Home Bibles ଏଷ୍ଟର ବିବରଣ 9:27 · ଓଡ଼ିଆ ବାଇବେଲ
ଏଷ୍ଟର ବିବରଣ 9:27 · ଓଡ଼ିଆ ବାଇବେଲ

ସହେି ସମ୍ପର୍କୀଯ ଲିଖିତ ଆଜ୍ଞା ଓ ନିରୂପିତ ସମଯାନୁସା ରେ ସମାନେେ ବର୍ଷକୁ ବର୍ଷ ଏହି ଦୁଇଦିନ ପାଳନ କରିବେ ଓ କୌଣସି ମତେ ତାହା ଲୋପ କରିବେ ନାହିଁ।

Cross references

ଗଣନା ପୁସ୍ତକ 15:15

ସମାଜ ନିମନ୍ତେ ଅର୍ଥାତ୍ ତୁମ୍ଭମାନଙ୍କ ନିମନ୍ତେ ଓ ପ୍ରବାଶକାରୀ ବିଦେଶୀ ନିମନ୍ତେ ଏକ ବ୍ଯବସ୍ଥା ହବେ। ଏହା ତୁମ୍ଭମାନଙ୍କ ପୁରୁଷାନୁକ୍ରମେ ଅନନ୍ତକାଳୀନ ବିଧି; ସଦାପ୍ରଭୁଙ୍କ ଦୃଷ୍ଟି ରେ ତୁମ୍ଭମାନେେ ଓ ବିଦେଶୀମାନେ ସମାନ।

ଦିତୀୟ ବିବରଣ 5:3

ସଦାପ୍ରଭୁ ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ସହିତ ସହେି ନିଯମ କଲେ ନାହିଁ, କକ୍ସ୍ଟନ୍ତକ୍ସ୍ଟ ସେ ଆମ୍ଭ ସମସ୍ତଙ୍କ ସହିତ ତାହା କଲେ, ଯେଉଁମାନେ ଏଠା ରେ ଆଜି ବାସ କରୁଛନ୍ତି।

ଦିତୀୟ ବିବରଣ 29:14

ସଦାପ୍ରଭୁ ଏହି ଚକ୍ସ୍ଟକ୍ତି କରିଛନ୍ତି ତାଙ୍କର ପ୍ରତିଜ୍ଞା ଅନକ୍ସ୍ଟୟାଯୀ କବଳେ ତୁମ୍ଭମାନଙ୍କ ସହିତ ନକ୍ସ୍ଟ ହେଁ।

ଯିହୋଶୂୟ 9:15

ଯିହାଶୂେୟ ଶାନ୍ତିଚକ୍ସ୍ଟକ୍ତି ପାଇଁ ରାଜି ହାଇଗେଲେ। ସେ ସମାନଙ୍କେୁ ଜୀବିତ ରଖିବାକକ୍ସ୍ଟ ରାଜି ହେଲେ। ତେଣୁ ଇଶ୍ରାୟେଲର ନତେୃବର୍ଗଗଣ ସମାନଙ୍କେ ନିକଟରେ ଶପଥ କଲେ।

ବିଚାରକର୍ତାମାନଙ୍କ ବିବରଣ 11:40

ପ୍ରତିବର୍ଷ ଇଶ୍ରାୟେଲୀୟ କନ୍ଯାମାନେ ଗିଲିଯଦୀଯ ୟିଲ୍ଗହ କନ୍ଯାର ଦକ୍ସ୍ଟଃଖର ସ୍ମରଣାତ୍ସବକକ୍ସ୍ଟ ବର୍ଷକେ ଗ୍ଭରିଦିନ ପାଇଁ ପାଳନ କଲେ। ଏହା ସଠାେରେ ଏକ ପରଐରା ହେଲା।

ପ୍ରଥମ ଶାମୁୟେଲ 30:25

ଦାଉଦ ସହେିଦିନଠାରକ୍ସ୍ଟ ଏହି ନିଯମ ପ୍ରଚଳନ କଲେ। ଯାହା ଆଜି ପର୍ୟ୍ଯନ୍ତ ଇଶ୍ରାୟେଲ ରେ ଚଳକ୍ସ୍ଟଅଛି।

