Home Bibles ☰ Books ଯାତ୍ରା ପୁସ୍ତକ 12:33 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 12:33 · ଓଡ଼ିଆ ବାଇବେଲ

ମିଶରର ଲୋକମାନେ ସମାନଙ୍କେୁ ଶୀଘ୍ର ଶୀଘ୍ର ବିଦାଯ କଲେ। କାହିଁକି? କାରଣ, ସମାନେେ କହିଲେ, ଯଦି ତୁମ୍ଭମାନେେ ନୟାଅ, ଆମ୍ଭେ ସମସ୍ତେ ମରି ୟିବୁ।

Cross references

ଆଦି ପୁସ୍ତକ 20:3

କିନ୍ତୁ ଏକ ରାତି ରେ, ପରମେଶ୍ବର ଅବିମଲକେକୁ ସ୍ବପ୍ନ ରେ କହିଲେ, ତୁମ୍ଭେ ମରିବ, ତୁମ୍ଭେ ଯେଉଁ ସ୍ତ୍ରୀ ଲୋକକୁ ଆଣିଛ ସେ ବିବାହିତା।

ଯାତ୍ରା ପୁସ୍ତକ 6:1

ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ବର୍ତ୍ତମାନ ତୁମ୍ଭେ ଦେଖିବ ମୁଁ ଫାରୋଙ୍କୁ କ'ଣ କରିବି। ମାରେ ମହାନ ଶକ୍ତି ତାଙ୍କ ବିରୁଦ୍ଧ ରେ କାର୍ୟ୍ଯ କରିବ ଏବଂ ସେ ମାରେ ଲୋକମାନଙ୍କୁ ୟିବାକୁ ଦବେ। ବର୍ତ୍ତମାନ ସେ ଲୋକମାନଙ୍କୁ ବାଧ୍ଯ କରିବ ତାଙ୍କର ଦେଶ ଛାଡ଼ି ୟିବା ପାଇଁ?

ଯାତ୍ରା ପୁସ୍ତକ 11:1

ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ଆମ୍ଭେ ଆଉ ଏକ ଉତ୍ପାତ ମିଶର ଓ ଫାରୋଙ୍କ ବିରୁଦ୍ଧ ରେ ଆଣିବା। ଏହାପରେ ସେ ତୁମ୍ଭକୁ ମିଶରରୁ ବାହାର କରିଦବେ। ଏପରିକି ସେ ତୁମ୍ଭକୁ ବଳପୂର୍ବକ ମିଶରରୁ ତଡିଦବେ।

ଗଣନା ପୁସ୍ତକ 17:12

ଏହାପରେ ଇଶ୍ରାୟେଲର ଲୋକମାନେ ମାଶାଙ୍କେୁ କହିଲେ, ଆମ୍ଭେ ଜାଣୁ ଆମ୍ଭମାନେେ ମରିବୁ। ଆମ୍ଭମାନେେ ବିନଷ୍ଟ ହାଇେଅଛୁ, ଆମ୍ଭମାନେେ ବିନଷ୍ଟ ହବେୁ।

ଗୀତସଂହିତା 105:38

ଇଶ୍ରାୟେଲ ଲୋକମାନେ ଚାଲିୟିବାର ଦେଖି ମିଶରୀଯମାନେ ଖୁସି ହେଲେ। କାରଣ ସମାନେେ ପରମେଶ୍ବରଙ୍କର ଲୋକମାନଙ୍କୁ ଭୟ କରୁଥିଲେ।

Interlinear

Choose Theme