Home Bibles ଦିତୀୟ ବିବରଣ 29:14 · ଓଡ଼ିଆ ବାଇବେଲ
ଦିତୀୟ ବିବରଣ 29:14 · ଓଡ଼ିଆ ବାଇବେଲ

ସଦାପ୍ରଭୁ ଏହି ଚକ୍ସ୍ଟକ୍ତି କରିଛନ୍ତି ତାଙ୍କର ପ୍ରତିଜ୍ଞା ଅନକ୍ସ୍ଟୟାଯୀ କବଳେ ତୁମ୍ଭମାନଙ୍କ ସହିତ ନକ୍ସ୍ଟ ହେଁ।

Cross references

ଦିତୀୟ ବିବରଣ 5:3

ସଦାପ୍ରଭୁ ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ସହିତ ସହେି ନିଯମ କଲେ ନାହିଁ, କକ୍ସ୍ଟନ୍ତକ୍ସ୍ଟ ସେ ଆମ୍ଭ ସମସ୍ତଙ୍କ ସହିତ ତାହା କଲେ, ଯେଉଁମାନେ ଏଠା ରେ ଆଜି ବାସ କରୁଛନ୍ତି।

ଯିରିମିୟ 31:31

ସଦାପ୍ରଭୁ କହନ୍ତି, ଏପରି ଏକ ସମୟ ଆସୁଛି ଯେତବେେଳେ ଆମ୍ଭେ ଇଶ୍ରାୟେଲ ବଂଶ ଓ ଯିହୁଦା ବଂଶ ସହିତ ଏକ ନୂତନ ନିଯମ ସ୍ଥାପନ କରିବା।

ଏବ୍ରୀ 8:7

ଯଦି ପ୍ରଥମ ନିୟମ ରେ କୌଣସି ଦୋଷ ନ ଥାନ୍ତା ତା' ହେଲେ ସଠାେରେ ଦ୍ବିତୀୟ ନିୟମର ଆବଶ୍ଯକତା ନ ଥାନ୍ତା।

Interlinear

Choose Theme