Home Bibles ଯାତ୍ରା ପୁସ୍ତକ 16:25 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 16:25 · ଓଡ଼ିଆ ବାଇବେଲ

ସପ୍ତମ ଦିବସ, ମାଶାେ ଲୋକମାନଙ୍କୁ କହିଲେ, ଆଜି ହେଉଛି ମହାବିଶ୍ରାମର ଦିନ। ସଦାପ୍ରଭୁଙ୍କର ସମ୍ମାନାର୍ଥେ ଏହା ଏକ ମୁଖ୍ଯ ଦିବସ। ତେଣୁ ତୁମ୍ଭମାନେେ କ୍ଷତକେୁ ଆଜି କହେି ନୟାଇ ରଖାୟାଇଥିବା ଖାଦ୍ୟକୁ ଭକ୍ଷଣ କର।

Cross references

ଯାତ୍ରା ପୁସ୍ତକ 16:23

ମାଶାେ ସମାନଙ୍କେୁ କହିଲେ, ଏପରି କରିବାକୁ ସଦାପ୍ରଭୁ କହିଅଛନ୍ତି, କାରଣ ଆସନ୍ତା କାଲି ମହାବିଶ୍ରାମ ଦିନ ଅର୍ଥାତ୍ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପବିତ୍ର ବିଶ୍ରାମ ହବେ। ତୁମ୍ଭମାନେେ ଆଜି ଯେତିକି ଖାଦ୍ୟ ଦରକାର କରୁଛି ତାହା ଆଜି ରନ୍ଧନ କର। କିନ୍ତୁ ଯାହା ବଳିଲା, ତାହା ପ୍ରଭାତ ପର୍ୟ୍ଯନ୍ତ ସଂଚଯ କର।

ଯାତ୍ରା ପୁସ୍ତକ 16:29

ଦେଖ, ସଦାପ୍ରଭୁ ତୁମ୍ଭମାନଙ୍କୁ ବିଶ୍ରାମ ଦିନ ଦବୋ ହତେୁ ଷଷ୍ଠ ଦିନ ରେ ଦୁଇ ଦିନର ଖାଦ୍ୟ ଦିଅନ୍ତି। ତୁମ୍ଭମାନେେ ପ୍ରେତ୍ୟକକ ବିଶ୍ରାମ ଦିନ ରେ ନିଜ ନିଜ ସ୍ଥାନରୁ ବାହାରକୁ ନୟାଇ ନିଜ ନିଜ ସ୍ଥାନ ରେ ଥାଅ।

ନିହିମିୟା 9:14

ସମାନଙ୍କେୁ ଆପଣାର ପବିତ୍ର ବିଶ୍ରାମ ଦିନ ଜ୍ଞାତ କରାଇଲ। ଆପଣା ଦାସ ମାଶାଙ୍କେ ହସ୍ତ ରେ ସମାନଙ୍କେୁ ଆଜ୍ଞା ଓ ବିଧି ବ୍ଯବସ୍ଥା ଆଦେଶ କଲ।

Interlinear

Choose Theme