ଆତ୍ମାଙ୍କ ସାହାୟ୍ଯ ରେ ସର୍ବଦା ପ୍ରାର୍ଥନା କର। ସମସ୍ତ ପ୍ରକାରର ପ୍ରାର୍ଥନା କର। ତୁମ୍ଭର ଯାହାକିଛି ଅଭାବ ଥାଏ ତାହା ପାଇଁ ମାଗ। ପ୍ରାର୍ଥନା କରିବା ନିମନ୍ତେ ସର୍ବଦା ପ୍ରସ୍ତୁତ ରୁହ ଏବଂ ସେଥିରୁ କ୍ଷାନ୍ତ ହୁଅ ନାହିଁ। ପରମେଶ୍ବରଙ୍କ ସମସ୍ତ ଲୋକଙ୍କ ଲାଗି ପ୍ରାର୍ଥନା କର।
Cross references
ଯାକୁବ ଏକୁଟିଆ ରହିଗଲେ ଏବଂ ଜଣେ ମନୁଷ୍ଯ ତାଙ୍କ ସହିତ ସକାଳ ପର୍ୟ୍ଯନ୍ତ ମଲ୍ଲ ୟୁଦ୍ଧ କଲେ।
ଯେତବେେଳେ ସେ ସଦାପ୍ରଭୁଙ୍କୁ ଦୀର୍ଘ ସମୟ ଧରି ଏହିପରି ପ୍ରାର୍ଥନା କରୁଥିଲା, ଏଲି ତା'ର ପାଟିକକ୍ସ୍ଟ ଦେଖକ୍ସ୍ଟଥିଲା।
ହେ ସଦାପ୍ରଭୁ ପରମେଶ୍ବର, ଦୟାକରି ମାରେତଥା ଇଶ୍ରାୟେଲର ସମସ୍ତ ଲୋକଙ୍କର ପ୍ରାର୍ଥନା ଶୁଣ। ସମାନେେ ଯେତବେେଳେ ପ୍ରାର୍ଥନା କରନ୍ତି, ସେ ସମୟରେ ତାହା ଶୁଣ।
ଏହି ପ୍ରାର୍ଥନା କଲା ବେଳେ ରାଜା ଶଲୋମନ ୟଜ୍ଞବଦେୀ ସମ୍ମୁଖ ରେ ଆଣ୍ଠୁମାଡି ଓ ସ୍ବର୍ଗଆଡେ ହସ୍ତ ପ୍ରସାରଣ କଲେ। ତା'ପରେ ସେ ଛିଡା ହେଲେ ଓ ପ୍ରାର୍ଥନା ସମାପ୍ତ କଲେ।
ମୁଁ ସଦାପ୍ରଭୁ ଆମ୍ଭର ପରମେଶ୍ବରଙ୍କ ସମ୍ମୁଖ ରେ ମାରେ ପ୍ରାର୍ଥନା ଓ ଅନୁ ରୋଧ ସର୍ବଦା ମନେ ରଖିବାକୁ, ଦିନ ଓ ରାତି ଆମ୍ଭ ପାଇଁ ଏହିସବୁ କରିବାକୁ ଓ ତାଙ୍କର ସବେକ ଓ ତାଙ୍କର ଇଶ୍ରାୟେଲର ଲୋକମାନଙ୍କର ଆବଶ୍ଯକତାର ଯତ୍ନ ନବୋକୁ ଆଗ୍ରହପୂର୍ଣ୍ଣ ସହିତ ପ୍ରାର୍ଥନା କରୁଛୁ।
ସଦାପ୍ରଭୁ ତାଙ୍କୁ କହିଲେ, ତୁମ୍ଭେ ଆମ୍ଭକୁ ଆଗ୍ରହ ଭାବରେ ଯେଉଁ ପ୍ରାର୍ଥନା ଓ ବିନତି କରିଅଛ, ତାହା ଆମ୍ଭେ ଶୁଣିଅଛୁ। ଆମ୍ଭ ନାମକୁ ସଦାକାଳ ସମ୍ମାନ କରିବା ନିମନ୍ତେ ତୁମ୍ଭେ ଏହି ଯେଉଁ ମନ୍ଦିର ନିର୍ମାଣ କରିଅଛ, ତାହା ଆମ୍ଭେ ପବିତ୍ର କଲୁ, ଆମ୍ଭେ ତୁମ୍ଭଙ୍କୁ କଥା ଦଇେଅଛୁ ଯେ, ଆମ୍ଭର ଧ୍ଯାନ ଓ ପ୍ ରମେ ମନ୍ଦିର ପ୍ରତି ରହିବ।
