Home Bibles ଯାତ୍ରା ପୁସ୍ତକ 14:28 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 14:28 · ଓଡ଼ିଆ ବାଇବେଲ

ସମୁଦ୍ର ତା'ର ପୂର୍ବ ଅବସ୍ଥାକୁ ଆସିବାରୁ ସମସ୍ତ ରଥଗୁଡିକ, ଅଶ୍ବାରୋହୀମାନଙ୍କୁ ଆଚ୍ଛାଦିତ କଲା। ଇଶ୍ରାୟେଲୀୟମାନଙ୍କ ପଛ ରେ ଗୋଡଉଥିବା ଫାରୋଙ୍କର ସମଗ୍ର ସୈନ୍ଯବାହୀନି ସମୁଦ୍ର ରେ ବୁଡିଗଲେ। କହେି ଜଣେ ହେଲବି ସୈନ୍ଯ ବଞ୍ଚିଲେ ନାହିଁ।

Cross references

ଆଦି ପୁସ୍ତକ 7:18

ପୃଥିବୀ ରେ କ୍ରମାନ୍ବଯ ରେ ଜଳରାଶି ବଢ଼ିବାକୁ ଲାଗିଲା ଓ ସେଥି ରେ ଜାହାଜ ଭାସିବାକୁ ଆରମ୍ଭ କଲା।

ଆଦି ପୁସ୍ତକ 50:9

ତାଙ୍କ ସହ ଏକ ବିରାଟ ସମାରୋହ ଗଲା। ଏପରିକି ତାଙ୍କ ସହିତ ଅଶ୍ବାରୋହି ସୈନ୍ଯ ଓ ରଥାରୋହି ସୈନ୍ଯମାନେ ମଧ୍ଯ ଗଲେ।

ଯାତ୍ରା ପୁସ୍ତକ 14:13

କିନ୍ତୁ ମାଶାେ ସମାନଙ୍କେୁ କହିଲେ, ଭୟ କର ନାହିଁ। ଦୌଡି ପଳାଇବାର ଆବଶ୍ଯକ ନାହିଁ। ଏହିଠା ରେ ଧିରସ୍ଥିର ହାଇେ ଛିଡା ହୁଅ। ସଦାପ୍ରଭୁ ତୁମ୍ଭମାନଙ୍କୁ ଆଜି ରକ୍ଷା କରିବେ। ତୁମ୍ଭମାନେେ ମିଶରବାସୀମାନଙ୍କୁ ଆଉ ପୁନ୍ନରାଯ ଦେଖିବ ନାହିଁ।

ଯାତ୍ରା ପୁସ୍ତକ 15:10

ମାତ୍ର ତୁମ୍ଭେ ତାଙ୍କୁ ଫୁଙ୍କ ରେ ଉଡାଇ ଦଲେ ଓ ସମୁଦ୍ର ରେ ସମାନଙ୍କେୁ ବୁଡାଇ ଦଲେ। ସମାନେେ ସୀସା ପରି ଅଶାନ୍ତ ସମୁଦ୍ର ରେ ବୁଡିଗଲେ।

ଦିତୀୟ ବିବରଣ 11:4

ତୁମ୍ଭର ପିଲାମାନେ ଜାଣି ନାହାଁନ୍ତି କିନ୍ତୁ ତୁମ୍ଭମାନେେ ଜାଣିଛ ଓ ଦେଖିଛ ଯେ ପରମେଶ୍ବର ମିଶରର ସୈନ୍ଯ ତାଙ୍କର ଅଶ୍ବାରୋହି ଓ ରଥାରୋହିମାନଙ୍କୁ କିପରି ଭାବେ ସୂଫ ସମକ୍ସ୍ଟଦ୍ର ରେ ନିକ୍ଷପେ କରିଛନ୍ତି। ତୁମ୍ଭମାନେେ ଦେଖିଛ ଯେ ସଦାପ୍ରଭୁ ସମାନଙ୍କେୁ କିଭଳି ସଂପୂର୍ଣ୍ଣ ଭାବରେ ଧ୍ବଂସ କରିଛନ୍ତି।

ଦିତୀୟ ବଂଶାବଳୀ 20:24

ଯିହୁଦାର ଲୋକେ ମରୁଭୂମି ପ୍ରହରୀ ଦୁର୍ଗ ରେ ପହନ୍ଚିଲେ। ସମାନେେ ଶତ୍ରୁ ପକ୍ଷର ବୃହତ୍ ସୈନ୍ଯଦଳକୁ ଖାଜେି ବୁଲିଲେ। କିନ୍ତୁ ସମାନେେ କବଳେ ମୃତ ଶରୀରଗୁଡ଼ିକୁ ଭୂମି ଉପରେ ପଡ଼ି ରହିଥିବାର ଦେଖିଲେ। ଜଣେ ସୁଦ୍ଧା ଜୀବିତ ନ ଥିଲା।

