Home Bibles ଯାତ୍ରା ପୁସ୍ତକ 34:25 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 34:25 · ଓଡ଼ିଆ ବାଇବେଲ

ଯେତବେେଳେ ତୁମ୍ଭମାନେେ ଆମ୍ଭକୁ ବଳିଦାନର ରକ୍ତ ଉତ୍ସର୍ଗ କରିବ ସେ ସମୟରେ ତାଡ଼ିୟୁକ୍ତ ଦ୍ରବ୍ଯ ଆମ୍ଭକୁ ଉତ୍ସର୍ଗ କରିବ ନାହିଁ।

Cross references

ଯାତ୍ରା ପୁସ୍ତକ 12:8

ସହେି ରାତ୍ରି ରେ, ତୁମ୍ଭେ ତା'ର ମାଂସକୁ ଅଗ୍ନି ରେ ଦଗ୍ଧ କରି ତାଡି ଶୂନ୍ଯ ରୋଟୀ ଓ ତିକ୍ତ ଶାକ ସହିତ ତାହା ଭୋଜନ କରିବ।

ଯାତ୍ରା ପୁସ୍ତକ 12:10

ତୁମ୍ଭେ ନିଶ୍ଚିତ ତା'ର ମାଂସକୁ ସହେିଦିନ ରାତ୍ରି ରେ ଖାଇ ଶଷେ କରିବ। ଯଦି କିଛି ମାଂସ ପ୍ରଭାତ ପର୍ୟ୍ଯନ୍ତ ବଞ୍ଚିୟାଏ, ତବେେ ତାହାକୁ ନଖାଇ ଅଗ୍ନି ରେ ଦଗ୍ଧ କରିବ।

ଯାତ୍ରା ପୁସ୍ତକ 12:20

ଏହି ପର୍ବ ରେ, ତୁମ୍ଭମାନେେ ତାଡିଶୂନ୍ଯ ରୋଟୀ ଖାଇବ ନାହିଁ। ତୁମ୍ଭମାନେେ ଯେଉଁ ସ୍ଥାନ ରେ ବାସ କରନା କାହିଁକି ତାଡିଶୂନ୍ଯ ରୋଟୀ ଖାଇବ।

ଯାତ୍ରା ପୁସ୍ତକ 23:18

ଯେତବେେଳେ ତୁମ୍ଭମାନେେ ପଶୁ ହତ୍ଯା କରିବ ତା'ର ରକ୍ତ ମାେ ଉଦ୍ଦେଶ୍ଯ ରେ ଉତ୍ସର୍ଗ କରିବ। ତୁମ୍ଭମାନେେ ତାଡିୟୁକ୍ତ ରୋଟୀ ମାେତେ ଉତ୍ସର୍ଗ କରିବ ନାହିଁ। ଏବଂ ତୁମ୍ଭେ ଯେତବେେଳେ ବଳିର ମାଂସ ଖାଇବ ସେତବେେଳେ ସହେି ମାଂସକୁ ଗୋଟିଏ ଦିନ ରେ ଖାଇ ଶଷେ କରିବ। ତା' ପରଦିନକୁ ବଳକା ମାଂସ ରଖିବ ନାହିଁ।

ଯାତ୍ରା ପୁସ୍ତକ 29:34

ଯଦି ପଦ ନି ଯୋଗର୍ଥକ ମାଂସର କିଛି ଏଂଶ କିମ୍ବା ରୋଟୀ ସକାର ପର୍ୟ୍ଯନ୍ତ ରହିୟାଏ, ତବେେ ତାକୁ ଅଗ୍ନି ରେ ଦଗ୍ଧ କର। ତୁମ୍ଭମାନେେ କହେି ଏହାକୁ ଖାଇବା ଉଚିତ୍ ନୁହଁ, କରଣ ଏହା ପବିତ୍ର ଅଟେ।

ଲେବୀୟ ପୁସ୍ତକ 7:15

ମଙ୍ଗଳାର୍ଥକ ବଳି ପ୍ରଭୁଙ୍କ ଧନ୍ଯବାଦର ବଳି ରୂପେ ଉତ୍ସର୍ଗ କରାୟାଏ। ସହେି ବଳିର ମାଂସ ସହେି ଉତ୍ସର୍ଗ ଦିନ ରେ ଭୋଜନ କରାୟିବ। ତହିଁରୁ କୌଣସି ମାଂସ ପରଦିନ ପ୍ରାତଃକାଳ ପର୍ୟ୍ଯନ୍ତ ରହିବ ନାହିଁ।

ଗଣନା ପୁସ୍ତକ 9:12

ସମାନେେ ପ୍ରଭାତ ପର୍ୟ୍ଯନ୍ତ ତହିଁରୁ କିଛି ରଖିବେ ନାହିଁ। ସମାନେେ ମଷେ ବତ୍ସର କୌଣସି ହାଡ ଭାଗିଂବେ ନାହିଁ, ଆଉ ସମାନେେ ନିସ୍ତାର ପର୍ବର ସମସ୍ତ ବିଧି ଅନୁସାରେ ପାଳନ କରିବେ।

ଦିତୀୟ ବିବରଣ 16:3

ତୁମ୍ଭମାନେେ ଏହି ପର୍ବ ରେ ଖମିର ଭୋଜନ କରିବା ଉଚିତ୍ ନକ୍ସ୍ଟହଁ। ସାତଦିନ ପର୍ୟ୍ଯନ୍ତ ତୁମ୍ଭମାନେେ 'ତାଡି ଶୂନ୍ଯ ରୋଟୀ' ଭୋଜନ କରିବା ଉଚିତ୍, ଗରିବର ରୋଟୀ। କାରଣ ତରବର ହାଇେ ତୁମ୍ଭମାନେେ ମିଶର ଦେଶ ପରିତ୍ଯାଗ କଲ। ଏହିପରି ଭାବରେ ତକ୍ସ୍ଟମ୍ଭ ଜୀବନ ସାରା ମିଶର ଦେଶରକ୍ସ୍ଟ ଆସିଥିବା କଥା ମନେ ରଖିବ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 5:7

ତୁମ୍ଭମାନେେ ସଂମ୍ପୂର୍ଣ୍ଣ ଭାବେ ନୂତନ ଗୁଳା ହବୋଲାଗି ତୁମ୍ଭମାନଙ୍କ ଭିତ ରେ ଥିବା ପୁରୁଣା ଖମୀରକୁ ସମ୍ପୂର୍ଣ୍ଣ ଭାବେ ବାହାର କରି ଦିଅ। ତୁମ୍ଭମାନେେ ସହେି ଖମୀର ଶୂନ୍ଯ ନିସ୍ତାର ପର୍ବର ରୋଟୀ ହଁ ଖ୍ରୀଷ୍ଟ ଆମ୍ଭର ନିସ୍ତାର ପର୍ବ ସୂଚକ ମେଣ୍ଢା ଯେ କି ଆମ୍ଭ ପାଇଁ ବଳି ହାଇେ ଯାଇଛନ୍ତି।

Interlinear

Choose Theme