ଯେତବେେଳେ ତୁମ୍ଭର ଅନ୍ୟ ଖ୍ରୀଷ୍ଟ ବିଶ୍ବାସୀ ବିରୁଦ୍ଧ ରେ ଅଭିଯୋଗ ଥାଏ, ସେତବେେଳେ ତୁମ୍ଭମାନେେ କାହିଁକି ବିଚାରାଳୟର ବିଚାରପତି ନିକଟକୁ ଯାଅ ? ପରମେଶ୍ବରଙ୍କ ଦୃଷ୍ଟି ରେ ସମାନେେ ଧାର୍ମିକ ନୁହଁନ୍ତି। ତେଣୁ ସୁବିଚାର ନିମନ୍ତେ ପରମେଶ୍ବରଙ୍କ ଲୋକ ନିକଟକୁ ନ ଯାଇ ବିଜାତୀୟ ଲୋକ ପାଖକୁ ୟିବାକୁ ଲଜ୍ଜାବୋଧ ହୁଏ ନାହିଁ କି ?
Cross references
ତୁମ୍ଭର କହେି ଭାଇ ଯଦି ତୁମ୍ଭ ବିରୁଦ୍ଧ ରେ ଭୁଲ୍ କାମ କରେ, ତବେେ ସେ ଏକାକୀ ଥିବା ବେଳେ ତା' ନିକଟକୁ ଯାଇ ତାର ଭୁଲ୍ ବିଷୟ ରେ କୁହ। ଯଦି ସେ ତୁମ୍ଭ କଥା ଶୁଣେ, ତବେେ ତୁମ୍ଭେ ତାକୁ ପୁଣି ଥରେ ତୁମ୍ଭର ଭାଇ ହାଇେ ରହିବାକୁ ସାହାୟ୍ଯ କଲ।
ପାଉଲ କହିବା ଆରମ୍ଭ କହିବା ମାତ୍ ରେ ଗାଲ୍ଲିଯୋନ ୟିହୁଦୀୟମାନଙ୍କୁ କହିଲେ, ଯଦି ଏହା କୌଣସି ଅପରାଧ ବା କୌଣସି ସଂାଘାତିକ ଦୁର୍ବବ୍ଯହାର ବିଷୟ ରେ ଅଭିଯୋଗ ହାଇେଥା'ନ୍ତା, ତବେେ ତୁମ୍ଭମାନଙ୍କର କଥା ଶୁଣିବା ମାରେ କର୍ତ୍ତବ୍ଯ ହାଇେଥାନ୍ତା,
ସେ କହିଲେ, ଆମ୍ଭର ବିଚ଼ାରାଳୟ ଅଛି ଓ ବିଚ଼ାରକମାନେ ମଧ୍ଯ ଅଛନ୍ତି। ଯଦି କାହାରି ବିରୁଦ୍ଧ ରେ ଦୀମୀତ୍ରିୟ ବା ତା'ର କାରିଗରମାନଙ୍କର କୌଣସି ଅଭିଯୋଗ ଥାଏ, ସମାନେେ ସଠାେକୁ ଯାଇ ପରସ୍ପର ବିରୁଦ୍ଧ ରେ ଅଭି ଯୋଗ ଆଣି ପାରନ୍ତି।
କରିନ୍ଥଠା ରେ ଥିବା ପରମେଶ୍ବରଙ୍କ ମଣ୍ଡଳୀ, ପୁଣି ଯେଉଁମାନେ ଖ୍ରୀଷ୍ଟଯୀଶୁଙ୍କଠା ରେ ପବିତ୍ର କରାଯାଇଛନ୍ତି ସମାନଙ୍କେ ନିକଟକୁ ଏହି ପତ୍ର ଲଖାେ ଯାଉଅଛି। ତୁମ୍ଭମାନେେ ଈଶ୍ବରଙ୍କ ପବିତ୍ର ଲୋକ ହବୋ ନିମନ୍ତେ ଆହୂତ ହାଇେଅଛ। ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମ ରେ ସର୍ବତ୍ର ଯେଉଁମାନେ ବିଶ୍ବାସ କରନ୍ତି ଏପରି ସବୁ ଖ୍ରୀଷ୍ଟବିଶ୍ବାସୀଙ୍କ ସହିତ ତୁମ୍ଭମାନେେ ଆହୂତ ହାଇେଅଛ।
କିନ୍ତୁ ଏବେ ଜଣେ ଭାଇ ଅନ୍ୟଭାଇ ବିରୁଦ୍ଧ ରେ ଅଦାଲତକୁ ଯାଉଛି, ଓ ଅବିଶ୍ବାସୀ ଲୋକଙ୍କୁ ବିବାଦ ସମାଧାନ ପାଇଁ ସୁଯୋଗ ଦେଉଛି।
ପରମେଶ୍ବର ବିଶୃଙ୍ଖଳାର ପରମେଶ୍ବର ନୁହଁନ୍ତି, କିନ୍ତୁ ସେ ଶାନ୍ତିର ପରମେଶ୍ବର ଅଟନ୍ତି।
ବର୍ତ୍ତମାନ ପରମେଶ୍ବରଙ୍କ ଲୋକମାନଙ୍କର ସାହାୟ୍ଯ ପାଇଁ ଅର୍ଥ ସଂଗ୍ରହ ବିଷୟ ରେ ମୁଁ ଗାଲାତୀୟ ମଣ୍ଡଳୀକୁ ଏ ସର୍କ ରେ ଦଇେ ଥିବା ନିର୍ଦ୍ଦଶମାନେ ତୁମ୍ଭମାନେେ ଅବଶ୍ଯ ପାଳନ କରିବା ଉଚିତ।
ତୁମ୍ଭମାନେେ ସ୍ତିଫାନର ପରିବାରବର୍ଗଙ୍କୁ ଜାଣିଛ। ସମାନେେ ଆଖାଯା ଦେଶର ପ୍ରଥମ ବିଶ୍ବାସୀ ଥିଲେ। ସମାନେେ ପରମେଶ୍ବରଙ୍କ ଲୋକମାନଙ୍କ ସବୋ ରେ ନିଜକୁ ସମର୍ପିତ କରିଛନ୍ତି।