ଆହୁରି ମଧ୍ଯ ସମାନଙ୍କେ ବିନାଶାର୍ଥେ ଯେଉଁ ଆଜ୍ଞାପତ୍ର ଶୂଶନ ରେ ଦଇେଥିଲା, ତହିଁର ଏକ କପି ଏଷ୍ଟରକୁ ଦଖାଇେ ଜ୍ଞାତ କରାଇବାକୁ ଦଲୋ। ଆଉ ଏଷ୍ଟର ଯେପରି ଆପଣା ଲୋକମାନଙ୍କ ପାଇଁ ରାଜାଙ୍କ ଛାମୁ ରେ ପ୍ରବେଶ କରି ତାହାଙ୍କ ନିକଟରେ ନିବଦନେ ଓ ଅନୁ ରୋଧ କରିବ ଏପରି ଆଦେଶ କରିବାକୁ କହିଲା।
ସହେି ଲୋକ କ'ଣ ସର୍ବଶକ୍ତିମାନଙ୍କୁ ଗୁହାରି କରି ଆନନ୍ଦ ଅନୁଭବ କରିବ। ସେ ସବୁ ସମୟରେ ପରମେଶ୍ବରଙ୍କୁ ଡ଼ାକିବା ଉଚିତ ଥିଲା।
ହେ ମାରେ ଧର୍ମସ୍ବରୂପ ପରମେଶ୍ବର, ମାେତେ ଉତ୍ତର ଦିଅ। ମୁଁ ଯେତବେେଳେ ତୁମ୍ଭକୁ ପ୍ରାର୍ଥନା କରୁଛି, ମାରେ ଗୁହାରି ଶୁଣ। ମାେ ପ୍ରତି ସଦଯ ହୁଅ। ମାେତେ ମାରେ ସମସ୍ତ ଦୁଃଖ ୟନ୍ତ୍ରଣାରୁ ମୁକ୍ତି ପ୍ରଦାନ କର।
ସଦାପ୍ରଭୁ ମାରେ ପ୍ରାର୍ଥନା ଶୁଣିଛନ୍ତି। ସଦାପ୍ରଭୁ ମାରେ ପ୍ରାର୍ଥନାକୁ ଗ୍ରହଣ କରିଛନ୍ତି ଓ ମାରେ ପ୍ରାର୍ଥନାର ଉତ୍ତର ମଧ୍ଯ ଦଇେଛନ୍ତି।
ହେ ସଦାପ୍ରଭୁ, ସଙ୍କଟ ସମୟରେ ସମାନେେ ତୁମ୍ଭକୁ ପ୍ରାର୍ଥନା କରିଛନ୍ତି। ଯେତବେେଳେ ତୁମ୍ଭେ ସମାନଙ୍କେୁ ଶାସ୍ତି ଦଲେ, ସମାନେେ ତୁମ୍ଭଙ୍କୁ ପ୍ରାର୍ଥନା ରେ ଡାକିଲେ।
ଦାନିୟେଲ ସର୍ବଦା ପ୍ରତିଦିନ ତିନିଥର ପରମେଶ୍ବରଙ୍କୁ ପ୍ରାର୍ଥନା କରୁଥିଲେ। ଯେତବେେଳେ ନୂତନ ବିଧି ବିଷଯ ରେ ଲଖାେ ସ୍ବାକ୍ଷାରିତ ହାଇେଅଛି ବୋଲି ଦାନିୟେଲ ଜାଣିଲେ ସେ ଆପଣା ଗୃହକୁ ଆସିଲେ। ତାହାଙ୍କ କଠାେରୀର ଝରକା ୟିରୁଶାଲମ ଆଡେ ମଲୋ ଥିଲା। ସେ ପୂର୍ବରୁ ଆଣ୍ଠୁମାଡି ଦିନ ମଧିଅରେ ତିନିଥର ପ୍ରାର୍ଥନା କଲେ ଓ ଆପଣା ପରମେଶ୍ବରଙ୍କୁ ଧନ୍ଯବାଦ ପ୍ରଦାନ କଲେ।