ନିହିମିୟା 9:11

ତୁମ୍ଭେ ସମାନଙ୍କେ ସାକ୍ଷାତ ରେ ସମୁଦ୍ରକୁ ଭାଗ କଲ। ସମାନେେ ଶୁଷ୍କ ଭୂମି ଦଇେ ୟିବାପରି ସମୁଦ୍ର ମଧିଅରେ ଗଲେ। ମାତ୍ର ଗଭୀର ଜଳ ରେ ପ୍ରସ୍ତର ତୁଲ୍ଯ ତୁମ୍ଭେ ସମାନଙ୍କେ ପେଛ ଗୋଡଇବା ଲୋକମାନଙ୍କୁ ଅଗାଧ ସମୁଦ୍ର ରେ ନିକ୍ଷପେ କଲ।

ଗୀତସଂହିତା 78:53

ପରମେଶ୍ବର ନିଜ ଲୋକମାନଙ୍କୁ ନିରାପଦରେ ଚଳାଇଲେ। ତଣେୁ ସମାନେେ ଭୟଭୀତ ହେଲେ ନାହିଁ। କିନ୍ତୁ ଶତ୍ରୁମାନଙ୍କୁ ପରମେଶ୍ବର ଲୋହିତ ସମୁଦ୍ରରେ ବୁଡ଼ାଇଲେ।

ଗୀତସଂହିତା 106:9

ପରମେଶ୍ବର ନିର୍ଦ୍ଦଶେ ଦେଲେ ଏବଂ ଲୋହିତ ସାଗର ଶୁଖିଗଲା। ପରମେଶ୍ବର ଆମ୍ଭ ପୂର୍ବପୁରୁଷମାନଙ୍କୁ ସହେି ଗଭୀର ସମୁଦ୍ର ମଧ୍ୟରେ ଚଲାଇ ନଲେେ, ମରୁଭୂମିରେ ଚଳାଇବା ପରି।

ଗୀତସଂହିତା 106:11

ପରମେଶ୍ବର ଜଳରାଶିଦ୍ବାରା ତାଙ୍କର ଶତ୍ରୁଗଣଙ୍କୁ ଆଚ୍ଛାଦନ କଲେ। ସମାନଙ୍କେ ମଧ୍ଯରୁ ଜଣେ କହେି ରକ୍ଷା ପାଇଲେ ନାହିଁ।

ଗୀତସଂହିତା 106:22

ପରମେଶ୍ବର ହାମାେସ ଦେଶରେ ଆଶ୍ଚର୍ୟ୍ଯ କ୍ରିଯାମାନ କଲେ। ପରମେଶ୍ବର ଲୋହିତ ସମୁଦ୍ର ନିକଟରେ ଭୟଙ୍କର କାର୍ୟ୍ଯସାଧନ କରିଥିଲେ।

ଗୀତସଂହିତା 136:15

ପରମେଶ୍ବର ଫାରୋ ସ ତାହାର ସୈନ୍ଯଗଣଙ୍କୁ ସୁଫ ସାଗରରେ ବୁଡ଼ାଇ ଦେଲେ। ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।

ହବକକୂକ 3:8

ହେ ସଦାପ୍ରଭୁ, ତୁମ୍ଭେ କ'ଣ ନଦୀ, ଝରଣା, ସମୁଦ୍ର ଉପ ରେ କୋରଧାନ୍ବିତ ହାଇେଥିଲ? ସେଥିପାଇଁ କ'ଣ ତୁମ୍ଭେ ତୁମ୍ଭର ଅଶ୍ବ ଏବଂ ରଥକୁ ଆରୋହଣ କଲ?

ହବକକୂକ 3:13

ତୁମ୍ଭେ ଆପଣା ଲୋକଙ୍କୁ ପରିତ୍ରାଣ କରିବକୁ ଆସିଲ। ତୁମ୍ଭେ ଆପଣା ମନୋନୀତ ରାଜାଙ୍କୁ ରକ୍ଷା କରିବାକୁ ଆସିଲ। ପ୍ରତି ମନ୍ଦ ଗୃହ ରେ ଥିବା ମୁଖ୍ଯଙ୍କୁ ହତ୍ଯା କଲ। ତୁମ୍ଭେ ତାକୁ ଆପାଦମସ୍ତକ ଗ୍ଭବୁକରେ ପ୍ରହାର କଲ।

ଏବ୍ରୀ 11:29

ବିଶ୍ବାସଥିବା ହତେୁ ହିଁ ମାଶାଙ୍କେ ନତେୃତ୍ବ ରେ ସମସ୍ତେ ସୁଫସାଗର ମଧ୍ଯ ଦଇେ ଶୁଖିଲା ଭୂଇଁ ଥିଲା ଭଳି ଚାଲିଚାଲି ପାର ହାଇଗେଲେ। ଯେତବେେଳେ ମିଶରଦେଶର ଲୋକେ ସୁଫସାଗର ଦଇେ ୟିବାପାଇଁ ଚେଷ୍ଟା କଲେ ସମାନେେ ବୁଡ଼ି ଗଲେ।

Interlinear

Choose Theme