଏ, ତବେେ ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କ ନିରୂପିତ ସ୍ଥାନକକ୍ସ୍ଟ ସମସ୍ତେ ଆସିବ।

ଦିତୀୟ ବିବରଣ 17:9

ତୁମ୍ଭେ ଲବେୀ ପରିବାରବର୍ଗର ଯାଜକମାନଙ୍କ ପାଖକକ୍ସ୍ଟ ଓ ବିଗ୍ଭରକର୍ତ୍ତା ନିକଟକକ୍ସ୍ଟ ୟିବା ଉଚିତ୍, ଯେଉଁମାନେ ସେସମୟରେ ଉପସ୍ଥିତ ଥିଲେ। ଆଉ ତୁମ୍ଭମାନେେ ବକ୍ସ୍ଟଝିବ ତହିଁରେ ସମାନେେ ତୁମ୍ଭକୁ ବିଗ୍ଭରର ନିଷ୍ପତ୍ତି ଜଣାଇବେ।

ପ୍ରଥମ ଶାମୁୟେଲ 12:23

ମାେ ପକ୍ଷ ରେ, ମୁ ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କରିବାରକ୍ସ୍ଟ ନିବୃତ ହବେି ନାହିଁ। ଯଦି ମୁ ତୁମ୍ଭମାନଙ୍କ ପାଇଁ ପ୍ରାର୍ଥନା କରିବା ବନ୍ଦ କରି ଦବେି, ତବେେ ମୁ ସଦାପ୍ରଭୁଙ୍କ ବିରକ୍ସ୍ଟଦ୍ଧ ରେ ପାପ କରିବି। ମୁ ତୁମ୍ଭମାନଙ୍କୁ ଉତ୍ତମ ଓ ସତ୍ ଶିକ୍ଷା ଦବୋ ଗ୍ଭଲକ୍ସ୍ଟ ରଖିବି।

Interlinear

Choose Theme