ମୁଁ ସହେିସବୁ କଥା ପରମେଶ୍ବରଙ୍କୁ ପ୍ରାର୍ଥନା ରେ ନିବଦନେ କରୁଥିଲି। ମାରେ ପାପ ଓ ଇଶ୍ରାୟେଲ ଲୋକଙ୍କର ପାପ ସ୍ବୀକାର କରୁଥିଲି। ଆଉ ମାରେ ପରମେଶ୍ବରଙ୍କ ପବିତ୍ର ପର୍ବତ ନିମନ୍ତେ ମାରେ ପରମେଶ୍ବର ସଦାପଭୁଙ୍କ ଛାମୁ ରେ ମାରେ ନିବଦନେ ଉତ୍ସର୍ଗ କରୁଥିଲି।
ଯାକୁବ ପରମେଶ୍ବରଙ୍କ ଦୂତ ସହିତ ମଲ୍ଲୟୁଦ୍ଧ କରୁଥିଲା ଏବଂ ଜିତୁଥିଲା। ସେ ଚିତ୍କାର କରି ପ୍ରଭୁକୃପା ମାଗୁଥିଲା। ଏହା ବୈଥଲ୍ ରେ ଘଟିଥିଲା। ସହେିସ୍ଥାନ ରେ ସେ ପରମେଶ୍ବରଙ୍କୁ ପାଇଲା ଓ ତାଙ୍କ ସହିତ କଥା ହେଲା।
ଆମ୍ଭେ ଦାଉଦ ପରିବାର ଓ ୟିରୁଶାଲମ ନିବାସୀଙ୍କ ଉପ ରେ ଦୟା ଓ ବିନତୀର ଆତ୍ମା ବୃଷ୍ଟି କରିବା। ସମାନେେ ଆମ୍ଭକୁ ଦେଖିବେ, ଯାହାକୁ ସମାନେେ ବିନ୍ଧି କଲେ। ଏବଂ ସମାନେେ ଶାେକ କରିବେ। ସମାନେେ ଏପରି ଶାେକ କରିବେ ଯେ, ନିଜର ଏକମାତ୍ର ପୁତ୍ରର ମୃତ୍ଯୁ ରେ ଜଣେ ଯେପରି ଶାେକ କରେ। ସମାନେେ ବ୍ଯାକୁଳ ହାଇେ କାନ୍ଦିବେ, ଯେପରି ଜଣେ ଜେଷ୍ଠପୁତ୍ରର ମୃତ୍ଯୁ ରେ କାନ୍ଦନ୍ତି।
ତା'ପରେ ସେ ସ୍ତ୍ରୀ ଯୀଶୁଙ୍କ ନିକଟକୁ ପୁଣି ଥରେ ଆସିଲା। ସେ ଯୀଶୁଙ୍କୁ ପ୍ରଣାମ କରି କହିଲା, ହେ ପ୍ରଭୁ! ମାେତେ ସାହାୟ୍ଯ କରନ୍ତୁ।
(ଏହିଭଳି ଭୂତମାନେ କବଳେ ଉପବାସ ଏ ପ୍ରାର୍ଥନା ଦ୍ବାରା ବାହାରି ଯାଇ ଥାଆନ୍ତି।)
ତୁମ୍ଭମାନେେ ଜାଗି ରହି ପ୍ରାର୍ଥନା କର ଯେପରି ତୁମ୍ଭମାନେେ ପରୀକ୍ଷା ରେ ନପଡ଼! ଯାହା ଠାକ୍ ତାହା କରିବାକୁ ତୁମ୍ଭମାନଙ୍କର ଆତ୍ମା ଚାହୁଁଛି। କିନ୍ତୁ ତୁମ୍ଭମାନଙ୍କର ଦହେ ଦୁର୍ବଳ।
