Home Bibles ଯାତ୍ରା ପୁସ୍ତକ 16:20 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 16:20 · ଓଡ଼ିଆ ବାଇବେଲ

କିନ୍ତୁ କେତକେ ଲୋକ ସମାନଙ୍କେର କଥାକୁ ଧ୍ଯାନ ଦେଲେ ନାହିଁ। ଯେଉଁ ଖାଦ୍ୟ ଲୋକମାନେ ସଂଚଯ କରି ରଖିଥିଲେ, ସକାଳ ପର୍ୟ୍ଯନ୍ତ ତାହା କୃମିମାନଙ୍କ ଦ୍ବାରା ଦୂଷିତ ହେଲା ଏବଂ ଦୁର୍ଗନ୍ଧ କଲା। ମାଶାେ ସମାନଙ୍କେ ଉପରେ କ୍ଷୁବ୍ଧ ହେଲେ।

Cross references

ଗଣନା ପୁସ୍ତକ 12:3

ମାଶାେ ପୃଥିବୀସ୍ଥ ସମସ୍ତ ଲୋକମାନଙ୍କ ମଧିଅରେ ଅତି ନମ୍ର ଥିଲେ।

ଗଣନା ପୁସ୍ତକ 16:15

ତେଣୁ ମାଶାେ ଅତ୍ଯନ୍ତ କୋରଧାନ୍ବିତ ହେଲେ, ସେ ସଦାପ୍ରଭୁଙ୍କୁ କହିଲେ, ମୁଁ ଏହି ଲୋକମାନଙ୍କର କିଛି କ୍ଷତି କରିନାହିଁ, ମୁଁ ସମାନଙ୍କେଠାରୁ ଗୋଟିଏ ଗଧ ମଧ୍ଯ ନଇନୋହିଁ। ତେଣୁ ତୁମ୍ଭେ ଏମାନଙ୍କର ନବୈେଦ୍ଯ ଗ୍ରହଣ କରନାହିଁ।

ମାଥିଉଲିଖିତ ସୁସମାଚାର 6:19

ନିଜ ପାଇଁ ଏ ସଂସାର ରେ ଧନ ସଞ୍ଚୟ କରନାହିଁ। ଏଠା ରେ ପୋକ ଓ କଳଙ୍କ ଲାଗି ତାକୁ ନଷ୍ଟ କରି ଦବେେ। ଗ୍ଭରେ ପଶି ସିନ୍ଧି କାଟି ଗ୍ଭରେୀ କରିନବେ।

ମାର୍କଲିଖିତ ସୁସମାଚାର 3:5

ତା'ପରେ ଯୀଶୁ ଲୋକମାନଙ୍କ ଆଡକୁ ରାଗ ରେ ଚାହିଁଲେ; କିନ୍ତୁ ସମାନଙ୍କେ ହୃଦୟର କଠିନତା ଲକ୍ଷ୍ଯ କରି ବହୁତ ଦୁଃଖୀ ହେଲେ। ଯୀଶୁ ସହେି ଲୋକଟିକୁ କହିଲେ, ତୁମ୍ଭ ହାତ ମାେତେ ଦଖାେଅ। ଲୋକଟି ଯୀଶୁଙ୍କ ଆଡକୁ ହାତଟି ବଢାଇ ଦଲୋ ଓ

ମାର୍କଲିଖିତ ସୁସମାଚାର 10:14

ଏହା ଦେଖି ଯୀଶୁ ବହୁତ ରାଗିଗଲେ। ଯୀଶୁ ଶିଷ୍ଯମାନଙ୍କୁ କହିଲେ, େଛାଟ େଛାଟ ପିଲାମାନେ ମାେ ପାଖକୁ ଆସନ୍ତୁ। ସମାନଙ୍କେୁ ଅଟକାଅ ନାହିଁ। କାରଣ ପରମେଶ୍ବରଙ୍କ ରାଜ୍ଯ ଏହି ପିଲାମାନଙ୍କ ଭଳି ସରଳ ଲୋକମାନଙ୍କର ଅଟେ।

ଲୂକଲିଖିତ ସୁସମାଚାର 12:15

ଯୀଶୁ କହିଲେ, ସାବଧାନର ସହିତ ସମସ୍ତ ପ୍ରକାର ଲୋଭରୁ ନିଜକୁ ଦୂର ରେ ରଖ। ନିଜର ଅଧିକାର ରେ ଥିବା ବିପୁଳ ସଂପତ୍ତରୁ କହେି କବେେ ଜୀବନ ପାଇ ପା ରନୋହିଁ।

ଲୂକଲିଖିତ ସୁସମାଚାର 12:33

ତେଣୁ ତୁମ୍ଭମାନେେ ନିଜର ସମସ୍ତ ସମ୍ପତ୍ତି ବିକି ଦଇେ ସହେି ଟଙ୍କା ଗରିବ ଲୋକଙ୍କ ମଧ୍ଯ ବାଣ୍ଟି ଦିଅ। ଏ ସଂସାରର ଧନସମ୍ପତ୍ତି ସବୁଦିନ ପାଇଁ ରହିବନାହିଁ। ତେଣୁ ସବୁଦିନ ରହୁ ପାରୁଥିବା ଧନସମ୍ପତ୍ତି ସଂଗ୍ରହ କରା ନିଜ ପାଇଁ ସ୍ବର୍ଗ ରେ ଧନସମ୍ପତ୍ତି ସଂଗ୍ରହ କର। ଏହା ଚିରକାଳ ରହିବ। ସ୍ବର୍ଗ ରେ ତୁମ୍ଭମାନଙ୍କ ସମ୍ପତ୍ତିକୁ କହେି ଚୋ ରଇେ ନଇେ ପାରିବନାହିଁ କି ତାକୁ କୀଟ ନଷ୍ଟ କରି ପାରିବ ନାହିଁ।

ଏଫିସୀୟଙ୍କ ପ୍ରତି ପତ୍ର 4:26

ଯେତବେେଳେ ତୁମ୍ଭର କୋର୍ଧ ହୁଏ, ସେତବେେଳେ ଅତି କୋର୍ଧୀ ହାଇେ ପାପ କର ନାହିଁ।

ଏବ୍ରୀ 13:5

ନିଜ ଜୀବନକୁ ଧନର ଲୋଭରୁ ମୁକ୍ତ ରଖ। ତୁମ୍ଭମାନଙ୍କ ପାଖ ରେ ଯାହା ଅଛି, ସେଥି ରେ ସନ୍ତାଷେ ଲାଭ କର। ପରମେଶ୍ବର କହିଛନ୍ତି :

ଯାକୁବଙ୍କ ପତ୍ 5:2

ତୁମ୍ଭର ଧନସବୁ ନଷ୍ଟ ହାଇଯୋଇଛି ଓ ମୂଲ୍ଯହୀନ ହାଇେ ପଡ଼ିଛି। ତୁମ୍ଭର ପୋଷାକ ପୋକ ଖାଇ ଯାଇଛନ୍ତି।

Interlinear

Choose Theme