ଦିତୀୟ ଶାମୁୟେଲ 21:1

ଦାଉଦଙ୍କ ରାଜତ୍ବ ସମୟରେ କ୍ରମାଗତ ତିନିବର୍ଷ ଧରି ଦକ୍ସ୍ଟର୍ଭିକ୍ଷ ହେଲା। ଏହି ସମୟରେ ରାଜା ଦାଉଦ ସଦାପ୍ରଭୁଙ୍କୁ ପ୍ରାର୍ଥନା କରନ୍ତେ ସଦାପ୍ରଭୁ ଉତ୍ତର ଦଇେ କହିଲେ, ଶାଉଲ ଓ ତା'ର ହତ୍ଯାକାରୀ ବଂଶ ଯୋଗକ୍ସ୍ଟ ଏପରି ହେଉଛି। ଯେ ହତେକ୍ସ୍ଟ ସେ ଗିବିଯୋନୀଯମାନଙ୍କୁ ହତ୍ଯା କରିଥିଲା।

ଏଷ୍ଟର ବିବରଣ 8:17

ଏବଂ ପ୍ରତି ପ୍ରଦେଶ ରେ ଓ ପ୍ରତି ନଗର ରେ, ଯେ କୌଣସି ସ୍ଥାନ ରେ ରାଜାଜ୍ଞା ଓ ନିଯମ ପତ୍ର ଉପସ୍ଥିତ ହେଲା, ସହେି ସ୍ଥାନ ରେ ୟିହୁଦୀଯମାନଙ୍କର ଆନନ୍ଦ ଓ ଆମାଦେ, ଭୋଜି ଓ ମଙ୍ଗଳର ଦିନ ହେଲା। ପୁଣି ଦେଶର ଅନକେ ଲୋକ ୟିହୁଦୀଯ ମତାଲମ୍ବୀ ହେଲେ, ଯେ ହତେୁ ସମାନେେ ୟିହୁଦୀଯମାନଙ୍କ ସକାେଶ ଭୟ କଲେ।

ଏଷ୍ଟର ବିବରଣ 9:21

ଆଉ ଯେଉଁ ଦୁଇ ଦିନ ୟିହୁଦୀମାନେ ଆପଣାମାନଙ୍କ ଶତୃଗଣଠାରୁ ବିଶ୍ରାମ ପାଇଲେ, ଯେଉଁ ମାସ ରେ ସମାନଙ୍କେର ଦୁଃଖ ସୁଖ ରେ ଓ ଶାେକ ମଙ୍ଗଳ ଦିନ ରେ ପରିଗତ ହେଲା।

ଗୀତସଂହିତା 78:7

ତଣେୁ ସମସ୍ତ ଲୋକ ପରମେଶ୍ବରଙ୍କର ଆଜ୍ଞା ମାନିବେ। ସମାନେେ କଦାପି ଭୁଲିବେ ନାହିଁ ୟେ ପରମେଶ୍ବର କ'ଣ କରିଥିଲେ। ସମାନେେ ଯତ୍ନ ସହକାରେ ପରମେଶ୍ବରଙ୍କ ଆଜ୍ଞାସବୁ ପାଳନ କରିବେ।

ଯିଶାଇୟ 2:3

ବହୁ ଲୋକ ସଠାେକୁ ଯିବେ। ସମାନେେ କହିବେ, ଆସ, ଆମ୍ଭମାନେେ ସଦାପ୍ରଭୁଙ୍କ ପର୍ବତକୁ ୟିବା। ଯାକୁବଙ୍କ ପରମେଶ୍ବରଙ୍କ ମନ୍ଦିରକୁ ଆମ୍ଭମାନେେ ୟିବା। ସେତବେେଳେ ପରମେଶ୍ବର ଆମ୍ଭମାନଙ୍କୁ ତାଙ୍କ ପଥ ବିଷଯ ରେ ଶିକ୍ଷା ଦବେେ। ଆମ୍ଭମାନେେ ତାହା ଅନୁସରଣ କରିବା।