ସାବଧାନ, ସଦା ବେଳେ ପ୍ରସ୍ତୁତ ରୁହ। କାରଣ ସେ ସମୟ କେତବେେଳେ ପହଞ୍ଚିବ, ତାହା ତୁମ୍ଭମାନେେ ଜାଣିନାହଁ।
ଜାଗି ରୁହ ଓ ପ୍ରାର୍ଥନା କର ଯେ, ତୁମ୍ଭମାନେେ ଯେପରି ପରୀକ୍ଷା ରେ ନ ପଡ। ଯାହା ଠିକ୍, ତୁମ୍ଭର ଆତ୍ମା ତାହା କରିବାକୁ ଚାହୁଁଛି, କିନ୍ତୁ ତୁମ୍ଭର ଶରୀର ଦୁର୍ବଳ।
ନଗୟ ମହଥଙ୍କ ପୁତ୍ର।
ଲମେଖ ମଥୂଶଲହଙ୍କେ ପୁତ୍ର।
ତା'ପରେ ଯୀଶୁ ସମାନଙ୍କେୁ କହିଲେ, ମନକରେ ତୁମ୍ଭମାନଙ୍କ ଭିତରୁ ଜଣେ କହେି ନିଜ ସାଙ୍ଗ ପାଖକୁ ରାତି ରେ ବହୁତ ଡରେି ରେ ଯାଇ କହିଲ, ' ମାରେ ଅନ୍ୟ ସହର ରେ ଜଣେ ବନ୍ଧୁ ମାେତେ ଦଖାେ କରିବାକୁ ଆସିଛନ୍ତି।
ଯୀଶୁ ତାହାଙ୍କ ଶିଷ୍ଯମାନଙ୍କୁ ଉପଦେଶ ଦେଉଥିଲେ ଯେ, ସମାନେେ ସଦାବାଳେ ପ୍ରାର୍ଥନା କରିବା ଉଚିତ। ଏବଂ କବେେ ହେଲେ ଭରସା ହ ରଇବୋ ଉଚିତ ନୁହେଁ। ଯୀଶୁ ସମାନଙ୍କେୁ ଉପଦେଶ ଦବୋପାଇଁ ଏହି ଦୃଷ୍ଟାନ୍ତ କହିଲେ,
ତେଣୁ ସଦା ବେଳେ ପ୍ରସ୍ତୁତ ଥାଅ। ଯେଉଁସବୁ ଘଟଣା ଘଟିବାକୁ ଯାଉଅଛି, ସଗେୁଡିକ ମଧ୍ଯଦଇେ ନିରାପଦ ରେ ଗତି କରିବାକୁ ଶକ୍ତିଲାଭ ପାଇଁ ପ୍ରାର୍ଥନା କର। ତୁମ୍ଭମାନେେ ଆତ୍ମାବିଶ୍ବାସର ସହିତ ମନୁଷ୍ଯପୁତ୍ରଙ୍କ ଆଗ ରେ ଠିଆ ହାଇେ ପାରିବା ପାଇଁ ପ୍ରାର୍ଥନା କରା
ଯୀଶୁ ସମାନଙ୍କେୁ କହିଲେ, ତୁମ୍ଭମାନେେ କାହିଁକି ଶାଇେ ପଡିଛ? ଉଠ ଓ ପରୀକ୍ଷା ରେ ନ ପଡିବାକୁ ତଥା ଶକ୍ତିଲାଭ ପାଇଁ ପାର୍ଥନା କର।
ପ୍ ରରେିତମାନେ ସମସ୍ତେ ଏକାଠି ଥିଲେ ଓ ଗୋଟିଏ ଉଦ୍ଦେଶ୍ଯ ରେ ଏକମନ ହାଇେ ନିରନ୍ତର ପ୍ରାର୍ଥନା କରୁଥିଲେ। ସମାନଙ୍କେ ସହିତ କେତେ ଜଣ ସ୍ତ୍ରୀଲୋକ, ଯୀଶୁଙ୍କ ମାତା ମରିୟମ ଓ ଯୀଶୁଙ୍କର ଭାଇମାନେ ମଧ୍ଯ ଥିଲେ।
