Home Bibles ଆଦି ପୁସ୍ତକ 7:18 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 7:18 · ଓଡ଼ିଆ ବାଇବେଲ

ପୃଥିବୀ ରେ କ୍ରମାନ୍ବଯ ରେ ଜଳରାଶି ବଢ଼ିବାକୁ ଲାଗିଲା ଓ ସେଥି ରେ ଜାହାଜ ଭାସିବାକୁ ଆରମ୍ଭ କଲା।

Cross references

ଯାତ୍ରା ପୁସ୍ତକ 14:28

ସମୁଦ୍ର ତା'ର ପୂର୍ବ ଅବସ୍ଥାକୁ ଆସିବାରୁ ସମସ୍ତ ରଥଗୁଡିକ, ଅଶ୍ବାରୋହୀମାନଙ୍କୁ ଆଚ୍ଛାଦିତ କଲା। ଇଶ୍ରାୟେଲୀୟମାନଙ୍କ ପଛ ରେ ଗୋଡଉଥିବା ଫାରୋଙ୍କର ସମଗ୍ର ସୈନ୍ଯବାହୀନି ସମୁଦ୍ର ରେ ବୁଡିଗଲେ। କହେି ଜଣେ ହେଲବି ସୈନ୍ଯ ବଞ୍ଚିଲେ ନାହିଁ।

ଆୟୁବ ପୁସ୍ତକ 22:16

ସହେି ଦୁଷ୍ଟମାନେ ଧ୍ବଂସ ପାଇ ସାରିଛନ୍ତି। ସମାନଙ୍କେର ମୃତ୍ଯୁ ସମୟ ଆସିବା ପୂର୍ବରୁ। ସମାନେେ ବନ୍ଯା ରେ ଭାସି ୟାଇଛନ୍ତି।

ଗୀତସଂହିତା 69:15

ବନ୍ଯା ଲହରୀ ମାେତେ ୟମେିତି ବୁଡ଼ାଇ ନ ଦେଉ। ଗଭୀର ସମୁଦ୍ର ମାେତେ ଗ୍ରାସ ନ କରୁ। କବର ମାେତେ ଗିଳି ନ ଦେଉ।

ଗୀତସଂହିତା 104:26

ତହିଁରେ ଜାହାଜ ୟାତାଯତ କରେ। ତହିଁରେ ଖଳେିବା ପାଇଁ ତୁମ୍ଭର ସୃଷ୍ଟି ଲିବିଯାଥନ୍ ଥାଏ।

Interlinear

Choose Theme