Home Bibles ଲେବୀୟ ପୁସ୍ତକ 19:6 · ଓଡ଼ିଆ ବାଇବେଲ
ଲେବୀୟ ପୁସ୍ତକ 19:6 · ଓଡ଼ିଆ ବାଇବେଲ

ବଳିଦାନ ଦିନ କିମ୍ବା ତା'ର ପରଦିନ ତାହା ଭୋଜନ କରାୟିବ। ଯଦି ତୃତୀୟ ଦିନକୁ ଅବଶିଷ୍ଟ ବଞ୍ଚିବ ତବେେ ତାକୁ ଦଗ୍ଧ କରିବ।

Cross references

ଯାତ୍ରା ପୁସ୍ତକ 12:10

ତୁମ୍ଭେ ନିଶ୍ଚିତ ତା'ର ମାଂସକୁ ସହେିଦିନ ରାତ୍ରି ରେ ଖାଇ ଶଷେ କରିବ। ଯଦି କିଛି ମାଂସ ପ୍ରଭାତ ପର୍ୟ୍ଯନ୍ତ ବଞ୍ଚିୟାଏ, ତବେେ ତାହାକୁ ନଖାଇ ଅଗ୍ନି ରେ ଦଗ୍ଧ କରିବ।

ଲେବୀୟ ପୁସ୍ତକ 7:11

ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବା ପାଇଁ ନିମ୍ନ ବ୍ଯବସ୍ଥା ଅଟେ।

ଲେବୀୟ ପୁସ୍ତକ 7:17

ମାତ୍ର ଯବେେ କୌଣସି ବଳି ମାଂସ ପୁଣି ରହିୟାଏ, ତବେେ ତାହା ତୃତୀୟ ଦିନ ରେ ଅଗ୍ନି ରେ ଦଗ୍ଧ କରିବ।

Interlinear

Choose Theme