ତବେେ ଆମ୍ଭମାନେେ ଆମ୍ଭର ସମସ୍ତ ସମୟ ଶିକ୍ଷାଦାନ ଓ ପ୍ରାର୍ଥନା ରେ ଦଇପୋରିବୁ।
ସେ ଜଣେ ଧାର୍ମିକ ଲୋକ ଥିଲେ ଓ ତାହାଙ୍କ ଗୃହ ରେ ବାସ କରୁଥିବା ଲୋକମାନଙ୍କ ସହ ସେ ସତ୍ଯ ପରମେଶ୍ବରଙ୍କର ଉପାସନା କରୁଥିଲେ। ସେ ଗରିବମାନଙ୍କୁ ବହୁତ ଦାନ ଦେଉଥିଲେ ଓ ସବୁବେଳେ ପରମେଶ୍ବରଙ୍କ ନିକଟରେ ପ୍ରାର୍ଥନା କରୁଥିଲେ।
ତେଣୁ ପିତର କାରାଗାର ରେ ବନ୍ଦୀ ହାଇେ ରହିଲେ। ତାହାଙ୍କ ପାଇଁ ମଣ୍ଡଳୀର ସମସ୍ତେ ପରମେଶ୍ବରଙ୍କ ନିକଟରେ ନିରବଚ୍ଛିନ୍ନ ଭାବରେ ପ୍ରାର୍ଥନା କଲେ।
ଯେଉଁ ଆତ୍ମାଙ୍କୁ ଆମ୍ଭେ ପାଇଛୁ, ସେ ଆତ୍ମା ଆମ୍ଭକୁ ଆଉ ଦାସ ହବୋକୁ ଦବେେ ନାହିଁ କି ଆମ୍ଭ ପାଇଁ ଭୟର କାରଣ ହବେେ ନାହିଁ। ଆମ୍ଭ ଭିତ ରେ ଯେଉଁ ଆତ୍ମା ଅଛନ୍ତି ସେ ଆମ୍ଭକୁ ପରମେଶ୍ବରଙ୍କର ସନ୍ତାନ କରି ଦିଅନ୍ତି। ଓ ସହେି ଆତ୍ମାଙ୍କ ସହିତ ଆମ୍ଭେ କହୁ, 'ପିତା, ପ୍ରିୟ ପିତା।'
ଆତ୍ମା ମଧ୍ଯ ଆମକୁ ସାହାୟ୍ଯ କରୁଛନ୍ତି, ଆମ୍ଭେ ଅତି ଦୁର୍ବଳ କିନ୍ତୁ ଆତ୍ମା ଆମ୍ଭର ଦୁର୍ବଳତା ରେ ଆମ୍ଭକୁ ସାହାୟ୍ଯ କରୁଛନ୍ତି। କଣ ଓ କିପରି ପାର୍ଥନା କରିବା ଉଚିତ୍ ତାହା ଆମ୍ଭେ ଜାଣୁ ନାହୁଁ। କିନ୍ତୁ ଆତ୍ମା ନିଜ ତରଫରୁ ପରମେଶ୍ବରଙ୍କୁ ଆମ୍ଭ ପାଇଁ ପାର୍ଥନା କରନ୍ତି। ଆତ୍ମା ଆମ୍ଭ ପାଇଁ ପରମେଶ୍ବଙ୍କ ଠା ରେ ନିବଦନେ କରନ୍ତି। ଆତ୍ମା ଯେତେ ଗଭୀର ଭାବନା ସହିତ ପରମେଶ୍ବରଙ୍କୁ କୁହନ୍ତି ତାହା ଶବ୍ଦ ରେ ବର୍ଣନା କରା ଯାଇ ପାରିବ ନାହିଁ।
