ଯାତ୍ରା ପୁସ୍ତକ 16:26 · ଓଡ଼ିଆ ବାଇବେଲ
ତୁମ୍ଭମାନେେ ଛଅଦିନ ତାହା ସଂଗ୍ରହ କରିବ, ମାତ୍ର ଶନିବାର ଦିନ ବିଶ୍ରାମବାର ଅଟେ। ତହିଁରେ କିଛି ମିଳିବ ନାହିଁ।
Cross references
ଯାତ୍ରା ପୁସ୍ତକ 20:9
ଛଅ ଦିନ ରେ ଆପଣାର ସମସ୍ତ କର୍ମ କରିବ।
ଦିତୀୟ ବିବରଣ 5:13
ସଲ୍ଗାହର ଛଦିନ ସମସ୍ତ କର୍ମ କର।
ଯିହିଜିକଲ 46:1
ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, ଭିତର ପ୍ରାଙ୍ଗଣର ପୂର୍ବଦ୍ବାର କାର୍ୟ୍ଯକାରୀ ଛଅଦିନ ବନ୍ଦ ରହିବ। ମାତ୍ର ବିଶ୍ରାମ ଦିନ ଓ ଅମାବାସ୍ଯା ଦିନ ଖାେଲା ରହିବ।
ଲୂକଲିଖିତ ସୁସମାଚାର 13:14
ଯୀଶୁ ବିଶ୍ରାମ ବାର ରେ ସ୍ତ୍ରୀ ଲୋକଟିକୁ ସୁସ୍ଥ କରିଦବୋରୁ ଯିହୂଦୀ ପ୍ରାର୍ଥନାଗୃହର ନେତା ରାଗିଗଲେ। ନେତା ଜଣକ ଲୋକମାନଙ୍କୁ କହିଲେ, ସପ୍ତାହ ରେ କାମ କରିବାକୁ ଛଅ ଦିନ ରହିଛି। ତେଣୁ ତୁମ୍ଭମାନେେ ସୁସ୍ଥ ହବୋ ପାଇଁ ସେ ଭିତରୁ କୌଣସି ଦିନ ଆସ। ବିଶ୍ରାମବାର ରେ କବେେ ହେଲେ ସୁସ୍ଥ ହବୋପାଇଁ ଆସନାହିଁ।