ଯାତ୍ରା ପୁସ୍ତକ 18:17 · ଓଡ଼ିଆ ବାଇବେଲ
କିନ୍ତୁ ମାଶାଙ୍କେ ଶ୍ବଶୁର ତାଙ୍କୁ କହିଲେ, ତୁମ୍ଭର ଏପ୍ରକାର କର୍ମ କରିବା ଠିକ୍ ନୁହେଁ।
Cross references
ଆଦି ପୁସ୍ତକ 20:7
ତେଣୁ ତୁମ୍ଭେ ଅବ୍ରହାମଙ୍କୁ ପୁନ୍ନରାଯ ତାଙ୍କ ସ୍ତ୍ରୀଙ୍କୁ ତାଙ୍କୁ ଫରୋଇଦିଅ। ଅବ୍ରହାମ ଜଣେ ଭବିଷ୍ଯତ୍ବକ୍ତା। ସେ ତୁମ୍ଭ ପାଇଁ ପ୍ରାର୍ଥନା କରିବ। ତୁମ୍ଭେ ବଞ୍ଚି ରହିବ। ତୁମ୍ଭେ ଯଦି ସାରାକୁ ଅବ୍ରହାମକୁ ନ ଫରୋଅ ତବେେ ମୁଁ ତୁମ୍ଭକୁ ପ୍ରତିଜ୍ଞା କରି କହୁଛି ତୁମ୍ଭେ ମରିବ। ଏବଂ ତୁମ୍ଭର ପରିବାର ତୁମ୍ଭ ସହିତ ମୃତ୍ଯୁବରଣ କରିବେ।
ହିତୋପଦେଶ 27:9
ତୈଳ ଓ ସୁଗନ୍ଧିତ ଧୂପ ମନକୁ ଆହ୍ଲାଦିତ କରେ। ମନର ମନ୍ତ୍ରଣାରୁ ଜାତ ମନ୍ତ୍ରର ମିଷ୍ଟତା ତଦ୍ରୁପ କରେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 6:2
ତେଣୁ ପ୍ ରରେିତମାନେ ସଂମ୍ପୂର୍ଣ୍ଣ ଶିଷ୍ଯ ମଣ୍ଡଳୀକୁ ଡ଼ାକି କହିଲେ, ଆମ୍ଭେ ପରମେଶ୍ବରଙ୍କର ବାକ୍ଯ ପ୍ରଚାର ରେ ଅବ ହଳୋ କରିବା ଠିକ୍ ହବେନାହିଁ। ଖାଦ୍ୟ ବଣ୍ଟନ ରେ ସମୟ ଦବୋ ଅପେକ୍ଷା ପ୍ରଚାର କାର୍ୟ୍ଯ ଚାଲୁ ରଖିବା ଆମ୍ଭପକ୍ଷେ ଯଥାର୍ଥ ହବେ।