ଭରସା ଥିବାରୁ ପ୍ରସନ୍ନ ରୁହ। ଅସୁବିଧାର ସମ୍ଭୁଖୀନ ହବୋ ବେଳେ ତୁମ୍ଭେ ର୍ଧୈୟ୍ଯ ଧର। ନିରନ୍ତର ପ୍ରାର୍ଥନା କର।
ତୁମ୍ଭମାନେେ ପରମେଶ୍ବରଙ୍କ ସନ୍ତାନ, ସେଥିପାଇଁ ସେ ତୁମ୍ଭମାନଙ୍କ ହୃଦୟ ଭିତ ରେ ନିଜ ପୁତ୍ରଙ୍କ ଆତ୍ମାକୁ ସ୍ଥାପିତ କଲେ। ସହେି ଆତ୍ମା ଆବବା, ପ୍ରିୟ ପିତା ବୋଲି ଡ଼ାକନ୍ତି।
ନିଜର ପ୍ରାର୍ଥନା ରେ ମୁଁ ତୁମ୍ଭମାନଙ୍କୁ ମନେ ପକାଉଛି।
ଯୀଶୁ ଖ୍ରୀଷ୍ଟଙ୍କଠା ରେ ତୁମ୍ଭମାନେେ ଅନ୍ୟମାନଙ୍କ ସହିତ ଏକତ୍ର ନିର୍ମିତ ହେଉଅଛ। ତୁମ୍ଭମାନେେ ଏପରି ଗୋଟିଏ ମନ୍ଦିର ରୂପେ ନିର୍ମିତ ହେଉଛ, ଯେଉଁଠା ରେ ଆତ୍ମାଙ୍କ ମାଧ୍ଯମ ରେ ପରମେଶ୍ବର ବାସ କରନ୍ତି।
ପରମେଶ୍ବରଙ୍କ ଲୋକମାନଙ୍କ ଭିତ ରେ ମୁଁ ଅତି କ୍ଷୁଦ୍ର ଲୋକ ଥିଲି, କିନ୍ତୁ ପରମେଶ୍ବର ମାେତେ ଏହି ଅନୁଗ୍ରହଦାନ ଦେଲେ ଯେପରି ମୁଁ ଅଣଯିହୂଦୀମାନଙ୍କୁ ଖ୍ରୀଷ୍ଟଙ୍କ ଐଶ୍ବର୍ୟ୍ଯପୂର୍ଣ୍ଣ ସୁସମାଚାର କହିବି। ସହେି ଐଶ୍ବର୍ୟ୍ଯଗୁଡ଼ିକ ଏତେ ମହାନ ଯେ ତାହାକୁ ସମ୍ପୂର୍ଣ୍ଣରୂପେ ବୁଝିବା ସମ୍ଭବପର ନୁହେଁ।
ଖ୍ରୀଷ୍ଟଙ୍କ ପ୍ ରମରେ ମହାନତାକୁ ହୃଦୟଙ୍ଗମ କରିବା ପାଇଁ ତୁମ୍ଭକୁ ଓ ପରମେଶ୍ବରଙ୍କ ପବିତ୍ରୀକୃତ ଲୋକମାନଙ୍କୁ ବୁଝିବା ଶକ୍ତି ମିଳୁ। ଯେପରି ତୁମ୍ଭେ ଏହା ମଧ୍ଯ ବୁଝି ପାର ଯେ, ସହେି ପ୍ ରମେ କେତେ ଓସାର, କେତେ ଲମ୍ବା, କେତେ ଉଚ୍ଚ, ଓ କେତେ ଗଭୀର।
ମାେ ପାଇଁ ମଧ୍ଯ ପ୍ରାର୍ଥନା କର। ମୁଁ ଯେପରି ନିର୍ଭୟ ହାଇେ, ସୁସମାଚାରର ନିଗୂଢ଼ ସତ୍ଯ ପ୍ରକାଶ କରିପା ରେ, ସେଥିନିମନ୍ତେ ପରମେଶ୍ବର ମାେତେ ତାହାଙ୍କର ବାକ୍ଯ ପ୍ରଦାନ କଲେ।
େସତେଥର ପରମେଶ୍ବରଙ୍କୁ ଆନନ୍ଦ ସହକା ରେ ପ୍ରାର୍ଥନା ରେ ଧନ୍ଯବାଦ ଦିଏ।