ଯିଶାଇୟ 56:3

ସଦାପ୍ରଭୁଙ୍କଠା ରେ ଆସକ୍ତ ବିଦେଶୀ ନ କହୁ ଯେ ସଦାପ୍ରଭୁ ମାେତେ ଆପଣା ଲୋକଠାରୁ ନିଶ୍ଚଯ ପୃଥକ୍ ରଖିବେ। ପୁଣି ଜଣେ ନପୁଂସକ ନ କହୁ ଯେ, ଦେଖ, ମୁଁ ଗୋଟିଏ ଶୁଷ୍କ ବୃକ୍ଷ, ମୁଁ ଫଳବତୀ ହାଇପୋରିବି ନାହିଁ।'

ଯିଶାଇୟ 56:6

କେତକେ ବିଦେଶୀଯ ସଦାପ୍ରଭୁଙ୍କର ପରିଚର୍ୟ୍ଯା କରିବା ପାଇଁ ଓ ସଦାପ୍ରଭୁଙ୍କ ନାମକୁ ପ୍ ରମେ କରିବା ପାଇଁ ଏବଂ ତାଙ୍କର ଦାସ ହବୋ ନିମନ୍ତେ ସଦାପ୍ରଭୁଙ୍କଠା ରେ ଆସକ୍ତ ହୁଅନ୍ତି। ସମାନେେ ବିଶ୍ରାମଦିନ ପାଳନ କରି ତାହା ଅଶୁଚି କରନ୍ତି ନାହିଁ ଓ ସଦାପ୍ରଭୁଙ୍କର ଚୁକ୍ତି ଅବଲମ୍ବନ କରନ୍ତି।

ଯିହିଜିକଲ 16:61

ସେ ସମୟରେ ତୁମ୍ଭେ ଯେତବେେଳେ ଆପଣା ବଡ଼ ଓ ସାନ ଭଗିନୀଗଣକୁ ଗ୍ରହଣ କରିବ, ସେତବେେଳେ ତୁମ୍ଭେ ନିଜର ଚରିତ୍ରହୀନତା ୟୋଗୁଁ ଲଜ୍ଜିତା ହବେ। ମୁଁ ସମାନଙ୍କେୁ କନ୍ଯାରୂପେ ତୁମ୍ଭକୁ ଦବେି, କିନ୍ତୁ ତୁମ୍ଭର ଚୁକ୍ତି ଅନୁସାରେ ନୁହେଁ।

ଯିଖରିୟ 2:11

ସହେି ଦିନ ରେ, ଅନକେ ଦେଶର ଲୋକମାନେ ପରମେଶ୍ବରଙ୍କ ନିକଟକୁ ଆସିବେ। ସମାନେେ ଆମ୍ଭର ଲୋକ ହବେେ। ଆଉ ଆମ୍ଭେ ତୁମ୍ଭମାନଙ୍କ ମଧିଅରେ ବାସ କରିବା। ସେତବେେଳେ ତୁମ୍ଭେ ଜାଣିବ ସର୍ବଶକ୍ତିମାନ ସଦାପ୍ରଭୁ ମାେତେ ତୁମ୍ଭ ନିକଟକୁ ପ୍ ରରଣେ କରିଛନ୍ତି।

ଯିଖରିୟ 8:23

ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, ସହେି ଦିନମାନଙ୍କ ରେ ଏପରି ଘଟିବ ଯେ ସର୍ବ ଭାଷାବାଦୀ ଗୋଷ୍ଠୀଗଣ ମଧ୍ଯରୁ ଦଶଜଣ ଲୋକ, ଜଣେ ୟିହୁଦୀ ଲୋକର ବସ୍ତ୍ରାଞ୍ଚଳ ଧରି କହିବେ, 'ତୁମ୍ଭ ସହିତ ଆମ୍ଭେ ୟିବୁ। ଆମ୍ଭେ ଶୁଣିଲୁ ଯେ, ପରମେଶ୍ବର ତୁମ୍ଭ ମଧିଅରେ ଅଛନ୍ତି।'

Interlinear

Choose Theme