Home Bibles ଆଦି ପୁସ୍ତକ 50:9 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 50:9 · ଓଡ଼ିଆ ବାଇବେଲ

ତାଙ୍କ ସହ ଏକ ବିରାଟ ସମାରୋହ ଗଲା। ଏପରିକି ତାଙ୍କ ସହିତ ଅଶ୍ବାରୋହି ସୈନ୍ଯ ଓ ରଥାରୋହି ସୈନ୍ଯମାନେ ମଧ୍ଯ ଗଲେ।

Cross references

ଆଦି ପୁସ୍ତକ 41:43

ଫାରୋ ଯୋଷଫଙ୍କେୁ ଆପଣା ଦ୍ବିତୀୟ ରଥରେ ଆରୋହଣ କରାଇଲେ। ଆଉ ଲୋକମାନେ ତାଙ୍କର ଆଗେ ଆଗେ, ଯୋଷଫଙ୍କେୁ ପ୍ରଣାମ କର ବୋଲି ଫାରୋ ଲୋକମାନଙ୍କୁ କହିଲେ।

ଆଦି ପୁସ୍ତକ 46:29

ଯୋଷଫେ ଜାଣିଲେ ଯେ ତାଙ୍କର ପିତା ଇଶ୍ରାୟେଲ ଆସୁଛନ୍ତି। ତେଣୁ ଗୋଶନକୁ ୟାଇ ତାଙ୍କର ପିତାଙ୍କୁ ଦଖାେ କରିବା ପାଇଁ ଯୋଷଫେ ତାଙ୍କର ରଥ ସଜାଡ଼ିଲେ। ଯେତବେେଳେ ଯୋଷଫେ ତାଙ୍କର ପିତାଙ୍କୁ ଦେଖିଲେ ସେ ତାହାଙ୍କ ଗଳାଧରି ବହୁ ସମୟ ରୋଦନ କଲେ।

ଯାତ୍ରା ପୁସ୍ତକ 14:7

ଫାରୋ ମିଶରର ଅନ୍ଯାନ୍ଯ ସୈନ୍ଯ ଓ ରଥ ସହିତ 600 ଜଣ ନିପୁଣ ସୈନ୍ଯ ଏବଂ ସମାନଙ୍କେର ରଥଗୁଡ଼ିକ ନେଲେ ଏବଂ ପ୍ରେତ୍ୟକକ ରଥରେ ଜଣେ ଅଧିକାରୀ ରହିଲେ।

ଯାତ୍ରା ପୁସ୍ତକ 14:17

ମୁଁ ମିଶରୀଯମାନଙ୍କୁ ଜିଦ୍ଖୋର କରିବି, ଯେଉଁଥି ରେ ସମାନେେ ତୁମ୍ଭମାନଙ୍କ ପଛ ରେ ଗୋଡାଇବେ। ମୁଁ ତୁମ୍ଭକୁ ଦଖାଇବେି, କିପରି ମୁଁ ଫାରୋ, ତାଙ୍କର ଅଶ୍ବାରୋହୀ ସୈନ୍ଯ, ରଥା ରୋହୀ ସୈନ୍ଯମାନଙ୍କଠାରୁ ଶକ୍ତିଶାଳୀ।

ଯାତ୍ରା ପୁସ୍ତକ 14:28

ସମୁଦ୍ର ତା'ର ପୂର୍ବ ଅବସ୍ଥାକୁ ଆସିବାରୁ ସମସ୍ତ ରଥଗୁଡିକ, ଅଶ୍ବାରୋହୀମାନଙ୍କୁ ଆଚ୍ଛାଦିତ କଲା। ଇଶ୍ରାୟେଲୀୟମାନଙ୍କ ପଛ ରେ ଗୋଡଉଥିବା ଫାରୋଙ୍କର ସମଗ୍ର ସୈନ୍ଯବାହୀନି ସମୁଦ୍ର ରେ ବୁଡିଗଲେ। କହେି ଜଣେ ହେଲବି ସୈନ୍ଯ ବଞ୍ଚିଲେ ନାହିଁ।

ଦିତୀୟ ରାଜାବଳୀ 18:24

ତୁମ୍ଭେ ମାରେ ମହାଶୟଙ୍କ ଦାସମାନଙ୍କ ମଧ୍ଯରୁ ଏପରିକି ସବୁଠାରୁ ଦୁର୍ବଳ, କ୍ଷୁଦ୍ରତମ ସୈନ୍ଯକୁ ପରାସ୍ତ କରି ପାରିବ ନାହିଁ। ତୁମ୍ଭେ ରଥ ଓ ଅଶ୍ବାରୋହୀ ନିମନ୍ତେ ମିଶର ଦେଶ ଉପରେ ନିର୍ଭର କରୁଛ।

ପରମଗୀତ 1:9

ଆଗୋ ମାରେ ପ୍ରିୟେ ମୁଁ ଫାରୋର ରଥର ଅଶ୍ବିନୀ ସଙ୍ଗେ ତୁମ୍ଭର ଉପମା ଦଇେଅଛି।

ରେରିତମାନଙ୍କ କାର୍ଯ୍ୟର ବିବରଣ 8:2

କେତକେ ନିଷ୍ଠାପର ଲୋକ ସ୍ତିଫାନଙ୍କୁ କବର ଦେଲେ ଓ ତାହାଙ୍କ ପାଇଁ ବହୁତ କାନ୍ଦିଲେ। ସହେିଦିନ ୟିରୂଶାଲମ ରେ ଥିବା ବିଶ୍ବାସୀମାନଙ୍କ ବିରୁଦ୍ଧ ରେ ଗୋଟିଏ ଭୀଷଣ ତାଡ଼ନା ହେଲା। ପ୍ ରରେିତମାନଙ୍କ ବ୍ଯତୀତ ଅନ୍ୟ ସମସ୍ତ ବିଶ୍ବାସୀ ୟିହୂଦା ଓ ଶମିରୋଣ ଦେଶର ବିଭିନ୍ନ ସ୍ଥାନ ରେ ଛିନ୍ନଭିନ୍ନ ହାଇଗେଲେ।

Interlinear

Choose Theme