ଯାତ୍ରା ପୁସ୍ତକ 16:24 · ଓଡ଼ିଆ ବାଇବେଲ
ତେଣୁ ଲୋକମାନେ ବଳକା ଖାଦ୍ୟକୁ ସଂଚଯ କଲେ। ସହେି ଖାଦ୍ୟ ଜମା ନଷ୍ଟ ହେଲା ନାହିଁ। ସେଥି ରେ କୃମୀ ନଥିଲେ।
Cross references
ଯାତ୍ରା ପୁସ୍ତକ 16:20
କିନ୍ତୁ କେତକେ ଲୋକ ସମାନଙ୍କେର କଥାକୁ ଧ୍ଯାନ ଦେଲେ ନାହିଁ। ଯେଉଁ ଖାଦ୍ୟ ଲୋକମାନେ ସଂଚଯ କରି ରଖିଥିଲେ, ସକାଳ ପର୍ୟ୍ଯନ୍ତ ତାହା କୃମିମାନଙ୍କ ଦ୍ବାରା ଦୂଷିତ ହେଲା ଏବଂ ଦୁର୍ଗନ୍ଧ କଲା। ମାଶାେ ସମାନଙ୍କେ ଉପରେ କ୍ଷୁବ୍ଧ ହେଲେ।
ଯାତ୍ରା ପୁସ୍ତକ 16:33
ତେଣୁ ମାଶାେ ହାରୋଣଙ୍କୁ କହିଲେ, ତୁମ୍ଭେ ଏକ ପାତ୍ର ନଇେ ଏକ ଓମର ମାନ୍ନା ପୂର୍ଣ୍ଣ କରି ସଦାପ୍ରଭୁଙ୍କ ସମ୍ମୁଖ ରେ ରଖ। ତାହା ତୁମ୍ଭମାନଙ୍କ ପୂର୍ବପୁରୁଷ ପରମ୍ପରା ନିମନ୍ତେ ରଖାୟିବ।