Home Bibles ☰ Books ଯାତ୍ରା ପୁସ୍ତକ 10:12 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 10:12 · ଓଡ଼ିଆ ବାଇବେଲ

ସଦାପ୍ରଭୁ ମାଶାଙ୍କେୁ କହିଲେ, ମିଶରର ଭୂମିରେ ତୁମ୍ଭ ହସ୍ତ ପ୍ରସାରଣ କର, ଏବଂ ମିଶର ଭୂମିରେ ପଙ୍ଗପାଳ ଦଳ ମିଶର ରେ ମାଡିଯିବେ। ଯାହା କୁଆପଥର ବୃଷ୍ଟିରୁ ବଞ୍ଚିଛି ତାହାସବୁ ସମାନେେ ଖାଇଯିବେ।

Cross references

ଯାତ୍ରା ପୁସ୍ତକ 7:19

ସଦାପ୍ରଭୁ ମାଶାଙ୍କେୁ କହିଲେ, ହାରୋଣକୁ କୁହ ସେ ତା'ର ଆଶାବାଡିକୁ ହାତ ରେ ଧରି ଏବଂ ଜଳଧାରଗୁଡିକୁ ଯଥା ନଦୀ, ହ୍ରଦ ଓ କନୋଲ ଯେଉଁଠା ରେ ପାଣି ଗଚ୍ଛିତ ଅଛି ସବୁକୁ ସ୍ପର୍ଶ କରୁ। ଯେତବେେଳେ ସେ ଏପରି କଲା, ସମସ୍ତ ଜଳ ରକ୍ତ ରେ ପରିଣତ ହେଲା। ଏହିପରିକି କାଠ ପାତ୍ର ଓ ପ୍ରସ୍ତର ପାତ୍ର ରେ ଥିବା ଜଳସବୁ ରକ୍ତ ରେ ପରିଣତ ହେଲା।

ଯାତ୍ରା ପୁସ୍ତକ 9:32

ମାତ୍ର ଗହମ ଓ ୟହ୍ନା ବଡ ହାଇେ ନଥିବାରୁ ନଷ୍ଟ ହେଲା ନାହିଁ।

ଯାତ୍ରା ପୁସ୍ତକ 10:4

ତୁମ୍ଭମାନେେ ଯଦି ମାରେ ଲୋକମାନଙ୍କୁ ୟିବାକୁ ନଦିଅ। ତବେେ କାଲି ତୁମ୍ଭ ରାଜ୍ଯ ରେ ପଙ୍ଗପାଳ ଦଳ ଆଣିବି।

Interlinear

Choose Theme