Home Bibles ଯାତ୍ରା ପୁସ୍ତକ 12:10 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 12:10 · ଓଡ଼ିଆ ବାଇବେଲ

ତୁମ୍ଭେ ନିଶ୍ଚିତ ତା'ର ମାଂସକୁ ସହେିଦିନ ରାତ୍ରି ରେ ଖାଇ ଶଷେ କରିବ। ଯଦି କିଛି ମାଂସ ପ୍ରଭାତ ପର୍ୟ୍ଯନ୍ତ ବଞ୍ଚିୟାଏ, ତବେେ ତାହାକୁ ନଖାଇ ଅଗ୍ନି ରେ ଦଗ୍ଧ କରିବ।

Cross references

ଯାତ୍ରା ପୁସ୍ତକ 16:19

ମାଶାେ ସମାନଙ୍କେୁ କହିଲେ, ଆସନ୍ତା ଅନ୍ୟ ଦିନ ପାଇଁ ଖାଦ୍ୟ ସଂଗ୍ରହ କରି ରଖ ନାହିଁ।

ଯାତ୍ରା ପୁସ୍ତକ 23:18

ଯେତବେେଳେ ତୁମ୍ଭମାନେେ ପଶୁ ହତ୍ଯା କରିବ ତା'ର ରକ୍ତ ମାେ ଉଦ୍ଦେଶ୍ଯ ରେ ଉତ୍ସର୍ଗ କରିବ। ତୁମ୍ଭମାନେେ ତାଡିୟୁକ୍ତ ରୋଟୀ ମାେତେ ଉତ୍ସର୍ଗ କରିବ ନାହିଁ। ଏବଂ ତୁମ୍ଭେ ଯେତବେେଳେ ବଳିର ମାଂସ ଖାଇବ ସେତବେେଳେ ସହେି ମାଂସକୁ ଗୋଟିଏ ଦିନ ରେ ଖାଇ ଶଷେ କରିବ। ତା' ପରଦିନକୁ ବଳକା ମାଂସ ରଖିବ ନାହିଁ।

ଯାତ୍ରା ପୁସ୍ତକ 29:34

ଯଦି ପଦ ନି ଯୋଗର୍ଥକ ମାଂସର କିଛି ଏଂଶ କିମ୍ବା ରୋଟୀ ସକାର ପର୍ୟ୍ଯନ୍ତ ରହିୟାଏ, ତବେେ ତାକୁ ଅଗ୍ନି ରେ ଦଗ୍ଧ କର। ତୁମ୍ଭମାନେେ କହେି ଏହାକୁ ଖାଇବା ଉଚିତ୍ ନୁହଁ, କରଣ ଏହା ପବିତ୍ର ଅଟେ।

ଯାତ୍ରା ପୁସ୍ତକ 34:25

ଯେତବେେଳେ ତୁମ୍ଭମାନେେ ଆମ୍ଭକୁ ବଳିଦାନର ରକ୍ତ ଉତ୍ସର୍ଗ କରିବ ସେ ସମୟରେ ତାଡ଼ିୟୁକ୍ତ ଦ୍ରବ୍ଯ ଆମ୍ଭକୁ ଉତ୍ସର୍ଗ କରିବ ନାହିଁ।

ଲେବୀୟ ପୁସ୍ତକ 7:15

ମଙ୍ଗଳାର୍ଥକ ବଳି ପ୍ରଭୁଙ୍କ ଧନ୍ଯବାଦର ବଳି ରୂପେ ଉତ୍ସର୍ଗ କରାୟାଏ। ସହେି ବଳିର ମାଂସ ସହେି ଉତ୍ସର୍ଗ ଦିନ ରେ ଭୋଜନ କରାୟିବ। ତହିଁରୁ କୌଣସି ମାଂସ ପରଦିନ ପ୍ରାତଃକାଳ ପର୍ୟ୍ଯନ୍ତ ରହିବ ନାହିଁ।

ଲେବୀୟ ପୁସ୍ତକ 19:6

ବଳିଦାନ ଦିନ କିମ୍ବା ତା'ର ପରଦିନ ତାହା ଭୋଜନ କରାୟିବ। ଯଦି ତୃତୀୟ ଦିନକୁ ଅବଶିଷ୍ଟ ବଞ୍ଚିବ ତବେେ ତାକୁ ଦଗ୍ଧ କରିବ।

ଲେବୀୟ ପୁସ୍ତକ 22:30

ତୁମ୍ଭମାନେେ ସହେିଦିନ ସମସ୍ତ ମାଂସ ଭକ୍ଷଣ କରିବ, ପ୍ରଭାତ ପର୍ୟ୍ଯନ୍ତ ତହିଁରୁ କିଛି ଅବଶିଷ୍ଟ ରଖିବ ନାହିଁ, ଆମ୍ଭେ ସଦାପ୍ରଭୁ ଅଟୁ।

ଗଣନା ପୁସ୍ତକ 9:12

ସମାନେେ ପ୍ରଭାତ ପର୍ୟ୍ଯନ୍ତ ତହିଁରୁ କିଛି ରଖିବେ ନାହିଁ। ସମାନେେ ମଷେ ବତ୍ସର କୌଣସି ହାଡ ଭାଗିଂବେ ନାହିଁ, ଆଉ ସମାନେେ ନିସ୍ତାର ପର୍ବର ସମସ୍ତ ବିଧି ଅନୁସାରେ ପାଳନ କରିବେ।

ଦିତୀୟ ବିବରଣ 16:4

ଏବଂ ସାତଦିନ ତୁମ୍ଭର ସବୁଆଡେ ତାଡୀ ଦଖାେ ନ ଯାଉ। ପ୍ରଥମ ଦିନର ସନ୍ଧ୍ଯା ସମୟରେ ତୁମ୍ଭେ ଯେଉଁ ବଳି ଉତ୍ସର୍ଗ କରିବ, ତହିଁର କିଛି ମାଂସ ପ୍ରଭାତ ପର୍ୟ୍ଯନ୍ତ ଅବଶିଷ୍ଟ ନ ରହକ୍ସ୍ଟ।

Interlinear

Choose Theme